Date: May 26, 2020

Total 47 Posts

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମୂଲ୍ୟ ବୃଦ୍ଧି କରିଲେ ରାଜ୍ୟ ସରକାର

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଦରଦାମ ବୃଦ୍ଧି ଯୋଗୁଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଆଉ

କର୍ଣ୍ଣାଟକରେ ମନ୍ଦିର ଖୋଲିବା ନିଷ୍ପତ୍ତିକୁ ବିରୋଧ କଲା କଂଗ୍ରେସ, କହିଲା ସାମ୍ପ୍ରଦାୟିକ ରାଜନୀତି କରନାହିଁ

କର୍ଣ୍ଣାଟକର ୟେଦୁରପ୍ପା ସରକାର ଜୁନ୍‌ ୧ ତାରିଖରୁ ସମସ୍ତ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି । ତେବେ ଏହାକୁ ସମାଲୋଚନା କରିଛି ରାଜ୍ୟ କଂଗ୍ରେସ । କଂଗ୍ରେସର କହିବା ଅନୁସାରେ, ଯଦି ଦେବାଳୟ ଖୋଲିବା ନିଷ୍ପତ୍ତି ନିଆଯାଉଛି ତାହାଲେ

ଟ୍ୱେଣ୍ଟି-୨୦ ଫର୍ମାଟ୍‌ରେ ଦେଶ ପକ୍ଷରୁ ପ୍ରତିନିଧିତ୍ତ୍ୱ କରିବାକୁ ପ୍ରସ୍ତୁତ : ହରଭଜନ୍‌ ସିଂହ

କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟ୍‌ ଟ୍ୱେଣ୍ଟି-୨୦ରେ ଭାରତୀୟ ଦଳରୁ ପ୍ରତିନିଧିତ୍ତ୍ୱ କରିବାକୁ ମାନସିକ ଓ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ଫିଟ୍‌ ରହିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭଜି ନାମରେ ପରିଚିତ ହରଭଜନ ସିଂହ । ହରଭଜନ୍‌ ଦେଶର ଏକ ପ୍ରମୁଖ

କର୍ମଚାରୀଙ୍କ ଦରମା କାଟ ସମ୍ପର୍କରେ ଘୋଷଣା କଲା ଟିଭିଏସ କମ୍ପାନୀ

ଦେଶରେ କରୋନା ସଂକ୍ରମଣ ପାଇଁ ଅର୍ଥନୀତି ନିମ୍ନଗାମୀ ହୋଇଛି । ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କ୍ଷେତ୍ର ହୋଇଛି ଅଟୋମୋବାଇଲ ଉଦ୍ୟୋଗ । ଏହି ଉଦ୍ୟୋଗ ସହିତ ଜଡ଼ିତ କମ୍ପାନିମାନେ ଏପ୍ରିଲ ମାସରେ ଗୋଟିଏ ହେଲେ ଯାନ ବିକ୍ରି କରିବାରେ ସମର୍ଥ

ବଜ୍ରକାପ୍ତାର ହେବ କରୋନା ପରୀକ୍ଷା

ବଜ୍ରକାପ୍ତାର ହେବ କୋଭିଡ ଟେଷ୍ଟ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଠଗଡରୁ ଏହି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । କିନ୍ତୁ ଉଦ୍ଧାର କରାଯାଇଥିବା ସ୍ଥାନ ବଡମ୍ବା ମହୁଲିଆର ସଂଗରୋଧ କେନ୍ଦ୍ର ଭିତରେ ଆସୁଛି । ତେଣୁ

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ ପହଞ୍ଚିଲା କରୋନା ଭାଇରସ୍‌

ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । କରଣଙ୍କ ନିଜସ୍ୱ ବାସଭବନରେ ଏହି ଦୁଇ କରୋନା ସଂକ୍ରମିତ କାମ କରୁଥିଲେ ବୋଲି ସୂଚନା ମିଳିଛି । ଏ

ତାଇଓ୍ୱାନ୍‌ ସାଗରରେ ଡ୍ରାଗନ୍‌ର ଦାଦାଗିରି: ମୁତୟନ କଲା ୨ଟି ଯୁଦ୍ଧ ଜାହାଜ, ଏଥର ସମ୍ମୁଖରେ ଆମେରିକା

ମହାମାରୀ କରୋନା ପାଇଁ ସାରା ବିଶ୍ୱରେ ସଙ୍କଟ ଦେଖାଦେଇଛି । ଏଭଳି ଜଟିଳ ପରିସ୍ଥିତିରେ ଡ୍ରାଗନ୍‌ ତା’ର ବିସ୍ତାରବାଦୀ ନୀତିକୁ ଆପଣେଇ ଆହୁରି ଆକ୍ରାତ୍ମକ ହୋଇଛି । ଆନ୍ତର୍ଜାତୀୟ କୋର୍ଟର ନିର୍ଦ୍ଦେଶ ମୁତାବକ ସାମୁଦ୍ରିକ ପଥରେ ଯାତାୟତ କରିବାର ସ୍ୱାଧୀନତା ସମସ୍ତଙ୍କର

ଦେଶରେ କରୋନା ପରେ ଚିନ୍ତା ବଢ଼ାଇଲା ପଙ୍ଗପାଳ

ଦେଶ କରୋନା ଭାଇରସ୍ ସହ ଯୁଝୁ ଥିବାବେଳେ ଏବେ ଦେଶ ସାମ୍ନାରେ ନୂଆ ସମସ୍ୟା ଓ ଆତଙ୍କ ହୋଇ ଦେଖାଦେଇଛି ପଙ୍ଗପାଳ ଆତଙ୍କ । ଗତ ଦୁଇଦିନ ତଳେ ପାକିସ୍ତାନ ସୀମାପଟୁ ରାଜସ୍ଥାନର ଝାନସୀ ବାଟ ଦେଇ ଏହି ପଙ୍ଗପାଳ ଦେଶ

ଓଡ଼ିଶାରେ ପ୍ରଥମ: କରୋନାର ଶିକାର ହେଲେ ଜଣେ ଡାକ୍ତର

କରୋନାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ଓଡ଼ିଶାରେ ପ୍ରଥମ । କଟକର ଜଣେ ଡାକ୍ତର କରୋନାର ଶିକାର ହୋଇଛନ୍ତି । ସେ ହେଉଛନ୍ତି କଟକ ସିଟି ହସ୍ପିଟାଲର ଶିଶୁ ବିଷେଶଜ୍ଞ ।  କଟକ ଜିଲ୍ଲା

ଘରୋଇ ବସ୍ ଶୀଘ୍ର ଚାଲିବାର ଆଶା ଦେଖାଯାଉଛି

ଘରୋଇ ବସ୍ ଶୀଘ୍ର ଚାଲିବାର ଆଶା ଦେଖାଯାଉଛି । ଏପ୍ରିଲ ଓ ମେ’ ମାସର ରୋଡ ଟ୍ୟାକ୍ସ ଛାଡ଼ ହେବ । ବ୍ୟାଙ୍କ ଋଣ ଛାଡ଼ ନେଇ ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବୁ । ଘରୋଇ ବସ ମାଲିକ ସଂଘ

ମଶାମାନଙ୍କ ଦାଉରୁ ରକ୍ଷା ପାଇବାର ଅତି ସହଜ ପ୍ରାକୃତିକ ଉପାୟ…

ପାଠକବନ୍ଧୁ ! ଗରମ ଦିନ ଆସିବା ମାତ୍ରେ, ମଶାମାନେ ରାତିର ନିଦ ଉଡ଼େଇ ଦିଅନ୍ତି । ମଶାମାନଙ୍କର ଗୁଣୁଗୁଣେଇବା ଏବଂ ମଶାମାନେ କାମୁଡ଼ିବା ଦ୍ୱାରା ସମସ୍ତେ ଚିନ୍ତିତ ହୋଇ ଉଠନ୍ତି । ସାଧାରଣ ଭାବେ ଲୋକମାନେ ମଶାମାନଙ୍କ ଠାରୁ ମୁକ୍ତି ପାଇଁ