Date: June 1, 2020

Total 57 Posts

ଆର୍ମେନିଆ ପ୍ରଧାନମନ୍ତ୍ରୀ ଓ ତାଙ୍କର ପୂରା ପରିବାର ଚିହ୍ନଟ ହେଲେ କରୋନା ପଜିଟିଭ୍‌

କରୋନା ଭାଇରସ୍‌ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଛି । ବିଶ୍ୱର ବହୁ ଆର୍ଥିକ ସ୍ୱଚ୍ଛଳ ଦେଶ କରୋନା ଆଗରେ ନିଜକୁ ଆତ୍ମସମର୍ପଣ କରିଦେଇଥିବାର ଦେଖିବାକୁ ମିଳିଛି । କେବଳ ଯେ, ବଡ଼ ବଡ଼ ଦେଶରେ କରୋନାର କୋପ ଦେଖିବାକୁ

‘ଶୀଘ୍ର ସିଙ୍ଗଡ଼ା ଖାଇ ନିଅ, ଏଇଠୁ ଶେଷ ହେଲା ତୁମ ଖେଳ’ : ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଧରିବା ବେଳେ ଏପରି ଫିଲ୍ମ ଷ୍ଟାଇଲ୍‌ରେ କହିଲେ ଭାରତୀୟ ଗୁଇନ୍ଦା ଅଧିକାରୀ

ଗୁଇନ୍ଦାଗିରୀ କରୁଥିବା ଜଣାପଡ଼ିବା ପରେ ଗତକାଲି ପାକିସ୍ତନା ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଭାରତ ୨୪ ଘଣ୍ଟା ଭିତରେ ସ୍ୱଦେଶ ଫେରିଯିବାକୁ କଡ଼ା ନିର୍ଦ୍ଦେଶ ହୋଇଛି । ସନ୍ଦେହ ହେବା ପରେ ଭାରତୀୟ ଅଧିକାରୀ ପାକିସ୍ଥାନ ଦୂତାବାସର ଏହି ଦୁଇ ଅଧିକାରୀଙ୍କୁ

ୱାନ୍ ନେସନ, ୱାନ୍ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସଓ୍ୱାନ ଦେଲେ ସୂଚନା

ମହତ୍ତ୍ୱାକାଂକ୍ଷୀ ‘ୱାନ୍ ନେସନ୍‌, ୱାନ ରାସନ କାର୍ଡ’ ଯୋଜନାରେ ସାମିଲ ହେଲା ଓଡ଼ିଶା । ଏଥିସହ ଆଉ ଦୁଇ ରାଜ୍ୟ ସିକିମ୍‌ ଓ ମିଜୋରାମ୍‌ ମଧ୍ୟ ଏହି ଯୋଜନାରେ ଆଜିଠାରୁ ସାମିଲ ହୋଇଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଛାଡି ଟ୍ରୋଲ୍‌ର ଶିକାର ହେଲେ ମହମ୍ମଦ ସାମୀଙ୍କର ପତ୍ନୀ ହସୀନ ଜାହାଁ

ଭାରତୀୟ କ୍ରିକେଟ ଦଳର ଅନ୍ୟତମ ପ୍ରମୁଖ ପେସ୍ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାଁଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଜଟଳ ହେବାର ଲାଗିଛି । ସୋସିଆଲ ସାଇଟ୍‌ରେ ସାମୀଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବିରୋଧରେ ପୋଷ୍ଟର୍ ଓ ସୋସିଆଲ ମିଡିଆରେ ନକାରାତ୍ମକ ମନ୍ତବ୍ୟ ଦେବାକୁ ନେଇ ଥାନାରେ ଏତଲା

ସୁନିୟୋଜିତ ଢଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ବଦ୍‌ନାମ କରିବା ପାଇଁ ବାଲେଶ୍ୱର ସହରର ବିଭିନ୍ନ କାନ୍ଥରେ ଲାଗିଛି ତାଙ୍କର ନିଖୋଜ ପୋଷ୍ଟର । ଫେସବୁକ୍‌ରେ ମଧ୍ୟ ନରକାତ୍ମକ ମନ୍ତବ୍ୟର ଧାରା ଚାଲିଛି । ଏହାକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ବାଲେଶ୍ୱର

ରୋହୀ ମାଛ ପୋଡ଼ା

ଆବଶ୍ୟକୀୟ ସାମଗ୍ରୀ : ବଡ଼ ସାଇଜ୍‌ରେ କଟା ହୋଇଥିବା ରୋହୀ ମାଛ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ବଟା, ଜିରା ପାଉଡର୍‌, ଧନିଆ ଗୁଣ୍ଡ, ଗରମ ମସଲା, ଚୁନ୍‌ ଚୁନ୍‌ କଟା ହୋଇଥିବା ପିଆଜ, ଅଦା ରସୁଣ ପେଷ୍ଟ୍‌, ନଡ଼ିଆ

ବିମାନ ଯାତ୍ରା ପାଇଁ ଡିଜିସିଏ ଜାରି କଲା ଗାଇଡ୍‌ଲାଇନ୍‌, ଜାଣନ୍ତୁ କ’ଣ ପ୍ରାବଧାନ ରହିଛି ଏହି ଗାଇଡ୍‌ଲାଇନ୍‌ରେ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷିତ ବିମାନ ଯାତ୍ରା ପାଇଁ ଡିଜିସିଏ ଜାରି କରିଛି ଗାଇଡ୍‌ଲାଇନ୍‌ । ଏଗୁଡ଼ିକ ହେଲା… * ବିମାନ ଯାତ୍ରା ସମୟରେ ବିମାନର ମଝି ସିଟ୍‌କୁ ଫାଙ୍କା ରଖାଯିବ । ଏହି ସିଟ୍‌ରେ ଯାତ୍ରୀମାନେ ବସିପାରିବେ ନାହିଁ

ଫୋନ୍‌ରୁ ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍, ଜାଣନ୍ତୁ ଏହା ବିଷୟରେ…

କରୋନା ଭାଇରସ୍‌ ସହିତ ଲଦାଖ୍‌ରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ଚୀନ୍ ବିରୋଧୀ ମନୋଭାବ ଭାରତୀୟଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଚାଇନିଜ୍ ମୋବାଇଲ୍‌ ଆପ୍ସ ଓ ଚୀନ୍‌ ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ଆରମ୍ଭ କରିଦେଇଛନ୍ତି ଭାରତୀୟ ଲୋକେ ।

ଭାରତୀୟ ସେନାକୁ ବଡ ସଫଳତା: ୧୩ ଆତଙ୍କବାଦୀ ନିହତ

କଶ୍ମୀରରେ ଆଜି ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ସେନା  ଗୋଟିଏ ଦିନରେ ୧୩ ଜଣ ଆତଙ୍କବାଦୀଙ୍କୁ ମାରିଦେଇଛି । ମିଳିଥିବା ସୂଚନା ଅନୁସାରେ ସୋମବାରଦିନ ଜମ୍ମୁ ଓ କଶ୍ମୀରର ମେଣ୍ଢର-ପୁଞ୍ଛ ଅଂଚଳରେ ଥିବା ନିୟନ୍ତ୍ରଣରେଖା ନିକଟରେ ସେନା ପକ୍ଷରୁ

ବାପା ହେବେ ହାର୍ଦ୍ଦିକ ପାଣ୍ଡ୍ୟା

ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ଏବଂ ତାଙ୍କ ପ୍ରେମିକା ତଥା ସର୍ବିୟାନ ବଲିଉଡ ଅଭିନେତ୍ରୀ ନାତାସା ଷ୍ଟାନକୋଭିକ୍ ଏକାସାଙ୍ଗରେ ଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ନିଜ ଫ୍ୟାନସଙ୍କୁ ଖୁସି

ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା: ରୂପେଶ ଭଦ୍ରଙ୍କୁ ମିଳିଲା ଜାମିନ

ବହୁ ଚର୍ଚ୍ଚିତ ଯାଜପୁର ଜିଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ରୂପେଶ ଭଦ୍ରଙ୍କୁ ଜାମିନ ମିଳିବ। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ହାଇକୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯିବ। ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରି ଜାମିନ