Date: June 2, 2020

Total 44 Posts

ଭାରତର ଧୈର୍ଯ୍ୟ ପରୀକ୍ଷା କରୁଛି ଡ୍ରାଗନ୍‌: ଲଦାଖ୍‌ ସୀମାରେ ପଇଁତରା ମାରିଲା ଚୀନ୍‌ ଯୁଦ୍ଧବିମାନ

ଲଦାଖ୍‌ର କେତେକ ଅଞ୍ଚଳରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଚୀନ୍‌ ଆଜି ପୁଣି ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରିଛି ଏବଂ ପୂର୍ବ ଲଦାଖ୍‌ରେ ସୀମାଠାରୁ ୩୫ କିମି ଦୂରରେ ଯୁଦ୍ଧ ବିମାନ ଉଡ଼ାଇଛି । ସେପଟେ ଚୀନ୍‌ର

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ଓ ବିଜେପି

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କେଜରିଓ୍ୱାଲ୍‌ଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଗତକାଲି ରାଜଧାନୀ ଦିଲ୍ଲୀର ସୀମାକୁ ସିଲ୍ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା ପରେ ଏହାକୁ ନାପସନ୍ଦ କରିଛନ୍ତି ଉଭୟ କଂଗ୍ରେସ

୨୦୨୧ରେ ପଶ୍ଚିମବଙ୍ଗରେ ଗଠନ ହେବ ବିଜେପି ସରକାର: ଅମିତ ଶାହ

ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ଜାରି ରହିଛି । ରାଜ୍ୟର ତୃଣମୂଳ କଂଗ୍ରେସ ସରକାର କରୋନା ସଙ୍କଟ ସହ ଲଢ଼ିବା ପାଇଁ ଅସମର୍ଥ ବୋଲି ଅଭିଯୋଗ କରିଛି ବିଜେପି । ଏହାପରେ ମମତା

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ଭାଇରାଲ ଘଟଣା: ୨ ଅଭିଯୁକ୍ତ ଗିରଫ

ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ହେବା ପୋଷ୍ଟର ଭାଇରାଲ ଘଟଣା‌ରେ ଆଜି ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଜ୍ଞାନେନ୍ଦ୍ର ମହାନ୍ତି ଏବଂ ଗୌତମ ସାହୁ। ଗିରଫ ପରେ ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଥିବା

ଜୁନ୍ ରେ ବଢିପାରେ କରୋନା ସଂକ୍ରମଣ

ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି । ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା । କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର । ସରକାରଙ୍କ ଜଣେ ବରିଷ୍ଠ

ପୂର୍ବତଟ ରେଳବାଇର ଘୋଷଣା: ରାଜ୍ୟ ଭିତରେ ଚାଲିବ ୫ଟି ସ୍ୱତନ୍ତ୍ର ଟ୍ରେନ

କରୋନା ଭାଇରସ ପାଇଁ ଲକଡାଉନ ୫.୦ ଜାରି ଥିବା ବେଳେ ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା ହୋଇଛି । ଏହି ୫ଟି ସ୍ୱତନ୍ତ୍ର ଟ୍ରେନ ଜୁନ ୮ ତାରିଖ ଠାରୁ ଜୁନ

ଲକଡାଉନ ୫.୦ ନିୟମରେ ସାମାନ୍ୟ ସଂଶୋଧନ କଲେ ରାଜ୍ୟ ସରକାର; ଜାଣନ୍ତୁ ନିୟମ

ଲକଡାଉନ ୫.୦ ନିୟମ ନେଇ ରାଜ୍ୟ ସରକାର ସାମାନ୍ୟ ସଂଶୋଧନ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିଲେ ବି ପରୀକ୍ଷା ହୋଇପାରିବ ବୋଲି ସରକାର କହିଛନ୍ତି । ଜୁଲାଇ ୩୧

ୱାଜିଦ ଖାନ୍‌ଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ

କରୋନା ଭାଇରସ୍‌ କାରଣରୁ ବଲିଉଡ୍‌ର ପ୍ରଖ୍ୟାତ ଗାୟକ ‘ୱାଜିଦ ଖାନ’ଙ୍କ ମୃତ୍ୟୁ ଖବରକୁ ନେଇ ସମସ୍ତେ ହତବାକ୍‌ ହୋଇଯାଇଥିବାବେଳେ ଏହାକୁ ନେଇ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ଖବର ଆସୁଛି ଯେ, ୱାଜିଦଙ୍କ ମା’ ରଜିନା ମଧ୍ୟ କରୋନା

ନାସା ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ : ମହାକାଶରେ ଫିଲ୍ମ ସୁଟିଂ କରିବେ ଟମ୍‌ କ୍ରୁଜ୍‌

ଟମ୍‌ କ୍ରୁଜ୍‌ ନିଜର ଅପ୍‌କମିଙ୍ଗ ଫିଲ୍ମର ସୁଟିଂ ମହାକାଶରେ କରିବାକୁ ନେଇ କିଛିଦିନ ଧରି ଚର୍ଚ୍ଚା ଜୋର୍‌ ଧରିଥିଲା । ଏହି ଖବରକୁ ସମସ୍ତେ ଗୁଜବ ବୋଲି ଧରିନେଇଥିଲେ । କିନ୍ତୁ ଏବେ ଯାହା ଜଣାପଡୁଛି, କଥାଟା ସତ ହୋଇପାରେ ।

ସପୁରି ଲଡୁ

ଆବଶ୍ୟକ ସାମଗ୍ରୀ: ପାଚିଲା ସପୁରୀ ରସ ଏକ କପ୍‌, ଡ୍ରାଏ ଫ୍ରୁଟ୍‌ସ ଅଧା କପ୍‌, ନଡିଆ କୋରା ଦୁଇ କପ୍‌, ଗୁଜୁରାତି ପାଉଡର ଅଧା ଚାମଚ, କ୍ଷୀର ଏକ କପ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍‌ରେ ଦୁଇ କପ୍‌ ନଡିଆ

ଆମେରିକା ଜାତିଗତ ହିଂସା: ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଡାକିଲେ ରାଷ୍ଟ୍ରପତି ଟ୍ରମ୍ପ

ଆମେରିକାରେ ଚାଲିଥିବା ଜାତିଗତ ହିଂସା ଉଗ୍ରରୂପ ନେବାରୁ ସ୍ଥିତି ଉଦ୍‌ବେଗଜନକ ହୋଇସାରିଛି । ଧନଜୀବନର ସୁରକ୍ଷା ସହିତ ବିକ୍ଷୋଭକାରୀ ଭିଆଉଥିବା ତୁମୁଳକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଧ୍ୟ ହୋଇ ସେନାକୁ ଡାକିଛନ୍ତି । ସେ କହିଛନ୍ତି ଯେ