Date: May 23, 2020

Total 40 Posts

କେତେଦୂର ଆଗେଇଲା କାଳିଆ ସାଆନ୍ତଙ୍କର ରଥ ନିର୍ମାଣ କାର୍ଯ୍ୟ…

ଆଜି ରଥଖଳା ବେଶ୍‌ ଚଳଚଞ୍ଚଳ ଥିଲା । ଦ୍ରୁତ ଗତିରେ ଆଗେଇ ଚାଲିଛି କାଳିଆ ସାଆନ୍ତଙ୍କର ରଥ ତିଆରି କାର୍ଯ୍ୟ । ଆଜି କାମ ଶେଷ ସୁଦ୍ଧା ବଳିଆର ଭୂଜ ବଳଭଦ୍ରଙ୍କର ତାଳଧ୍ୱଜ ରଥର ୧୧ଟି ଚକର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ

ସତ୍ୟବାନ ସାଜିଲେ ଦୂତି : ପ୍ରଥମଥର ନିଜର ପ୍ରେମୀଙ୍କୁ ଲୋକଲୋଚନକୁ ଆଣିଲେ

ଗତ ଶୁକ୍ରବାର ସମସ୍ତ ଓଡ଼ିଆଙ୍କ ଘରେ ରୀତିନୀତି ଅନୁସାରେ ପାଳନ କରାଯାଇଥିଲା ପବିତ୍ର ସାବିତ୍ରୀ ବ୍ରତ ପୂଜା । ସମସ୍ତ ଓଡ଼ିଆ ସଧବାମାନେ ଏହି ପର୍ବରେ ନିଜେ ସାବିତ୍ରୀ ରୂପରେ ନିଜର ସ୍ୱାମୀ ତଥା ସତ୍ୟବାନଙ୍କ ଦୀର୍ଘାୟୂ କାମନା କରି ବିଶେଷ

ISL : ଓଡ଼ିଶା ଏଫ୍‌ସି ସହ ଚୁକ୍ତିବଦ୍ଧ ହେଲେ ସାମୁଏଲ୍‌ ଲାଲ୍‌ମୁଆଁପୁଆ

ଭାରତର ଘରୋଇ ଫୁଟବଲ୍‌ ଲିଗ୍‌ ଆଇଏସ୍‌ଏଲ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ଏଫ୍‌ସି ପାଇଁ ଏକ ଖୁସି ଖବର । ଦେଶର ଅନ୍ୟତମ ନାମୀ ଫୁଟବଲ୍‌ ଖେଳାଳି ମିଜୋରମ୍‌ର ସାମୁଏଲ୍‌ ଲାଲ୍‌ମୁଆଁପୁଆ ଆସନ୍ତା ୨ବର୍ଷ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବା ପାଇଁ

ନିଜ ପୁତ୍ରଙ୍କୁ ଧରି ଅର୍ଜୁନଙ୍କ ସହ ଏକତ୍ର ରହୁଛନ୍ତି ବଲିଉଡ୍‌ର ଆଇଟମ୍‌ ଗାର୍ଲ ମଲାଇକା !

କରୋନା ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌କୁ ଚତୁର୍ଥ ଥର ପାଇଁ ବୃଦ୍ଧି କରାଯାଇଛି । ଫଳରେ ଦେଶସାରା ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ ସେଲିବ୍ରିଟିମାନେ ସେମାନଙ୍କ ପରିବାର ସହିତ ଯଥେଷ୍ଟ ସମୟ ବିତାଇପାରୁଛନ୍ତି । ପୁଣି

ନିଜ ସମ୍ୱନ୍ଧରେ ଭାଇରାଲ୍‌ ହେଉଥିବା ଖବରକୁ ନେଇ ଏହିଭଳି ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ମମତାଜ

କିଛିଦିନ ତଳେ ବଲିଉଡ୍‌ ଦୁଇ ଭେଟେରାନ କଳାକାରଙ୍କୁ ହରାଇସାରିଛି । ଏବେ ଆଉ ଜଣେ ଭେଟେରାନ ଅଭିନେତ୍ରୀ ମମତାଜଙ୍କର ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଅଛି । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର ପରିବାର ସଦସ୍ୟମାନେ

ସେନାର ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସେନା ମାଗିଲେ ମମତା । ଅମ୍ଫାନ ଉଜାଡି ଦେବା ପରେ ପଶ୍ଚିମବଙ୍ଗ ସଜାଡିବାକୁ ସେନା ସହାୟତା ଲୋଡିଲେ ଦିଦି । ବାତ୍ୟା ବିଧ୍ବସ୍ତ ପଶ୍ଚିମବଙ୍ଗ ଲାଗି ସେନା, ରେଳବାଇ, ବନ୍ଦର ଓ ଘରୋଇ ସଂସ୍ଥାମାନଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପାକିସ୍ତାନର ବିମାନ ଦୁର୍ଘଟଣା: ଜୀବିତ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ କହିଲେ ବିମାନ ତଳକୁ ଖସୁଥିବା ସମୟର ଭିତର ଅବସ୍ଥା….

ଗତକାଲି ପାକିସ୍ତାନର କରାଚିସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଅବ୍ୟବହିତ ପୂର୍ବରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପିକେ-୮୩୦୩ ନମ୍ବର ବିଶିଷ୍ଟ ଏ-୩୨୦ ଏୟାରବସ୍‌ଟି ଯେପରି ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତାକୁ କେନ୍ଦ୍ର କରି ବିଶ୍ୱବ୍ୟାପି ଚର୍ଚ୍ଚା ଓ

ଫେମସ୍‌ କମେଡି ଅଭିନେତା ମୋହିତ ବାଗେଲଙ୍କ ଦେହାନ୍ତ

ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର। କମେଡି ଶୋ’ ‘ଛୋଟ ମିଆନ’ରେ ଡେବ୍ୟୁ କରିଥିବା ମୋହିତ ବାଗେଲଙ୍କ କର୍କଟ ରୋଗରେ ମୃତ୍ୟୁ ଘଟିଛି। ମାତ୍ର ୨୭ ବର୍ଷ ବୟସରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି। ତାଙ୍କ ମୃତ୍ୟୁ ଖବରକୁ ‘କମେଡି ସର୍କସ’ ଓ

ମେଘ ପାଗ ପରେ ଫେରିଛି ତାତି; ଆଗାମୀ ୩ ଦିନ ଯାଏଁ ଗରମ ଓ ଗୁଳୁଗୁଳି

ବାତ୍ୟା ତାଣ୍ଡବ ପରେ ପୁଣି ପାଗରେ ପରିବର୍ତ୍ତନ । ମେଘ ପାଗ ପରେ ଫେରିଛି ତାତି। ଆଗାମୀ ୩ ଦିନ ଯାଏଁ ଆହୁରି ଜନଜୀବନ ଅସ୍ତବ୍ୟସ୍ତ କରିବ ଗରମ୍ ଓ ଗୁଳୁଗୁଳି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା

ସୋର ବ୍ଲକ ରେ ବାତ୍ୟା ଅମ୍ଫାନ ରଚିଦେଲା ଇତିହାସ, କିନ୍ତୁ ଅଜାଡି ଦେଲା ହସଖୁସି

ସୋର, (ରଞ୍ଜିତ ମହାକୁଡ଼): ସୋର ବ୍ଲକ ଗୋପୀନାଥପୁର ପଂଚାୟତ, ସିଙ୍ଗାଖୁଣ୍ଟା ପଂଚାୟତ ଏବଂ ମହୁମୂହାଣ ପଂଚାୟତ ରେ ବାତ୍ୟା ଅମ୍ଫାନ ଆଣିଦେଲା ଦୁଃଖ ର ପାହାଡ଼। ସାରା ବିଶ୍ୱରେ ମହାମାରୀ କରୋନା କାୟାବିସ୍ତାର କରୁଥିଲା ବେଳେ ହଟାତ ଏ ବାତ୍ୟା ଜନଜୀବନ

ବାତ୍ୟା ଆମ୍ଫାନ ପ୍ରଭାବରେ ଔପଦା ନୀଳଗିରି ବ୍ୟାପକ କ୍ଷୟକ୍ଷତି

 ସୋର, (ରଞ୍ଜିତ ମହାକୁଡ଼): ବାଲେଶ୍ଵର ଜିଲ୍ଲା ଔପଦା ଓ ନୀଳଗିରି ରେ ବାତ୍ୟା ଆମ୍ଫାନ ପ୍ରଭାବ ରେ ନାହିଁ ନଥିବା କ୍ଷୟ କ୍ଷତି ଘଟିଛି ।ଗୋଟିଏ ପଟେ ମହାମାରୀ କରୋନା ଆତଙ୍କ ରାଜ କରୁଥିବା ବେଳେ ଅନ୍ୟପଟେ ବାତ୍ୟା ଆମ୍ଫାନ ବାଧକ