Date: May 22, 2020

Total 36 Posts

ମହାରାଷ୍ଟ୍ରରେ କରୋନା ନେଲା ଆଉ ଜଣେ ପୁଲିସଙ୍କ ଜୀବନ

ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ରୂପ ନେବାରେ ଲାଗିଛି । ରାଜ୍ୟରେ ଏହି ମାରାତ୍ମକ ଭାଇରସ୍‌ରେ ସଂକ୍ରମିତ ଓ ତତ୍‌ ଜନିତ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ହେଉଅଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ଯୋଦ୍ଧାର

ସେବାୟତଙ୍କ କରୋନା ଟେଷ୍ଟ: ପ୍ରଥମ ପର୍ଯ୍ୟାୟରେ ୫୫ଜଣଙ୍କ ରିପୋର୍ଟ ନେଗେଟିଭ୍‌

ପ୍ରଶାସନର ବିଭିନ୍ନ କଟକଣା ମଧ୍ୟରେ ରଥ ନିର୍ମାଣରେ ବ୍ୟସ୍ତ ରହିଛନ୍ତି ସେବାୟତମାନେ । ରଥ ନିର୍ମାଣ କାର୍ଯ୍ୟ ବିଳମ୍ୱରେ ଆରମ୍ଭ କରାଯାଇଥିବାରୁ ସେବାୟତମାନେ ରଥଖଳାରେ ଅଧିକ ସମୟ ଅତିବାହିତ କରୁଛନ୍ତି । ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ଖାଦ୍ୟ,

ଶ୍ରୀମନ୍ଦିର ସେବାୟତ ପାଇବେ କରୋନା ସହାୟତା

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି । ଏହାର ଗଭୀର ପ୍ରଭାବ ପଡ଼ିଛି ଶ୍ରୀମନ୍ଦିର ସେବାୟତଙ୍କ ଉପରେ । ଦୂରଦୂରାନ୍ତରୁ ଆସୁଥିବା ଦର୍ଶନାର୍ଥୀମାନଙ୍କ ଦ୍ୱାରା ଦୁଇ ପଇସା ରୋଜଗାର କରି ପେଟପାଟଣା କରୁଥିବା

୨୦୨୧ରେ ଆୟୋଜିତ ନହେଲେ ଟୋକିଓ ଅଲିମ୍ପିକ୍ସକୁ ବାତିଲ କରାଯିବ: ଥୋମାସ୍‌ ବାକ୍‌

ମହମାରୀ କରୋନା ଭାଇରସ୍‌ର ସଂକ୍ରମଣ ପାଇଁ କ୍ରୀଡ଼ା ଜଗତର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିଛି । ଅଲିମ୍ପିକ୍ସ ଭଳି ବହୁ କ୍ରୀଡ଼ା ପ୍ରତିଯୋଗିତା ବି କରୋନା ପ୍ରକୋପରୁ ବାଦ୍‌ ପଡ଼ିନି । ବିଶ୍ୱର ଏହି ଲୋକପ୍ରିୟ ମେଗା କ୍ରୀଡ଼ା ପ୍ରତିଯୋଗିତା ଚଳିତବର୍ଷ

ବେଙ୍ଗଲ ଟାଇଗର୍‌ ତଥା BCCI ମୁଖ୍ୟ ଗାଙ୍ଗୁଲିଙ୍କୁ ICC ଅଧ୍ୟକ୍ଷ ଭାବରେ ଦେଖିବାକୁ ଚାହାଁନ୍ତି ଗ୍ରେମ୍‌ ସ୍ମିଥ୍‌

ବର୍ତ୍ତମାନ ଭାରତର ଶଶାଙ୍କ ମନୋହର ICCର ଅଧ୍ୟକ୍ଷ ପଦବୀରେ ଅଳଙ୍କୃତ ରହିଛନ୍ତି । ତାଙ୍କର କାର୍ଯ୍ୟକାଳ ଚଳିତ ମାସରେ ପୂରିଯାଉଛି । ସେ ପୂର୍ବରୁ ସୂଚନା ମଧ୍ୟ ଦେଇସାରିଛନ୍ତି ଯେ, ICC ଅଧ୍ୟକ୍ଷ ପଦବୀ ପାଇଁ ସେ ପୁନଃ ନିର୍ବାଚନକୁ ଓହ୍ଲାଇବେ

ବାତ୍ୟା ପୀଡ଼ିତଙ୍କ ପାଇଁ ପ୍ରାର୍ଥନା କଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପୀଡ଼ିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଏନେଇ କୋହଲି ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ସେ ପଶ୍ଚିମବଙ୍ଗ ଓ ଓଡ଼ିଶାର ବାତ୍ୟା ପୀଡ଼ିତଙ୍କୁ ଭଗବାନ ସୁରକ୍ଷିତ ରଖନ୍ତୁ

୫ ବର୍ଷ ଶିଶୁ ଦେହରେ କରୋନା ଭୂତାଣୁ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଝାରସୁଗଡ଼ା ଜିଲ୍ଲା ମଙ୍ଗଳ ବଜାରର ୫ବର୍ଷର ଶିଶୁପୁତ୍ର ବୋଲି ଜଣାପଡ଼ିଛି । ସେ ବାହାର ରାଜ୍ୟରୁ ଆସି ପରିବାର ସହ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏହାକୁ

ଓଡିଶାକୁ ୫୦୦ କୋଟିର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ପାଇଁ  ତତ୍କାଳ ଆବଶ୍ୟକତା ଲାଗି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ସେ ଏହି ଘୋଷଣା କରିଛନ୍ତି। ପରିଦର୍ଶନରୁ ଫେରି ମୁଖ୍ୟମନ୍ତ୍ରୀ

ଡବ୍ଲ୍ୟୁଏଓର କାର୍ଯ୍ୟନିର୍ବାହୀ ପରିଷଦର ଦାୟିତ୍ୱ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ

କରୋନା ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଓ)ର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରୁଛନ୍ତି। ସେ ଏହି ୩୪ ସଦସ୍ୟ ବିଶିଷ୍ଟ ଏହି ପରିଷଦର ଅଧ୍ୟକ୍ଷ  ଦାୟିତ୍ୱ

ଦୀର୍ଘ ଦେଢ଼ ଘଣ୍ଟା ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାତ୍ୟା ‘ଅମ୍ଫାନ’ ଦ୍ୱାରା କ୍ଷତିଗ୍ରସ୍ତ ହେଇଥିବା ଓଡ଼ିଶାର ବିଭିନ୍ନ ଅଂଚଳ ଆକାଶ ମାର୍ଗରୁ ଥାଇ ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରିଥିଲେ । ଏବଂ

ଏଣିକି ସକାଳ ୧୦ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ

ରାଜ୍ୟରେ କରୋନାର କହର ଜାରି ରହିଥିଲେ ବି ସବୁକିଛି ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାରି ଭିତରେ ଆଉ ଏକ ନୂଆ ଖବର ଆସିଛି । ତାହା ହେଲା ବ୍ୟାଙ୍କ କାରବାର ସମୟ ପୂର୍ବପରି ଜାରି