Date: May 20, 2020

Total 39 Posts

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) Executive Board ର ଚେୟାରମ୍ୟାନ ହେବେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାକୁ ଯାଉଛନ୍ତି । ପ୍ରାପ୍ତ ସୂଚନା ମୁତାବକ ହର୍ଷବର୍ଦ୍ଧନ ମେ’ ୨୨ ତାରିଖରେ ଏହି ପଦ ସମ୍ଭାଳିବେ । ଏହି ପଦ ପ୍ରତି ବର୍ଷ ବଦଳିଥାଏ

ପୁରୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪କୁ ବୃଦ୍ଧି

ପୁରୀ ଜିଲ୍ଲାରେ ହୁ ହୁ ହୋଇ ବୃଦ୍ଧି ପାଇଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ ଆଜି ପୁଣି ୧୧ଜଣ ବ୍ୟକ୍ତି ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ଘରୋଇ ଟିଭି ନ୍ୟୁଜ୍‌ ଚାନେଲ୍‌ର ୨୯ ମିଡିଆ କର୍ମୀ ଚିହ୍ନଟ ହେଲେ କରୋନା ପଜିଟିଭ୍‌

ଦେଶରେ ଦ୍ରୁତ ଗତିରେ କରୋନା କାୟା ବିସ୍ତାର କରିଚାଲୁଛି । ଏହି ଭୟଙ୍କର ଭାଇରସ୍‌ର ମୁକାବିଲା ପାଇଁ ଅନ୍ୟତମ ପ୍ରମୁଖ ଯୋଦ୍ଧା ସାଜିଛନ୍ତି ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀମାନେ । ଏମାନଙ୍କର ଗ୍ରାଉଣ୍ଡ ଜିରୋର ରିପୋର୍ଟିଂ ଯୋଗୁଁ କରୋନା ଭାଇରସ୍‌ ସମ୍ୱନ୍ଧିତ ଘଟଣାର

କରୋନା ପାଇଁ ସ୍ଥଗିତ ହୋଇପାରେ ‘ଓସ୍କାର ଆଓ୍ୱାର୍ଡ’

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କରୋନାର ପ୍ରକୋପରୁ ନିସ୍ତାର ବାହାର କରିବା ପାଇଁ ଲାଗିପଡ଼ିଛନ୍ତି ବିଶ୍ୱବାସୀ । ଏହି ଭୟଙ୍କର ଭାଇରସ୍‌ର ଚିକିତ୍ସା ପାଇଁ କିଛି ଦେଶ ଟିକା ବିକଶିତ କରିସାରିଥିଲେ ମଧ୍ୟ

“ଅମ୍ଫାନ” ଖାତିର ନକରି ଲୋକକୁ ଖାଦ୍ୟ ଦେଇ ବାଣ୍ଟିଲେ ସମାଜସେବୀ ନଳିନୀକାନ୍ତ ମହାନ୍ତି

ଭୁବନେଶ୍ୱର, ୨୦/୦୫: ଯେଉଁ ସମୟରେ ସାରା ରାଜ୍ୟବାସୀ “ଅମ୍ଫାନ”ର ତାଣ୍ଡବକୁ ଦେଖି କୋକୟା ଭୟରେ ଥିଲାବେଳେ ରାଜଧାନୀରେ  ସେହି ସମୟରେ ବାତ୍ୟା “ଅମ୍ଫାନ”କୁ ଖାତିର ନକରି ଲୋକଙ୍କ ସେବ। ପାଇଁ ଆଗକୁ ଅଣ୍ଟା ଭିଡିଛନ୍ତି ଯୁବ ସମାଜସେବୀ ନଳିନୀକାନ୍ତ ମହାନ୍ତି (ଗୁଡୁ)

ଅମ୍ପାନ୍ ର ତାଣ୍ଡବ ଲୀଳା: କେନ୍ଦ୍ରାପଡା ଓ ଭଦ୍ରକରେ ୩ଜଣଙ୍କ ମୃତ୍ୟୁ

ସମୁଦ୍ର ଭିତରୁ ଉପକୂଳ ଦେଇ ବାତ୍ୟା ଆଗକୁ ଆଗକୁ ବଢୁଥିଲା , ଆଉ ରାସ୍ତାରେ ରଚିଚାଲିଥିଲା ଧ୍ୱଂସର ତାଣ୍ଡବ ଲୀଳା । ଆଗରେ ଯାହା ବି ଆସୁଥିଲା ତାକୁ ନଷ୍ଟ କରିଚାଲିଥିଲା । କ୍ଷଣକ ମଧ୍ୟରେ ଖିନଭିନ ହୋଇଯାଇଥିଲା ଚାଳ ଛପର

ସୌରଆଲୋକୀକରଣ ହେବ କୋଣାର୍କ ମନ୍ଦିର ଓ ସହର

ଓଡିଶାର କୋଣାର୍କ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌରଶକ୍ତି ଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ, କୋଣାର୍କର

ଜୁନ୍ ୫ରେ ୟୁପିଏସସି ପରୀକ୍ଷା

ଏବେ ସମଗ୍ର ଦେଶ ସମତେ ରାଜ୍ୟରେ ତାଣ୍ଡବ ରଚାଉଛି କରୋନା । ସେଥିପାଇଁ ଏବେ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଆଉ କରୋନା ପାଇଁ ସ୍ଥଗିତ ରହିଥିଲା ୟୁପିଏସସି ପରୀକ୍ଷା । ଏବେ ପୁଣି

କରୋନା ଉତ୍ପତ୍ତିକୁ ନେଇ ଯାଞ୍ଚ ପ୍ରସଙ୍ଗ : ବିଶ୍ୱ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇଲା WHO

କରୋନା ଭାଇରସ୍‌ର ପ୍ରକୋପରେ ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ ୩ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହି ଭୟଙ୍କର ଭାଇରସ୍‌ର ସଂକ୍ରମଣକୁ ନେଇ ଆମେରିକା ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ଚରମ ସୀମାରେ । ଆମେରିକାର

ପ୍ରତୀକ୍ଷାର ଅନ୍ତ: ଆମେରିକୀୟ ଔଷଧ କମ୍ପାନୀ ବାହାର କଲା ପ୍ରଥମ କରୋନା ଟିକା

ମହାମାରୀ କରୋନା ପାଇଁ ସାରା ବିଶ୍ୱରେ ଅତି ଭୟଙ୍କର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଅଛି । ଏହି ଭାଇରସ୍‌ର ସଫଳ ମୁକାବିଲା ପାଇଁ ବିଶ୍ୱର ବିଭିନ୍ନ ଦେଶ ଟିକା ବିକଶିତ କରିବାରେ ଲାଗିପଡ଼ିଥିବା ବେଳେ ମହାଶକ୍ତି ଆମେରିକା ଏ କ୍ଷେତ୍ରରେ ସର୍ବାଗ୍ରେ

ବେଙ୍ଗାଲୁରୁରେ ଅଜବ ଶବ୍ଦକୁ ନେଇ ଚର୍ଚ୍ଚା; ସହରବାସୀ ଭୟଭୀତ

ବୁଧବାର ଅପରାହ୍ନରେ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ଏକ ଅଜବ ପ୍ରକାର ଶବ୍ଦ ଶୁଣିବାକୁ ମିଳିଛି । ଯାହା ବର୍ତମାନ ସମୟରେ ସହରବାସୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି । ଏହା କେଉଁଠୁ ଆସିଲା ତାହା ଏଯାଏଁ ଜଣାପଡିପାରିନାହିଁ । ବେଙ୍ଗାଲୁରୁର