Date: May 16, 2020

Total 11 Posts

ରଥ ନିର୍ମାଣ : ପ୍ରଶାସନ ତରଫରୁ ସେବାୟତଙ୍କ ସ୍ୱାସ୍ଥ୍ୟ ଉପରେ ରଖାଯାଇଛି ତୀକ୍ଷ୍ଣ ନଜର

ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାରଙ୍କ ତତ୍ପରତା ଏବଂ ସେବାୟତଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ମାଣ ସ୍ଥଳ ଅର୍ଥାତ୍ ରଥଖଳାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ବିଶେଷ ଯତ୍ନବାନ ହେଉଥିବା

ଅଲିଭା କାଳିର ଷ୍ଟାମ୍ପ ଯୋଗୁଁ ପ୍ରବାସୀଙ୍କ ହାତରେ ହେଉଛି ସଂକ୍ରମଣ !

ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କ୍ୱାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏହି ପ୍ରବାସୀଙ୍କୁ ସହଜରେ ଚିହ୍ନଟ୍ କରିବା ପାଇଁ ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ୍‌ ମରାଯାଉଛି । କିନ୍ତୁ ଷ୍ଟାମ୍ଫ ମରାଯାଇଥିବା ସ୍ଥାନରେ

ପେଟ୍ରୋଲ ୩ଟଙ୍କା ୧୧ ପଇସା, ଡିଜେଲ ଦର ୧ଟଙ୍କା ୩ ପଇସା ବଢିଲା

ବଢିଲା ତେଲ ଦର  । ପେଟ୍ରୋଲ ଦର ୩ ଟଙ୍କା ୧୧ ପଇସା ବଢିଥିବା ବେଳେ  ଓ ଡିଜେଲ ଦର ୧ ଟଙ୍କା ୩ ପଇସା ବୃଦ୍ଧି ପାଇଛି। ରାଜ୍ୟସରକାର ଭାଟ ବଢ଼ାଇବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ତୁଷାରସ୍ଖଳନ : ପ୍ରାଣ ହରାଇଲେ ସେନାର ଦୁଇ ଯବାନ୍‌

ସିକିମ୍‌ର ଚୀନ ସୀମାନ୍ତ ଅଞ୍ଚଳରେ ତୁଷାରସ୍ଖଳନ ଯୋଗୁଁ ଭାରତୀୟ ସେନାର ଦୁଇ ଜଣ ଯବାନ୍‌ ପ୍ରାଣ ହରାଇଛନ୍ତି । ଶହୀଦ୍‌ ହୋଇଥିବା ଦୁଇଜଣ ଯବାନ୍‌ ଭାରତୀୟ ସେନାର ପାଟ୍ରୋଲିଙ୍ଗ୍ ଟିମ୍‌ର କର୍ମଚାରୀ । ଏ ସଂକ୍ରାନ୍ତରେ ସେନା ତରଫରୁ ଗଣମାଧ୍ୟମକୁ ସୂଚନା

ପୁଣି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ରାଜ୍ୟରେ ଆଜି ପୁଣି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଯାଜପୁର

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ କୋଟି ୫୧ ଲକ୍ଷ ଟଙ୍କା ଦେଲା ଶ୍ରୀମନ୍ଦିର ପ୍ରଶାସନ

ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିତାଲିଛି । ବିଶ୍ୱତମାମ ଭୟର ବାତାବରଣ ସୃଷ୍ଟି ହୋଇଛି । ଭାରତ ସରକାର ଏହି କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଭଳି ସଙ୍କଟଜନକ

ମାଷ୍ଟର ବ୍ଲାଷ୍ଟରଙ୍କୁ କ୍ଷମା ମାଗିଲା କ୍ରୀଡ଼ା କମ୍ପାନୀ ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ୍‌

ଅଷ୍ଟ୍ରେଲିଆର କ୍ରୀଡ଼ା ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ସ୍ପାର୍ଟନ୍‌ ସ୍ପୋର୍ଟସ୍‌ ଗ୍ରୁପ ସହିତ କ୍ରିକେଟ୍‌ କିମ୍ୱଦନ୍ତୀ ସଚିନ୍‌ ତେନ୍ଦୁଲକର ୨୦୧୬ରେ ଚୁକ୍ତିନାମା କରିଥିଲେ । ଏହାପରେ ବିଶ୍ୱବ୍ୟାପୀ କମ୍ପାନୀ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର କରିଥିଲେ ସଚିନ୍‌ । ଏଥିରୁ ଯଥେଷ୍ଟ ଆର୍ଥିକ ଫାଇଦା

‘ପ୍ୟାକେଜ ଘୋଷଣା ହତାଶଜନକ ଏବଂ ଏକ ଋଣ ବିକ୍ରି ବିଜ୍ଞାପନ ସଦୃଶ’ : ନିରଞ୍ଜନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚର୍ଚ୍ଚିତ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରିଥିବା ପ୍ୟାକେଜ ଅତି ହତାଶଜନକ । ଏହି ପ୍ୟାକେଜ୍‌ ଘୋଷଣାକୁ ଏକ ୠଣ ବିକ୍ରି ବିଜ୍ଞାପନ ସଦୃଶ ଦେଖାଯାଇପାରେ ବୋଲି ନକରାତ୍ମକ ଢଙ୍ଗରେ ପ୍ରକାଶ କରିଛନ୍ତି ପିସିସି

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା; ୨୩ ମୃତ

ଉତ୍ତର ପ୍ରଦେଶର ଔରେୟାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ରେ ସବାର ହୋଇଥିବା ସମସ୍ତ ଶ୍ରମିକ ରାଜସ୍ଥାନ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।