Date: May 24, 2020

Total 40 Posts

ପୁରୀରେ ଭୟଙ୍କର ସ୍ଥିତି ମୁହାଁ କରୋନା ସଂକ୍ରମଣ: ଆଜି ପୁଣି ୧୬ ସଂକ୍ରମିତ ଚିହ୍ନଟ

ପୁରୀ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ୧୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦିନକ ପରେ ଅର୍ଥାତ ରବିବାର ଦିନ ପୁଣି ୧୬ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲାରେ

ଉତ୍ତର ପ୍ରଦେଶ: କରୋନା ସଂକ୍ରମିତ ପାଖରେ ମୋବାଇଲ ଫୋନ୍ ରଖିବା ନେଇ ଜାରି ହେଲା କଟକଣା‌

ଉତ୍ତର ପ୍ରଦେଶରେ କରୋନା ସଂକ୍ରମିତ ପାଖରେ ମୋବାଇଲ ରଖିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି । ଏ ନେଇ ଉତ୍ତର ପ୍ରଦେଶର ଡିଜି(ମେଡିକାଲ) କେକେ ଗୁପ୍ତା ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ସମ୍ୱନ୍ଧିତ ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି

ଲଦାଖରେ ଡ୍ରାଗନ୍‌ର ଅନୁପ୍ରବେଶ: ସାର୍ବଭୌମତ୍ୱର ରକ୍ଷା ପାଇଁ ପ୍ରସ୍ତୁତ ହେଉଛି ଭାରତ

ଚୀନ୍‌ର ବିସ୍ତାରବାଦୀ ନୀତିରେ ବିଶ୍ୱର ଅନେକ ଦେଶ ପ୍ରଭାବିତ ହେଉଛନ୍ତି । ବିଶେଷ କରି ଚୀନ୍‌ ତାର ପଡ଼ୋଶୀମାନଙ୍କୁ ନାଲି ଆଖି ଦେଖାଇ ତାଙ୍କର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିବାର ଅପଚେଷ୍ଟା ଜାରି ରଖିଛି । ଏଭଳି ଆଚ୍ଚରଣରେ ଅତିଷ୍ଠ

ଆସନ୍ତାକାଲିଠାରୁ ଉଡିବ ବିମାନ; ତେବେ ତାହା ପୂର୍ବରୁ ଏହି ସମସ୍ତ ଉପରେ ଦିଆଯାଇଛି ଗୁରୁତ୍ୱ

ଆସନ୍ତାକାଲି ଦେଶର ଅନେକ ସ୍ଥାନରେ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ଦୁଇମାସ ପରେ ଘରୋଇ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ ବିମାନବନ୍ଦରରେ ନୂତନ ନିୟମ ଏବଂ ନିୟମ ସହିତ ସବୁକିଛି

ଯୋଗୀଙ୍କୁ ହତ୍ୟା ଧମକ ଦେଇ ୨୫ ବର୍ଷିୟ ଯୁବକ ଗିରଫ

କିଛିଦିନ ତଳେ ଲ‌କ୍ଷ୍ନୌ ପୁଲିସ ମୁଖ୍ୟାଳୟର ସାମାଜିକ ଗଣମାଧ୍ୟମ ହେଲ୍‌ପ୍‌ଲାଇନ୍‌କୁ ଏକ ହ୍ୱାଟ୍ସଆପ୍ ମେସେଜ୍‌ ଆସିଥିଲା । ଏହାକୁ ନେଇ ସାରା ଉତ୍ତର ପ୍ରଦେଶ ହୁଲ୍‌ସ୍ତୁଲ୍‌ ହୋଇଥିଲା । କାରଣ ଏହି ମେସେଜ୍‌ରେ ଲେଖା ହୋଇଥିଲା ଯେ ବହୁତ ଜଲ୍‌ଦି ଉତ୍ତର

କରୋନା ଟିକା ପ୍ରସ୍ତୁତି: ଭାରତୀୟ କମ୍ପାନି ନେବ ପ୍ରମୁଖ ଭୂମିକା, ଜାଣନ୍ତୁ କ’ଣ ପାଇଁ…

କରୋନା ସଂକ୍ରମଣର ସଫଳ ଚିକିତ୍ସା ପାଇଁ ବିଶ୍ୱ ତମାମ ସ୍ୱାସ୍ଥ୍ୟ ଗବେଷକମାନେ ଏହି ମହାମାରୀ ଭାଇରସ୍‌ର ପ୍ରତିରୋଧକ ଟିକାକୁ ବିକଶିତ କରିବାରେ ଦିନରାତି କାର୍ଯ୍ୟରତ ରହିଛନ୍ତି । ଧରାପୃଷ୍ଠରେ ମାନବ ସମାଜର ସ୍ଥିତି ପ୍ରତି ଆହ୍ୱାନ ସୃଷ୍ଟି କରିଥିବା ଏହି ଭୟଙ୍କର

ଆସନ୍ତାକାଲିଠାରୁ ମୁମ୍ବାଇ ବିମାନବନ୍ଦରରେ ବିମାନ ଉଡ଼ାଣ ଭରିବା ସହ ଅବତରଣ କରିପାରିବ

ଆସନ୍ତାକାଲିଠାରୁ ଦେଶରେ ଘରୋଇ ବିମାନ ସେବା ପୁନଃ ଆରମ୍ଭ କରିବା ପାଇଁ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ନିଷ୍ପତି ନେଇଥିବା ବେଳେ ଏହି ନିଷ୍ପତିରେ ପ୍ରଥମେ ରାଜି ନଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ

ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ‘ହୁନର ହାଟ’

ଦେଶର ହସ୍ତଶିଳ୍ପୀଙ୍କ ପାଇଁ ଏକ ଖୁସି ଖବର । ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ପୁଣି ଆରମ୍ଭ ହେବାକୁ ଯାଉଛି ହୁନର ହାଟ । କରୋନା ପାଇଁ ଏହି ହୁନର ହାଟକୁ ପ୍ରାୟ ୫

ଦେଶରେ କରୋନା ସଂକ୍ରମଣ ବିରୁଦ୍ଧରେ ରକ୍ଷକ ସାଜିଛି N 95 ମାସ୍କ, ଜାଣନ୍ତୁ ଏହା ବିଷୟରେ…

ଦେଶରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସମସ୍ତ ଦେଶବାସୀଙ୍କୁ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦେଶରେ ବ୍ୟବହାର କରାଯାଉଥିବା ବିଭିନ୍ନ ରକମର ମାସ୍କଗୁଡ଼ିକ ଭିତରେ

ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପ୍ରବାସୀଙ୍କ କଥା ନଶୁଣିବାରୁ ଶିକ୍ଷକଙ୍କୁ ମାଡ ମାରିଲେ ସଂପର୍କୀୟ । ବାଲେଶ୍ୱର ଖଇରା ତୋଟାପଡା କ୍ୱାରେନଟିନ୍ ସେଂଟରରୁ ଆସିଛି ଏମିତି ଅଭିଯୋଗ । ପ୍ରବାସୀ ଓଡ଼ିଆଙ୍କ ବାଇକକୁ ତାଙ୍କ ସମ୍ପର୍କୀୟଙ୍କୁ ନଦେବାରୁ ଦାୟିତ୍ୱରେ

ମହାପ୍ରଭୁଙ୍କ ପହଣ୍ଡି ପାଇଁ ସେବାୟତଙ୍କ ତାଲିକା; ଜାଣନ୍ତୁ କେତେଜଣ କେଉଁଥି ପାଇଁ ରହିଛନ୍ତି

ମହାପ୍ରଭୁଙ୍କ ପହଣ୍ଡି ପାଇଁ ସେବାୟତଙ୍କ ତାଲିକା ବାହାରିଲା । ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ ।