Date: May 28, 2020

Total 52 Posts

ପାକିସ୍ଥାନୀ ଆତଙ୍କୀ କସାବକୁ ଚିହ୍ନଟ କରିଥିବା ସାକ୍ଷୀ ହରିଶ୍ଚନ୍ଦ୍ରଙ୍କର ନିଧନ

ମୁମ୍ବାଇରେ ବର୍ବରୋଚିତ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ଭିଆଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବର କୋର୍ଟ ଶୁଣାଣି ସମୟରେ ତାକୁ ଚିହ୍ନଟ କରିଥିବା ମୁଖ୍ୟ ସାକ୍ଷୀ ହରିଶ୍ଚନ୍ଦ୍ର ଶ୍ରୀବର୍ଦ୍ଧାନକରଙ୍କ କଲ୍ୟାଣ ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଥିବାର ଜଣାପଡ଼ିଛି । ମୃତ୍ୟୁ ବେଳକୁ

ଜୁନ୍ ପହିଲାରେ କେରଳ ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ ବିଭାଗ

ଗତ କିଛିଦିନ ଧରି ଲଗାତାର ଭାବରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼ର ପାରଦ ୪୫ ଡିଗ୍ରୀରୁ ଅଧିକ

ଚଳିତବର୍ଷ ଅକ୍ଟୋବର ୧୧ରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍

କରୋନା ଭାଇରସ୍‌ର ସଂକ୍ରମଣ ପାଇଁ ସମସ୍ତ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନକୁ ନିରାପତ୍ତା ଦୃଷ୍ଟିରୁ ବନ୍ଦ ରଖାଯାଇଛି । ତେବେ ଏହି ମହାସଙ୍କଟ ସମୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଚଳିତବର୍ଷ ଅକ୍ଟୋବର ୧୧ତାରିଖରୁ ଅଷ୍ଟ୍ରେଲିଆ

ସେସୁକୁ ଅଧିଗ୍ରହଣ କରିବ ଟାଟା ପାଓ୍ୱାର; କୌଣସି କର୍ମଚାରୀଙ୍କ ଯିବନି ଚାକିରି

ଜୁନ ୧ ତାରିଖରେ ସେସୁକୁ ଅଧିଗ୍ରହଣ କରିବ ଟାଟା ପାଓ୍ୱାର। ଅଧିଗ୍ରହଣ ପରେ ସେସୁର କୌଣସି କର୍ମଚାରୀଙ୍କ ଚାକିରି ଯିବନି କି କେହି ଛଟେଇ ହେବେନି। ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ସଭାପତି ସୁବାସ ସିଂ ଏନେଇ ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା

ଓଡିଶାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ

ସାରା ବିଶ୍ୱରେ କୋରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଓଡିଶା ଏହାର ମୁକାବିଲା କ୍ଷେତ୍ରରେ ବହୁ ଆଗରେ ରହିଛି । ଗୁରୁବାର ଅପରାହ୍ନ ସୁଦ୍ଧା ପ୍ରକାଶ ପାଇଥିବା ତଥ୍ୟରେ ଏହା ସଫା ନଜର ଆସୁଛି । ଆଜି ସ୍ୱାସ୍ଥ୍ୟ ବିଭାଗର ସାଇଟରେ

କେବଳ ବିମାନ କର୍ମଚାରୀ ପାଇଁ ସ୍ମାର୍ଟସିଟିରେ ଖୋଲିବ ହୋଟେଲ

ଲକଡାଉନ କଟକଣା ବଳବତ୍ତର ସତ୍ତ୍ବେ ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଖୋଲିବାକୁ ବିଏମସି ପକ୍ଷରୁ ସବୁଜ ସଙ୍କେତ । ଭୁବନେଶ୍ୱରରେ ଖୋଲିବ ହୋଟେଲ । ଏନେଇ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର

ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

କେନ୍ଦ୍ରୀୟ ବଜେଟର ଘୋଷଣା ଅନୁସାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ  ନିର୍ମଳା ସୀତାରମଣ ଆଜି ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ

୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷେଧ

ମତ୍ସ୍ୟସମ୍ପଦର ସଂରକ୍ଷଣ ତଥା ସାମୁଦ୍ରିକ ନିରାପତ୍ତା ପାଇଁ ଓଡିଶା ସରକାର ମଇ ୩୧ ତାରିଖ ପର୍ଯ୍ୟନ୍ତ ପୂର୍ବଉପକୂଳରେ ମାଛଧରା ନିଷିଦ୍ଧ କରିଛନ୍ତି। ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୪ ଯାଏ ୬୧ଦିନିଆ ନିଷେଧାଦେଶ ରହିଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀଜନିତ

କରୋନାର ନୂଆ ଲକ୍ଷଣ ଆସିଲା ସାମ୍ନାକୁ; ବର୍ତ୍ତମାନ ଥଣ୍ଡା, ଜ୍ୱର ନୁହେଁ ବରଂ ଏପରି ଲକ୍ଷଣ ଦେଖାଦେଉଛି

କରୋନାର ତାଣ୍ଡବ ଲୀଲାରେ ବିଶ୍ଵବାସୀ ଶାନ୍ତିରେ ନିଶ୍ଵାସ ମଧ୍ୟ ନେଇପାରୁ ନାହାଁନ୍ତି । ସମୟ ଯେଉଁ ଭଳି ଭାବରେ ବଢି ଚଳୁଛି କରୋନା ଭୂତାଣୁ ଠିକ ସେହିପରି ନିଜର ଲକ୍ଷଣମାନ ମଧ୍ୟ ବଦଳାଇବାରେ ଲାଗିଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନା

ରାଜଧାନୀବାସୀ ମାସ୍କ ପିନ୍ଧୁଛନ୍ତି କି ନାହିଁ ଦେଖିବ ଡ୍ରୋନ୍

କରୋନା ଭାଇରସ ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହାକୁ ପାଳନ କରୁ ନାହାନ୍ତି । ତେଣୁ କୋଭିଡ-୧୯ ନିୟମ ଉଲଂଘନ କରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ

କରୋନା ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା

କରୋନା ଭଳି ମହାମାରୀ ସମୟରେ ସଂକ୍ରମଣକୁ ହ୍ରାସ କରିବା ପାଇଁ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଥିବା ବେଳେ ନିଜ ଜୀବନର ବାଜି ଲଗାଇ କରୋନା ସହ ଲଢେଇ କରିବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ତେବେ ସେମାନଙ୍କ ତ୍ୟାଗ, ନିଷ୍ଠା