Date: May 8, 2020

Total 31 Posts

ଗଞ୍ଜାମର ସମସ୍ତ କ୍ୱାରେନଂଟାଇନ୍ ସେଂଟରରେ ୧୪୪ ଧାରା ଜାରି

ଗଞ୍ଜାମ ଜିଲ୍ଲାର ସମସ୍ତ କ୍ୱାରେନଂଟାଇନ୍ ସେଂଟରରେ ୧୪୪ ଧାରା ଜାରି କରାଯାଇଛି । କ୍ୱାରେନଂଟାଇନ୍ ସେଂଟରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ ନୁହେଁ ୨୭୦

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କମିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ କୁହାଯାଇଥିଲା ଯେ, ଆଜି ସନ୍ଧ୍ୟାରେ ୨୫ ଜଣ କରୋନା ଆକ୍ରାନ୍ତ

ବାଲିପାଟଣା ସାପ୍ତାହିକ ହାଟରେ ସାମାଜିକ ଦୂରତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

୮/୦୫,(ମୋ ଓଡିଶା): ମାଳ-ମରିଚପୁର ଉନ୍ନୟନ ପରିଷଦର ଆହ୍ବାନକ୍ରମେ ବାଲିପାଟଣା ସାପ୍ତାହିକ ହାଟରେ କରୋନା ସଚେତନତା ପାଇଁ ସାମାଜିକ ଦୂରତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଛି।  ଏହି କାର୍ଯ୍ୟକ୍ରମରେ ୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ତଥା ପୂର୍ବତନ ବାଲିକୁଦା ବ୍ଳକ

ମଧୁ ଆପ୍ ଓ ଏଡୁସାଟ୍ ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ୍‌ ଜାରି କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ହ୍ୱାଟସଆପ୍ ଓ ଡିଡି ଓଡ଼ିଆ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧୁ ଆପ୍‌

ବାବରି ମସଜିଦ୍ ମାମଲାର ରାୟ ଅଗଷ୍ଟ ୩୧ ସୁଦ୍ଧା ଆସିବ

୧୯୯୨ରେ ହୋଇଥିବା ବାବରି ମସଜିଦ ମାମଲାର ବିଚାର ପ୍ରକ୍ରିୟାକୁ ଆଉ ୩ ମାସ ବଢାଇଦେଇଛନ୍ତି ସୁପ୍ରିମ କୋର୍ଟ । ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ବିଚାର ସାରି ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ୧୯୯୨ ଡିସେମ୍ବର

ଶିଳ୍ପାନୁଷ୍ଠାନରେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ କର୍ମଚାରୀ

ରାଜ୍ୟର ବିଭିନ୍ନ ସଂସ୍ଥାରେ ଏଣିକି ୱାର୍କିଂ ଆୱାର ୮ ଘଣ୍ଟା ବଦଳରେ ୧୨ଘଣ୍ଟା ହେବ। ‘କରୋନା’ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ଏଭଳି କେତେକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସୂଚନା

ଜୁଲାଇ ୧ରୁ ୧୫ମଧ୍ୟରେ ଅନୁଷ୍ଠିତ ହେବ ବାକିଥିବା ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଘୋଷଣା କରିଛନ୍ତି ଯେ, ବାକି ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଚାରାଧୀନ ସିବିଏସ୍ଇ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ମଧ୍ୟରେ ଅନୁଷ୍ଠିତ ହେବ। ଏ ନେଇ ଖୁବ୍

ପୁଣି ୨୫ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୭୧

ରାଜ୍ୟରେ ଆଉ ୨୫ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଂଚିଛି । ତେବେ ଏମାନଙ୍କ ମଧ୍ୟରୁ ୨୪ଜଣ ଗଞ୍ଜାମର ହୋଇଥିବାବେଳେ ଆଉ ଜଣେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ

୧୪ଦିନ କ୍ୱାରେନଂଟାଇନ୍ ଅବଧିକୁ ବୃଦ୍ଧି କରି ୨୮ଦିନ କଲେ ରାଜ୍ୟ ସରକାର

ରାଜ୍ୟରେ କ୍ୱାରେନଂଟାଇନ୍ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକିଁ ୧୪ଦିନ ବଦଳରେ ୨୮ଦିନ ପର୍ଯ୍ୟନ୍ତ କ୍ୱାରେନଂଟାଇନ୍ ଅବଧି ବୃଦ୍ଧି କରିବା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁଖପାତ୍ର ସୁବତ୍ର ବାଗଚୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାଗଚୀ କହିଛନ୍ତି ଯେ, ଏବେଠାରୁ

ପ୍ରବାସୀ ଓଡ଼ିଆ ଫେରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଓଡିଶା ଫେରିବେ ପ୍ରବାସୀ ଓଡିଆ। ଗତକାଲି ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଆଜି ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଗତକାଲି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେଉଁ ପ୍ରବାସୀ ଓଡିଆ ଲୋକମାନେ ରାଜ୍ୟକୁ ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କର ପ୍ରଥମେ କରୋନା

ଭଦ୍ରକରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭଦ୍ରକ ଜିଲ୍ଲାର ୩୩ ବର୍ଷୀୟ ପୁରୁଷ ବ୍ୟକ୍ତି । ସେ ମଧ୍ୟ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ଏନେଇ ଆଜି