Date: May 27, 2020

Total 55 Posts

ବାଧାପ୍ରାପ୍ତ ହେଲା ମିଳିମିଳା ଓ ପୋଲିଓ ଟିକାକରଣ : ବିଶ୍ୱର ୮କୋଟି ଶିଶୁ ପ୍ରଭାବିତ ହେବେ

ମହାମାରୀ କରୋନା ପାଇଁ ସମଗ୍ର ବିଶ୍ୱରେ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ମୁତାବକ କରୋନା ସମସ୍ୟା ପାଇଁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ବିଶ୍ୱର ୮ କୋଟି ଶିଶୁ ଭୟଙ୍କର ରୋଗରେ ପୀଡ଼ିତ ହେବାର

ଜାରି ହେଲା ସର୍ଟଫିଲ୍ମ ‘ନଟଖଟ’ର ପୋଷ୍ଟର : ଚର୍ଚ୍ଚିତ ଭୂମିକାରେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟାବାଲନ୍‌

କରୋନା ଭାଇରସ୍‌ରେ ଜାରି ରହିଥିବା ଲକ୍‌ ଡାଉନ୍‌କୁ ନେଇ ସମସ୍ତ କଳାକାର ନିଜ ନିଜର ଘରେ କଏଦ ହୋଇ ରହିଛନ୍ତି । ତେବେ ଏପରି ପରିସ୍ଥିତିରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟାବାଲନ୍‌ ନିଜର ସର୍ଟଫିଲ୍ମ ‘ନଟଖଟ’ର ଫାଷ୍ଟ ଲୁକ୍‌କୁ ନେଇ ଚର୍ଚ୍ଚାରେ

ଅଶୋଧିତ ତୈଳର ମୂଲ୍ୟ ହ୍ରାସ : ଲାଭ ଉଠାଇ ଆମେରିକାରେ ସାଇତିବ ଭାରତ

ଏବେ ଅଶୋଧିତ ତେଲ ମୂଲ୍ୟ ଉଲ୍ଲେଖନୀୟ ମାତ୍ରାରେ ହ୍ରାସ ପାଇଛି, ଯାହାର ଲାଭ ଉଠାଇବାକୁ ବ୍ୟଗ୍ର ଭାରତ । ଏହି ତେଲ ଆମର ଭବିଷ୍ୟତର ଚାହିଦାକୁ ପୂରଣ କରିବ ଏବଂ ଆମଦାନି ହେଉଥିବା ବିଲ୍‌କୁ ଯଥେଷ୍ଟ ମାତ୍ରାରେ ସଙ୍କୁଚିତ କରିବ ବୋଲି

ସୋନପୁରରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ

ସୋନପୁର ଜିଲ୍ଲାର ତିନିଟି ବ୍ଲକରେ ଆଜି ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଜିଲ୍ଲାରୁ ଚିହ୍ନଟ ୪ କରୋନା ପଜିଟିଭଙ୍କ ମଧ୍ୟରୁ ସୋନପୁର ବ୍ଲକର

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କଳିଯୁଗର କୁମ୍ଭକର୍ଣ୍ଣ ! ସକାଳ ଜଳଖିଆରେ ଖାଉଛନ୍ତି ୪୦ଟା ରୁଟି ଓ ଅନେକ ପ୍ଲେଟ୍‌ ଭାତ !

ବିହାର ପ୍ରଦେଶର ବକ୍ସର ଠାରେ ଏକ ଅସ୍ୱାଭାବିକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଠାରେ ଥିବା ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରର ଜଣେ ଯୁବକଙ୍କ ଭୋକ ସମସ୍ତଙ୍କୁ ଆବାକ୍‌ କରିଦେଇଛି, ଯେଉଁଥିପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଅନ୍ୟ ଲୋକମାନେ ଅସୁବିଧାର ସମ୍ମୁଖୀନ

ସପ୍ନା ଚୌଧୁରୀଙ୍କୁ ଷ୍ଟେଜ୍‌ ଉପରେ ଚୁମ୍ୱନ ଦେଲା ଯୁବକ, ଜାଣନ୍ତୁ ପୂରା ଖବର…

ସପ୍ନା ଚୌଧୁରୀ ଇଣ୍ଟରନେଟ୍‌ରେ ଏକ ପ୍ରସିଦ୍ଧ ନାମ । ଶିଶୁଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସମ୍ୱନ୍ଧୀୟ ଭିଡିଓଗୁଡ଼ିକୁ ଲୋକେ ଖୋଜି ଖୋଜି ଦେଖିଥାନ୍ତି । ସପ୍ନାଙ୍କର କୌଣସି ନା କୌଣସି ଭିଡିଓ ଅନେକ ସମୟରେ ଭାଇରାଲ୍‌

ଦୁଇ ହୋମଗାର୍ଡଙ୍କୁ କରୋନା

ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟୁଇଟ କରି ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏବେ ପୁଲିସକର୍ମୀ ଏଥିରେ ଆକ୍ରାନ୍ତ

ସୁସ୍ଥ ଅଛନ୍ତି ବିଜୟ, ଖୁବ୍ ଶୀଘ୍ର ଓଡ଼ିଶା ଫେରିବେ

ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇ ଆଇସିୟୁରେ ଭର୍ତି ହୋଇଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା । ତେବେ ସେ ଏବେ ସୁସ୍ଥ ଅଛନ୍ତି ବୋଲି ତାଙ୍କ

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡାନ୍ତ ହେଲା ନୀତି ନିର୍ଘଣ୍ଟ; ଜାଣନ୍ତୁ କେଉଁ ସମୟରେ କ’ଣ ରହିଛି…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ । ଜୁନ ୫ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୁର୍ଣିମା ନେଇ ଛତିଶାନିଯୋଗରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ରାତି ୧ ଟାରୁ ଭୋର୍ ୪ ଟା ମଧ୍ୟରେ ଅନୁଷ୍ଠିତ ହେବ

ପୁଣି ବଢ଼ିପାରେ ଲକ୍ଡ଼ାଉନ !

ମାର୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ଲକ୍ଡ଼ାଉନ ଏବେ ୪ର୍ଥ ପର୍ଯ୍ୟାୟରେ । ଆସନ୍ତା ମେ ୩୧ରେ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ ଶେଷ ହେବ । ଏହାପରେ ପୁଣି ଲକ୍ ଡ଼ାଉନ ଆରମ୍ଭ ହେବ କି ନାହିଁ ତାହା ନେଇ

ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ ସିବିଏସଇ ଛାତ୍ରଛାତ୍ରୀ

ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିଭରା ଖବର । ଲକଡାଉନ ସମୟରେ ଯେଉଁ ଛାତ୍ରଛାତ୍ରୀମାନେ ନିଜ ରାଜ୍ୟ ବା ଜିଲ୍ଲାକୁ ଯାଇଥିଲେ ସେମାନଙ୍କୁ ନିଜ ଜିଲ୍ଲାରେ ହିଁ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ