Date: May 25, 2020

Total 48 Posts

କରୋନା ମୁକାବିଲା କରିବାର ସରକାର ଅସମର୍ଥ, ବର୍ତ୍ତମାନ ଏ ରାଜ୍ୟକୁ ଜଗନ୍ନାଥ ଭରସା: ନିରଞ୍ଜନ ପଟ୍ଟନାୟକ

ଓଡ଼ିଶାରେ କରୋନା ବର୍ତ୍ତମାନ ତାଣ୍ଡବ ରଚୁଛି । ରାଜ୍ୟ ସ୍ଥିତି ସାଙ୍ଘାତିକ । ସରକାର କିଭଳି ପଦକ୍ଷେପ ଗ୍ରହଣ କରି କରୋନା ମୁକାବିଲା କରିବା ପାଇଁ ଚାହୁଁଛନ୍ତି କିଣି ଜଣାପଡ଼ୁନି । ଏହି ସ୍ଥିତିରେ ମୁଁ ସମ୍ପୂର୍ଣ୍ଣ ବିଚଳିତ ଓ ବ୍ୟସ୍ତ

କରୋନା ମୁକାବିଲା: ମାସକୁ ୫୦ହଜାର ଲେଖାଏଁ ପିଏମ୍ କେୟାର ଫଣ୍ଡକୁ ଦାନ କରିବେ ସିଡିଏସ ବିପିନ ରାଓ୍ୱତ

କରୋନା ଭାଇରସ୍‌ କାରଣରୁ ଦେଶର ଅପୂରଣୀୟ କ୍ଷତି ହୋଇଛି । ଏହି ଭୟଙ୍କର ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ ବିବିଧ ଯୋଜନା ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ କରାଯାଉଛି । ଦେଶର ଏହି ଜଟିଳ ପରିସ୍ଥିତିରେ

ସାଇ ପକ୍ଷରୁ ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ପ୍ରଦାନ କରାଯିବ ପକେଟ୍‌ ଭତ୍ତା

ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ (ସାଇ) ତରଫରୁ ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ପ୍ରଦାନ କରାଯିବ ପକେଟ୍‌ ଭତ୍ତା । ଏ ବାବଦରେ ମୋଟ ୮.୨୫କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ୨୭୪୯ଜଣ ଖେଲୋ ଇଣ୍ଡିଆ ଆଥଲେଟ୍‌ ଏହାଦ୍ୱାରା ଉପକୃତ ହେବେ ବୋଲି

କରୋନା ଆକ୍ରାନ୍ତ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ୍‌

ଦେଶରେ କରୋନା ତା’ର କାୟାକୁ ଅନାୟସରେ ବିସ୍ତାର କରିଚାଲିଛି । ଧନୀ ଠାରୁ ଆରମ୍ଭ କରି ଗରିବ, ରାଜନୈତିକ ବ୍ୟକ୍ତିତ୍ୱଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ, ଏହି ମହାମାରୀ ଭାଇରସ୍‌ର ପ୍ରକୋପରୁ କେହି ନିସ୍ତାର ପାଉନାହାଁନ୍ତି । ସବୁଠାରୁ ଜଟିଳ

୨୦୦ ଶହ ବର୍ଷ ପରେ କଳାପାଣି ନଦୀକୁ କାହିଁକି ନେବାକୁ ଚାହୁଁଛି ନେପାଳ ? କ’ଣ ରହିଛି କୂଟନୈତିକ କାରଣ

କୁହାଯାଏ ଯେ, ଭୂମି ଏଭଳି ଗୋଟିଏ ମୋହ ଯାହା ସମ୍ପର୍କରେ ଆଣିଦିଏ ଫାଟ । ଏହି ଭୂମି ଗଭୀର ନିବିଡ ସମ୍ପର୍କକୁ ୨ଭାଗରେ ବିଭକ୍ତ କରିଦିଏ । ତେବେ ଏହି ଭୂମି ଯୋଗୁଁ ବହୁ ସମ୍ପର୍କରେ ଫାଟ ଆସିଥିବା ଆମେ ଦେଖିବାକୁ

ପରିବେଶ ଉପରେ କରୋନା ଭୂତାଣୁର ପ୍ରଭାବ ଜାଣନ୍ତୁ…

କରୋନା ଭୂତାଣୁୁ, ଯେ କି ବତର୍ମାନ ବିଶ୍ୱ ପାଇଁ ସୃଷ୍ଟି ହୋଇଛି ଚିନ୍ତାର କାରଣ । ପ୍ରତ୍ୟେକ ଦିନ ଏହି ମହାମାରୀ ଭୁତାଣୁର ଶିକାର ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଏଯାବତ୍ ଏହି ରୋଗର କୌଣସି ଟୀକା ବାହାରି ନ

ସୀମାରେ ଡ୍ରାଗନ୍‌ର ଦାଦାଗିରି: ଉତ୍ତେଜନା ବଢ଼ୁଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତ ହେଲା ଭାରତୀୟ ସେନା

ଡ୍ରାଗନ୍‌ ତରଫରୁ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ହଜାର ହଜାର ସୈନିକମାନଙ୍କୁ ମୁତୟନ କରାଯାଇଛି । ଲଦାଖ୍‌ର ଚୀନ୍‌ର ଏଭଳି ଯୁଦ୍ଧଖୋର ମନୋବୃତ୍ତିରେ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ପକ୍ଷରୁ ମଧ୍ୟ ଅତ୍ୟଧିକ ସେନା

ପଳାତକ ଜାକିର ନାଇକ୍‌ର ଭାରତ ବିରୋଧୀ ଷଡ଼ଯନ୍ତ୍ର : ସାହାଯ୍ୟ କରୁଛନ୍ତି ପାକିସ୍ଥାନ, କାତାର ଓ ତୁର୍କୀ

ପଳାତକ ଜାକିର ନାଇକ୍‌ ଭାରତ ବାହାର ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାରେ ଲାଗିଛି । ସେ ଭାରତରେ ଧର୍ମଭିତ୍ତିକ ଘୃଣାଭାବର ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ସୁ-ଚିନ୍ତିତ ଯୋଜନାମାନ କାର୍ଯ୍ୟକାରୀ କରିଚାଲିଛି । ଏପରି ଗୁଇନ୍ଦା ତଥ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ

ପହଣ୍ଡିରେ ସାମିଲ ହେବାକୁ ଥିବା ଦଇତା ସେବକଙ୍କର କରୋନା ଟେଷ୍ଟ କରାଯାଉ: ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର

ଆସନ୍ତା ମାସ ୫ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ସର୍ବନିମ୍ନ କେତେଜଣ ସେବାୟତ ରହିବେ ଏହାର ଏକ ତାଲିକା ପ୍ରଦାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ପ୍ରମୁଖ

ସ୍ନାନପୂର୍ଣ୍ଣିମାର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କଲେ ପୁଲିସ୍‌ ଡିଜି ଅଭୟ

ସ୍ନାନପୂର୍ଣ୍ଣିମାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ପୁଲିସ୍‌ ଡିଜି ଅଭୟ ଆଜି ପୁରୀ ଗସ୍ତରେ ଆସି ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟଠାରେ ସୁରକ୍ଷା ବଳର ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ଡିପିଓରେ ଅନୁସ୍ଥିତ ଏକ ସ୍ୱତନ୍ତ୍ର ବୈଠକରେ ଯୋଗ

ମଦ ପାଇଁ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ

ମାତ୍ର ୪ଶହ ଟଙ୍କାର ମଦ ପାଇଁ ଖାଲି ହୋଇଗଲା ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ । ଅନଲାଇନରେ ମଦ ଦେବାକୁ କହି ଏକ ଲକ୍ଷ ୩୭ ହଜାର ନେଇଗଲେ ଠକ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଫେସବୁକରେ ଏଭଳି