Date: May 30, 2020

Total 55 Posts

ଜଣାଶୁଣା ବ୍ୟାଙ୍କର୍‌ କାମାଥ ହୋଇପାରନ୍ତି ଦେଶର ପରବର୍ତ୍ତୀ ଅର୍ଥମନ୍ତ୍ରୀ

ଦେଶର ଜଣାଶୁଣା ବ୍ୟାଙ୍କର୍‌ କୁନ୍ଦପୁର ବାମନ କାମାଥ ଭାରତର ପରବର୍ତ୍ତୀ ଅର୍ଥମନ୍ତ୍ରୀ ହେବେ ବୋଲି ସବୁଆଡ଼େ ଆଲୋଚନା ଜୋର୍‌ ଧରିବାରେ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୫ ସଦସ୍ୟ ବିଶିଷ୍ଟ ବ୍ରିକ୍ସ ରାଷ୍ଟ୍ର ନେତୃତ୍ୱାଧୀନ ନ୍ୟୁ ଡେଭେଲପମେଣ୍ଟ

ଏୟାର ଇଣ୍ଡିଆ ବିମାନର ପାଇଲଟ୍‌ କରୋନା ପଜିଟିଭ୍‌ ଚିହ୍ନଟ : ଉଡ଼ାଣକୁ କରାଗଲା ବାତିଲ୍‌

ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ରୁଟ୍‌ର ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍‌ଙ୍କ ସ୍ୱାବ୍‌ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ସକାଳେ ରିପୋର୍ଟ ସମ୍ପର୍କରେ ଜଣାପଡ଼ିବା

ଚିକେନ୍‌ ପାଇଁ ବ୍ୟାପିପାରେ କରୋନାଠାରୁ ଆହୁରି ଭୟଙ୍କର ଭାଇରସ୍ : ଆମେରିକା ଗବେଷକଙ୍କ ଦୃଢୋକ୍ତି

କରୋନା ପାଇଁ ସାରା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ଔଷଧର ଓ ଟିକାକୁ ବିକଶିତ କରାଯାଉଥିବା ବେଳେ ଆମେରିକାର ଗବେଷକମାନେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଚେତାବନୀ ଜାରି କରି ସାରା ବିଶ୍ୱରେ

୫୦ରୁ ଅଧିକ କର୍ମଚାରୀଙ୍କୁ ବିଦା କଲା ମାଇକ୍ରୋସଫ୍ଟ

କରୋନା ସଂକ୍ରମଣର ପ୍ରଭାବ ଆଗଧାଡ଼ିର ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ଉପରେ ମଧ୍ୟ ପଡ଼ିଥିବାର ଜଣାପଡ଼ିଛି । କମ୍ପାନୀ ନିଜ ନ୍ୟୁଜ୍‌ ବିଜ୍‌ନେସ୍‌ରେ କାର୍ଯ୍ୟରତ ୫୦ରୁ ଅଧିକ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛି । ତେବେ ଏହି ଛଟେଇ

ପିଏମ କେୟାର୍ସ ପାଣ୍ଠି ସମ୍ପର୍କିତ ସୂଚନା ପ୍ରଦାନ କରିବାକୁ ମନାକଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୂଚନା ଅଧିକାର ଆଇନ ଅଧୀନରେ ପିଏମ କେୟାର୍ସ ପାଣ୍ଠି ସମ୍ପର୍କରେ କୌଣସି ସୂଚନା ପ୍ରଦାନକୁ ପ୍ରତ୍ୟାଖ୍ୟାନ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ସୂଚନା ଅଧିକାର ଆଇନ, ୨୦୦୫ର ଧାରା ୨(ଏଚ) ଅନୁଯାୟୀ ଏହି ପାଣ୍ଠି ଏକ ସରକାରୀ ପ୍ରାଧିକରଣର ପରିସରଭୁକ୍ତ ନୁହେଁ

ଯେଶାକୁ ତେସା ନ୍ୟାୟରେ ସମସ୍ତଙ୍କ ରୋଷର ଶିକାର ଡ୍ରାଗନ୍‌, ଭୋଗୁଛି କୋଣଠେସା ଦଶା

କରୋନା ସଂକ୍ରମଣ ପାଇଁ ଚୀନ୍‌ ଏବେ ବିଶ୍ୱର ଅଧିକାଂଶ ଦେଶ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଅର୍ଥପ୍ରାପ୍ତିର ଅଭିଳାଷ ରଖି କରୋନା ଭାଇରସ୍‌କୁ ଉଦ୍ଦେଶ୍ୟମୂଳକ ଭାବରେ ଡ୍ରାଗନ୍‌ କୃତ୍ରିମ ଲ୍ୟାବରେ ସୃଷ୍ଟି କରାଇ ସାରା ବିଶ୍ୱବାସୀଙ୍କ ଉପରେ ଏହାର ପ୍ରୟୋଗ କରିଥିବାର

ମୋଦିଙ୍କ ନାଁର ଅର୍ଥ ବୁଝାଇଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌

ଗତ ନିର୍ବାଚନରେ ପ୍ରଚଣ୍ଡ ମତାଧିକାର ସାବ୍ୟସ୍ତ କରି କେନ୍ଦ୍ରରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କର ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୋଦିଙ୍କ ନାଁର ସାର୍ଥକତା ପ୍ରତିପାଦିତ କରିଛନ୍ତି ।

ଲକ୍ ଡାଉନ୍ ୫.୦: ଜାଣନ୍ତୁ କେଉଁ ଜିନିଷ ଉପରେ ରହିଲା କଟକଣା, କେଉଁ ଜିନିଷ ହେଲା କୋହଳ

କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏ ବଳବତ୍ତର ରହିବ ଲକଡାଉନ୍। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେବ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଉଛି। -ଗୃହ ମନ୍ତ୍ରଣାଳୟର

ଲକଡାଉନ୍ ୫.୦: ଜୁନ୍ ପହିଲାରୁ ରାତି ୯ରୁ ସକାଳ ୭ ଯାଏଁ ନାଇଟ୍ କର୍ଫ୍ୟୁ

ଆଜି ଗୃହ ମନ୍ତ୍ରାଳୟ ଦେଶବ୍ୟାପୀ ବଳବତ୍ତର ଥିବା ଲକଡାଉନର ସମୟସୀମାକୁ ଜୁନ ୩୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଛନ୍ତି। ସଂଶୋଧିତ ଗାଇଡଲାଇନରେ ସରକାର କହିଛନ୍ତି ଯେ, ଲକଡାଉନ ୪.୦ଭଳି ଲକଡାଉନ ୫.୦ରେ ମଧ୍ୟ ନାଇଟ୍

ପ୍ରତିଟି ଓଡ଼ିଆଙ୍କ ମୁହଁରେ “ବନ୍ଦେ ଉତ୍କଳ ଜନନୀ”; ସମସ୍ତଙ୍କ ନିକଟରେ ଋଣୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନକ୍ରମେ ଆଜି ସଂନ୍ଧ୍ୟା ୫.୩୦ରେ ସମଗ୍ର ଓଡ଼ିଶାବାସୀ ତଥା ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଯେଭଳି

ଜୁନ୍ ୩୦ ଯାଏ ଲକଡାଉନ୍ ବଢ଼ାଇଲେ କେନ୍ଦ୍ର ସରକାର

ଜୁନ୍ ୩୦ ଯାଏ ଲକଡାଉନ୍ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଯେଉଁ ଅଞ୍ଚଳ କରୋନା ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ ହୋଇଛି ସେହି ସ୍ଥାନରେ ଆଉ ମାସେ ପାଇଁ ଲକଡାଉନ୍ ବଢ଼ାଇଛନ୍ତି ସରକାର। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ