Date: June 3, 2020

Total 44 Posts

ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

ସ୍କୁଲ ବନ୍ଦ ଥିବାରୁ ଏବେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ଦିଆଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର । ତେବେ ମାର୍ଚ୍ଚ ୧୬ ତାରିଖରୁ ଜୁନ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ

କ୍ୟାବିନେଟ ବୈଠକର ନିଷ୍ପତ୍ତି: ଅତ୍ୟାବଶ୍ୟକ ସାମଗ୍ରୀ ଆଇନରୁ ଡାଲି, ଆଳୁ ଏବଂ ପିଆଜ ବାଦ

କୃଷକମାନେ ଏଣିକି ସେମାନଙ୍କର ଉତ୍ପାଦକୁ ମଣ୍ଡି ବ୍ୟତୀତ ରପ୍ତାନିକାରୀଙ୍କୁ ସିଧାସଳଖ ବିକ୍ରୟ କରିପାରିବେ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ଅନେକ କୃଷିଜାତ ସାମଗ୍ରୀକୁ ବାଦ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି

ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା: ୫ ଶ୍ରମିକ ମୃତ, ୩୨ ଆହତ

ଗୁଜୁରାଟର ଦହେଜରେ ଥିବା ରାସାୟନିକ କାରଖାନାରେ ଦିନ ୧୨ଟାରେ ବଡ ଧରଣର ବିସ୍ଫୋରଣ ଘଟିଥିବା ବେଳେ ଏବେ ଏହାର ଶିକାର ହୋଇ ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ଏହା ସହ ୩୨ଜଣ ଏବେ ଗୁରୁତର ଆହତ ହୋଇ ମୃତ୍ୟୁ

ମୋବାଇଲ ଟର୍ଚ୍ଚ ଲାଇଟରେ ପଡୁଛି ଷ୍ଟିଚ୍

ଖୋର୍ଦ୍ଧାରୁ ଆସିଲା ପୁଣି ଏକ ଅନ୍ଧାରୀ ଚିକିତ୍ସାର ଚିତ୍ର । ମୋବାଇଲ ଟର୍ଚ୍ଚ ଲାଇଟରେ ପଡୁଛି ଷ୍ଟିଚ୍ ।  ଋଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଚିତ୍ର । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର

ରାଶି ଅନୁସାରେ ବ୍ୟବସାୟ କରି ସଫଳ ହୁଅନ୍ତୁ…

ପାଠକବନ୍ଧୁ ! ଆମେ ସମସ୍ତେ ନିଜ ନିଜର ରୁଚି ଅନୁଯାୟୀ ଗୋଟିଏ ଗୋଟିଏ କର୍ମସଂସ୍ଥାନକୁ ଆଦରି ନେଇଥାଉ । ମାତ୍ର, ସବୁ କର୍ମସଂସ୍ଥାନ ଆମ ପାଇଁ ଉପଯୋଗୀ ହୋଇନଥାଏ । ବେଳେ ବେଳେ ଅନେକ ବ୍ୟକ୍ତି ବହୁ ପରିଶ୍ରମ କରି ଗୋଟିଏ

କଳାହାଣ୍ଡିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

କଳାହାଣ୍ଡି ଜିଲ୍ଲାରେ ଆଜି ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬ ଜଣ ଆକ୍ରାନ୍ତ

ଦେଶର ନାମ ଇଣ୍ଡିଆ ବଦଳରେ ଭାରତ ପରିବର୍ତ୍ତନ ଆବେଦନ ହେଲା ଖାରଜ

‘ଇଣ୍ଡିଆ’ ଶବ୍ଦକୁ ‘ଭାରତ’ ରେ ପରିବର୍ତ୍ତନ କରିବା ଓ ସମ୍ବିଧାନରେ ସଂଶୋଧନ ଆଣିବାକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନକୁ ବୁଧବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ସଂପୃକ୍ତ ମନ୍ତ୍ରଣାଳୟକୁ ପ୍ରତିନିଧିତ୍ୱ ଭାବରେ ଏହାର ଲିଖିତ ଆବେଦନର ଏକ ନକଲ ପଠାଇବାକୁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏ

ଦୂରଦର୍ଶନରେ ପ୍ରସାରଣ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଦିନକ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ଛିଡ଼ା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ। ଲୋକଙ୍କୁ ସ୍ନାନଯାତ୍ରା ଦେଖିବାକୁ ହେଲେ ଘରେ ଟିଭି ସମ୍ମୁଖରେ ବସିବାକୁ ହେବ। ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦୂରଦର୍ଶନ ପ୍ରସାରଣ କରିବ। ଏଥି

ବିଶିଷ୍ଟ ସାହିତ୍ୟିକ ଓ ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ଡ.ନିତ୍ୟାନନ୍ଦ ଶତପଥୀଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ କର୍କଟରୋଗରେ ଆକ୍ରାନ୍ତ ହୋଇଥିବା ପ୍ରଫେସର୍ ଶତପଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ନିକଟରେ ତାଙ୍କୁ ଏକ

ଲାଲ ବାହିନୀଙ୍କ ଲାଲ ଆତଙ୍କ: ୧୧ଟି ଗାଡ଼ିରେ ଲଗାଇଲେ ନିଆଁ

କିଛି ଦିନର ନିରବତା ପରେ ନକ୍ସଲ କ୍ୟାଡରମାନେ ପୁଣି ଥରେ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ହିଂସାତ୍ମକ କାର୍ଯ୍ୟକଳାପ ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ନକ୍ସଲମାନେ ଗତ ବିଳମ୍ବିତ ରାତ୍ରରେ ୧୧ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ

ଜଗନ୍ନାଥଙ୍କର ମସ୍ତକରେ ରଥଯାତ୍ରା ସମୟରେ ଟାହିଆ ବନ୍ଧାଯିବା ପଛର ପୌରାଣିକ ତଥା ଆଲୌକିକ କଥା ସମ୍ପର୍କରେ ଜାଣନ୍ତୁ…

ଲୀଳାମୟ ଶ୍ରୀକ୍ଷେତ୍ର, ଲୀଳାମୟ ଶ୍ରୀଜଗନ୍ନାଥ ଆଉ ବିଚିତ୍ର ଲୀଳାମୟ ତାଙ୍କର ପୂଜାପଦ୍ଧତି, ବେଶ, ପର୍ବପର୍ବାଣୀ ଇତ୍ୟାଦି । ପ୍ରକୃତରେ ଜଗନ୍ନାଥଙ୍କ ଲୀଳା ଏକ ଚନ୍ଦନ କାଠ ସଦୃଶ, ଯାହାକୁ ଯେତେ ଘୋରୁଥିଲେ ସେତେ ନିର୍ଗତ ହେଉଥାଏ । ପ୍ରଭୁଙ୍କ ଲୀଳା ବାସ୍ତବରେ