Date: May 17, 2020

Total 30 Posts

ବଲାଙ୍ଗୀରରୁ ୨ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ଦୁଇଜଣ ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ବ୍ଲକ୍ ବଡ଼ବନ୍ଧ ଅଂଚଳରେ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ରେ ଥିଲେ । ଉଭୟ ସୁରତ  ଫେରନ୍ତା । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ

ସମ୍ଭାବ୍ୟ ଅମ୍ଫାନ ବାତ୍ୟା ନେଇ ଉପକୂଳବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

ସମ୍ଭାବ୍ୟ ଅମ୍ଫାନ ବାତ୍ୟାର ମୁକାବିଲା କରିବା ପାଇଁ ସମୁଦ୍ର କୂଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ବାହାରକୁ ନ ଯିବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ କରି

ବାତ୍ୟା ଯୋଗୁଁ ବଦଳିଲା ଏହି ସ୍ୱତନ୍ତ୍ର ଟ୍ରେନର ଗତିପଥ…

ବାତ୍ୟା ‘ଅମ୍ଫାନ’ ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଟ୍ରେନ ମେ’ ମାସ ୧୯ରୁ ୨୦ ମଧ୍ୟରେ ଭୁବନେଶ୍ୱରରୁ ଓ ମେ’ ମାସ ୧୮ରୁ ୨୧ ମଧ୍ୟରେ ନୂଆଦିଲ୍ଲୀରୁ ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର

ଆସନ୍ତାକାଲିଠାରୁ ଆରମ୍ଭ ହେବ ୪.୦ ଲକ୍ ଡାଉନ୍‌; ତେବେ କ’ଣ ରହିଛି ଗାଇଡ୍ ଲାଇନ୍ ଜାଣନ୍ତୁ…

ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲିଠାରୁ ଏହି ୪.୦ ଲକଡାଉନ୍ ଲାଗୁ ହୋଇଛି। ଏବେ ଏହି ଲକଡାଉନ୍ ବେଳେ ଏହି ସବୁ ନିୟମ ପାଳନ ହେବ। ଏ ନେଇ ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍

ମେ ୩୧ ଯାଏଁ ବଢ଼ିଲା ଲକଡାଉନ ଅବଧି; ଲାଗୁ ହେବ ଆସନ୍ତାକାଲି ଠାରୁ ୪.୦

ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି  । ୧୪ ଦିନ ପାଇଁ ଲକଡାଉନ ଅବଧି ବଢାଇବାକୁ ନ୍ୟାସନାଲ ମ୍ୟାନେଜମେଣ୍ଟ ଡ଼ିଜାଷ୍ଟର ଅଥରିଟି ନିର୍ଦ୍ଦେଶ ଦେଇଛନ୍ତି  । କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସମସ୍ତ

ବାତ୍ୟା ପାଇଁ ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଓ ୧୯ରୁ ବଢ଼ିବ ପବନର ବେଗ

ସାମୁଦ୍ରିକ ଝଡ଼ ରୂପ ନେଇଥିବା ବାତ୍ୟା ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୮୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବ ଓଡ଼ିଶାରେ ଆଂଶିକ

ଏହି ୫ ରାଜ୍ୟରେ ମେ’ ୩୧ ଯାଏଁ ବଢ଼ିଲା ଲକ୍ ଡାଉନ୍ ଅବଧି

କେନ୍ଦ୍ର ସରକାରଙ୍କ ଲକଡାଉନ-୪ ଘୋଷଣା ପୂର୍ବରୁ ୫ଟି ରାଜ୍ୟ ଲକଡାଉନ ଅବଧିକୁ ବଢ଼ାଇଦେଇଛନ୍ତି । ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ତାମିଲନାଡୁ ଓ ମହାରାଷ୍ଟ୍ର ସରକାର ମେ ୩୧ ଯାଏଁ ଲକଡାଉନ ବଢ଼ାଇଛନ୍ତି । ଗତକାଲି

ତୈଳ ଦର ଉପରେ ଭାଟ ବୃଦ୍ଧି

ତେଲ ଉପରେ ଭାଟ ବୃଦ୍ଧି କଲେ ରାଜ୍ୟ ସରକାର। ପେଟ୍ରୋଲ ଉପରେ ୨୬ ପ୍ରତିଶତରୁ ୩୨ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ପେଟ୍ରୋଲ ଲିଟର ପ୍ରତି ୩ ଟଙ୍କା ୧୧ ପଇସା ବୃଦ୍ଧି ହୋଇଛି। ଭାଟ ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ

ପୁଣି ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ

ପୁଣି ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ୨୨୦ । ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମରୁ, ୩ଜଣ ଯାଜପୁର ଓ

ପ୍ରବଳ ବର୍ଷା ପାଇଁ ୧୨ଟି ଜିଲ୍ଲାକୁ ଆଲର୍ଟ

 ବାତ୍ୟା ଅମ୍ଫାନ୍‌ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବା ନେଇ ଅନୁମାନ କରାଯାଉଛି। ଏହା ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ ୯୯୦ କିଲୋମିଟର ଦୂରରେ ରହିଛି । ଏହା ଘଂଟା ପ୍ରତି ୩ କିଲୋମିଟର

ସୀତାରମଣଙ୍କ ୫ମ ପର୍ଯ୍ୟାୟ ପ୍ରେସମିଟ: ୭ଟି କ୍ଷେତ୍ର ଉପରେ ଗୁରୁତ୍ୱ…

୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମନରେଗା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମେତ ୭ଟି କ୍ଷେତ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଧ୍ୟାନ ଦିଆଯାଇଥିବା କଥା ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ