Date: May 12, 2020

Total 32 Posts

କରୋନା ପାଇଁ ବ୍ୟାପକ କ୍ଷତି ସହୁଛି ଟାଟା ଗ୍ରୁପ୍‌ : କର୍ମଚାରୀମାନଙ୍କର ହୋଇପାରେ ବେତନ ହ୍ରାସ

ଦେଶ ତଥା ବିଶ୍ୱର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ଗ୍ରୁପ ଟାଟା ଗ୍ରୁପ୍‌ ଅଫ କମ୍ପାନିଜ୍‌ ଏହାର କର୍ମଚାରୀଙ୍କ ବେତନ ହ୍ରାସ ବିଚାର କରୁଥିବାର ଜଣାପଡ଼ିଛି । ଲକ୍‌ ଡାଉନ୍‌ କାରଣରୁ ଗତ କିଛି ମାସ ହେଲା ଏହି ଗ୍ରୁପର ୭୦% ସଂସ୍ଥା

ସମ୍ମାନଜନକ ଫେଡ୍‌ କପ୍‌ ହାର୍ଟ ଆଓ୍ୱର୍ଡ ମିଳିଲା ସାନିଆଙ୍କୁ

ଭାରତର ଷ୍ଟାର୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜା ପ୍ରଥମ ଭାରତୀୟ ଭାବେ ଫେଡ୍‌ କପ୍‌ ହାର୍ଟ ଆଓ୍ୱାର୍ଡ ଜିତିଛନ୍ତି । ମାତୃତ୍ୱ ଲାଭ ପରେ ଟେନିସ କୋର୍ଟକୁ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସାନିଆ

ଦୁବାଇରୁ ବିମାନ ଯୋଗେ ଭୁବନେଶ୍ୱର ଆସିବେ ୨୦୦ ପ୍ରବାସୀ ଓଡ଼ିଆ

କେନ୍ଦ୍ର ସରକାରଙ୍କ ତରଫରୁ ପ୍ରବାସୀମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ‘ବନ୍ଦେ ଭାରତ ମିଶନ’ ଯୋଜନା କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ୱକାଂକ୍ଷୀ ଯୋଜନା ଯୋଗୁଁ ବିଦେଶରେ ଫସିଥିବା ହଜାର ହଜାର ପ୍ରବାସୀ ସ୍ୱଦେଶକୁ ଫେରିବାରେ ସମର୍ଥ ହେଉଛନ୍ତି ।

କରୋନା ପ୍ରଭାବ: ବିଶ୍ୱର ସବୁଠୁ ଧନୀ ମନ୍ଦିର ଟ୍ରଷ୍ଟ ତିରୁମାଳା ତିରୁପତି ଦେବସ୍ଥାନମ୍ ପାଖରେ ଅର୍ଥାଭାବ

ତାମିଲ୍‌ନାଡୁର ତିରୁମାଳାରେ ଥିବା ଭଗବାନ ଭେଙ୍କଟେଶ୍ୱର ମନ୍ଦିରର ପରିଚାଳନା କରୁଥିବା ବିଶ୍ୱର ସବୁଠୁ ଧନୀ ମନ୍ଦିର ଟ୍ରଷ୍ଟ ଭାବରେ ପରିଚିତ ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି)ପାଖରେ ବର୍ତ୍ତମାନ ଅର୍ଥାଭାବ ଦେଖାଦେଇଛି । ଲକ୍‌ ଡାଉନ୍ ପ୍ରଭାବରେ ଏହା କୋଟି କୋଟି ଟଙ୍କାର

ସମୁଦ୍ରପଥରେ ବିଶାଖାପାଟଣାରୁ ବୋଟ୍ ସହାୟତାରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ମତ୍ସ୍ୟଜୀବୀ

ଓଡ଼ିଶାର ପ୍ରାୟ ୧୫ରୁ ଅଧିକ ମତ୍ସ୍ୟଜୀବୀ ବିଶାଖାପାଟଣାରୁ ଏକ ଛୋଟ ମୋଟର ବୋଟ୍‌ ସହାୟତାରେ ପୁରୀ ଚନ୍ଦ୍ରଭଗା ବେଳାଭୂମିରେ ପହଞ୍ଚିଥିବାର ଖବର ପୁରୀ ପ୍ରଶାସନର ମୁଣ୍ଡବିନ୍ଧା ସୃଷ୍ଟି କରିଛି । ଏ ସଂକ୍ରାନ୍ତ ସୂଚନା ମିଳିବା ପରେ ତୁରନ୍ତ ତତ୍ପରତା ପ୍ରକାଶ

ପାଶ୍ଚାତ୍ୟ ଦେଶମାନଙ୍କରେ ଆତଙ୍କ ଖେଳାଉଛି ଆଉ ଏକ ରହସ୍ୟମୟ ରୋଗ : ଟାର୍ଗେଟ୍‌ରେ ଛୋଟ ଶିଶୁ

କୋରାନା ପାଇଁ ଆମେରିକାରେ ସ୍ଥିତି ସାଙ୍ଘାତିକ ଥିବା ବେଳେ ଆମେରିକାରେ ଆଉ ଏକ ରହସ୍ୟମୟ ରୋଗ ଉତ୍ପାତ ସୃଷ୍ଟି କରିବା ଆରମ୍ଭ କରିଛି । ଏହି ରୋଗ ଟାର୍ଗେଟ୍‌ରେ ମୁଖ୍ୟତଃ ଛୋଟ ଶିଶୁମାନେ ରହିଛନ୍ତି । ଏମାନଙ୍କ ମଧ୍ୟରେ ଦ୍ରୁତଗତିରେ ଏହି

‘ଲକଡାଉନ୍ ୪.୦’ ର ସଂକେତ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କରୋନା ବିରୋଧରେ ଯୁଦ୍ଧକୁ ଜିତିବା ଲାଗି ଆଉ ଏକ ପର୍ଯ୍ୟାୟର ଲକଡାଉନ୍ ଜାରି ହେବା ନେଇ ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଲକଡାଉନ୍ ୪.୦ ଜାରି ହେବା ନେଇ

କେନ୍ଦୁଝରରୁ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ପୁଣି ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦୁଇ ଜଣ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଛୁଆଳିଆ ଗାଁର ଓ ଧନୁର୍ଜୟପୁର ପଞ୍ଚାୟତର ଫୁଲଝର ଗାଁର ବୋଲି ସୂଚନା ମିଳିଛି ।

୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିର ପୁନରୁତଥାନ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ଆର୍ଥିକ ପ୍ୟାକେଜ ୨୦ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି । ଆସନ୍ତା

ମହାରାଷ୍ଟ୍ରରେ ଆରମ୍ଭ ହେଲା ମଦର ହୋମ ଡେଲିଭରୀ

ମଦ ଦୋକାନଗୁଡ଼ିକରେ ଦେଖାଯାଉଥିବା ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ହୋମ ଡେଲିଭରୀ ପାଇଁ ବିଚାର କରୁଛନ୍ତି । ମହାରାଷ୍ଟ୍ର ସରକାର ଆଜିଠାରୁ ମଦର ହୋମ ଡେଲିଭରୀ ପାଇଁ ଅନୁମତି ଦେଇଛନ୍ତି । ତେବେ କେତେକ ସର୍ତ୍ତ ସହ ଏହି

ସୁସ୍ଥ ହେଲେ ରାଜ୍ୟର ଆଉ ୩୧ କରୋନା ଆକ୍ରାନ୍ତ

ରାଜ୍ୟ ପାଇଁ ଆଉ ଏକ ଆଶ୍ୱସ୍ତି ଖବର । ରାଜ୍ୟରେ ଆଉ ୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ଜଣାପଡିଛି । ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ