Date: May 15, 2020

Total 28 Posts

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାଟ୍ରିକ ଖାତା ଦେଖୁଥିବା ସମସ୍ତ ଶିକ୍ଷକଙ୍କ ରହଣୀ ଓ ଖାଦ୍ୟ ବ୍ୟବସ୍ଥା କରିବେ ସରକାର

ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କୋଭିଡ-୧୯ ନିୟମାବଳୀ କଡ଼ାକଡି ପାଳନ ହେବ। ଏହି ସମୟରେ କୋଭିଡ-୧୯ ନିୟମାବଳୀ ଯେପରି ଉଲ୍ଲଂଘନ ନ ହୁଏ ଏଥି ପାଇଁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ), ବିଦ୍ୟାଳୟ ଓ

ପ୍ରବାସୀମାନେ ଚାଲି ଚାଲି ନଯାଇ ଥାନାକୁ ଯାଆନ୍ତୁ

କରୋନା ଭାଇରସ୍ ପାଇଁ ଲକଡାଉନ ହେବା ପରେ ଅନେକ ପ୍ରବାସୀ ଚାଲିଚାଲି ନିଜ ଘର ଅଭିମୁଖେ ବାହାରିଛନ୍ତି । ପ୍ରବାସୀମାନେ ଶହ ଶହ କିଲୋମିଟର ପାଦରେ ଚାଲୁଛନ୍ତି । କେବଳ ପ୍ରବାସୀ ଓଡ଼ିଆ ନୁହେଁ ବରଂ ବାହାର ରାଜ୍ୟର ଶ୍ରମିକମାନେ ମଧ୍ୟ

ସୁସ୍ଥ ହୋଇଛନ୍ତି ୧୪ ବର୍ଷରୁ କମ ବୟସର କରୋନା ଆକ୍ରାନ୍ତ

ଶିଶୁମାନେ କରୋନା ଭାଇରସକୁ ଭଲ ମୁକାବିଲା କରିପାରୁଛନ୍ତି । ଓଡ଼ିଶାରେ ଏହା ପ୍ରମାଣିତ ହୋଇଛି । ରାଜ୍ୟରେ ବିଗତ ଦିନରେ ୨୦ ଜଣ ଶିଶୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ । ଏମାନଙ୍କର ବୟସ ୧୪ବର୍ଷରୁ କମ ଥିଲା । କିନ୍ତୁ

ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା ୧୦% ବଢିଲା

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ)କୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ୧ ଜୁଲାଇ ୨୦୧୯ରୁ ଲାଗୁ ହେବ । ସରକାରଙ୍କ ପକ୍ଷରୁ

ରାଜ୍ୟ ଗଣଶିକ୍ଷା ବିଭାଗର ଘୋଷଣା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍‌

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍‌। ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ୍‌। କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍‌ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ। ଏଥିପାଇଁ ଆଜି ବିଜ୍ଞପ୍ତି

ବାତ୍ୟାକୁ ନେଇ ୧୨ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି

ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହାସହ ୧୨ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ; ପିଟି ପିଟି ମାରିଦେବା ଅଭିଯୋଗ

ସୁରତରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ପୁଲିସ ମାଡରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଓଡ଼ିଶା ଫେରିବା ପାଇଁ ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ

ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ ଦିଆଯିବ କର୍ମ ନିଯୁକ୍ତି

ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ୧ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହି ଫଣ୍ଡରୁ ଦେଶର ଚାଷ ପାଇଁ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ଲାଇଭ…..

-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପଶୁଙ୍କୁ ଫାଟୁଆ ଓ ମୁଖ ରୋଗ ଆଦି ହୋଇଥାଏ । ଏହାର କାରଣ ଆବଶ୍ୟକ ଅନୁଶାରେ ଟିକାରଣ ହୋଇପାରେ ନାହିଁ । ଏହାର ପ୍ରଭାବ ଦୁଗ୍ଧ ଉତ୍ପାଦନରେ ପଡିଥାଏ । ଏବେ ସମସ୍ତ ପଶୁଙ୍କର

ଚଳିତ ବର୍ଷ ଜୁନ ୫ରେ କେରଳ ଛୁଇଁବ ମୌସୁମୀ

ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅର୍ଥାତ୍ ଜୁନ୍ ୫ ତାରିଖ ଦିନ ମୌସୁମୀ ବାୟୁ କେରଳରେ ପହଞ୍ଚିବ ବୋଲି ଏହି ଆଗୁଆ ପାଣିପାଗ ଟୁଇଟ୍ କରି ସୂଚନା

ଖୋଲିଲା ବାପୁଜୀନଗର

ଭୁବନେଶ୍ୱର ବାପୁଜୀନଗରରେ ବ୍ୟବସାୟୀମାନଙ୍କୁ ଦୋକାନ ଖୋଲିବାକୁ ଶୁକ୍ରବାର ସ୍ୱତନ୍ତ୍ର ଏସଓପି ସହ ଭୁବନେଶ୍ୱର ମହାନଗର ନିଗମ ଅନୁମତି ଦେଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ବାପୁଜୀନଗରରେ ବ୍ୟବସାୟୀମାନେ ଦୋକାନରେ ସାମାଜିକ ଦୂରତା ରଖୁ ନ ଥିବାରୁ ବିଏମ୍‌ସିର ଏସ୍‌ଓପି ମାନୁ ନଥିବାରୁ ଗତ ମଙ୍ଗଳବାର