ପେଟ୍ରୋଲ ୩ଟଙ୍କା ୧୧ ପଇସା, ଡିଜେଲ ଦର ୧ଟଙ୍କା ୩ ପଇସା ବଢିଲା

Spread the News

ବଢିଲା ତେଲ ଦର  । ପେଟ୍ରୋଲ ଦର ୩ ଟଙ୍କା ୧୧ ପଇସା ବଢିଥିବା ବେଳେ  ଓ ଡିଜେଲ ଦର ୧ ଟଙ୍କା ୩ ପଇସା ବୃଦ୍ଧି ପାଇଛି। ରାଜ୍ୟସରକାର ଭାଟ ବଢ଼ାଇବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ଜଣାଯାଇଛି ।

ରାଜ୍ୟ ସରକାର ପେଟ୍ରୋଲରେ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ଭାଟ୍ ବୃଦ୍ଧି କରିଛନ୍ତି । ସେହିପରି ଡିଜେଲରେ ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ଭାଟ୍ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଓ ଡିଜେଲର ନୂତନ ଦର ଆଜି ମଧ୍ୟରାତ୍ରୀରୁ ଲାଗୁ ହେବ ।

Tags: