Date: June 4, 2020

Total 48 Posts

କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର

କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମନ୍ତ୍ର ଦେଇଛନ୍ତି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଜୁନ୍ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଆତ୍ମସଂଯମ ହିଁ ଏକମାତ୍ର ବିକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ସରକାରଙ୍କ

ମହାପ୍ରଭୁ ଏହି କାରଣରୁ ଦିଅନ୍ତି ଗଜାନନ ବେଶରେ ଦର୍ଶନ

ପବିତ୍ର ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପୀ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମହାସ୍ନାନ ହୋଇଥାଏ । ଏହି ଅବସରରେ ଶ୍ରୀଜୀଉମାନଙ୍କର ଜନ୍ମ ଉତ୍ସବ ପାଳନ ବିଧି ରହିଥିବା ବେଳେ ଚତୁର୍ଦ୍ଧା ମୂରତି

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ: ଜାଣନ୍ତୁ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ରହିବ ପ୍ରଭାବ

ଜାନୁୟାରୀ ମାସରେ ଆମେ ୨୦୨୦ର ପ୍ରଥମ ଚନ୍ଦ୍ରଗ୍ରହଣର ଦେଖିଥିଲେ । ଏବେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଜୁନ୍ ୫ ତଥା ଆଜିରୁ କାଲି ମଧ୍ୟରେ ଦେଖିବାକୁ ମିଳିବ । ପ୍ରଥମ ଚନ୍ଦ୍ରଗ୍ରହଣ ପରି ଦ୍ଵିତୀୟ ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ,

କେରଳରେ ଅନ୍ତଃସତ୍ତ୍ୱା ହାତୀର ମୃତ୍ୟୁ ଘଟଣା : ହତ୍ୟାକାରୀଙ୍କୁ ଧରାଇ ଦେଲେ ମିଳିବ ୧ଲକ୍ଷ ଟଙ୍କାର ପୁରସ୍କାର

ଜଙ୍ଗଲୀ ଅନ୍ତଃସତ୍ତ୍ୱା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏଥିସହିତ ଓ୍ଵାଇଲ୍ଡ ଲାଇଫ୍‌ ଏସ୍‌ଓଏସ୍‌ ‌ ହତ୍ୟାରେ ସାମିଲ ଅଭିଯୁକ୍ତଙ୍କୁ ଧରାଇ ଦେଲେ ଏକଲକ୍ଷ ଟଙ୍କାର ପୁରସ୍କାର

ଲାଗିଲା ପ୍ରତିବନ୍ଧକ: ୧୦ବର୍ଷ ପର୍ଯ୍ୟନ୍ତ ଭାରତକୁ ଆସିପାରିବେନି ତବଲିଗି ଜମାତରେ ସାମିଲ ହୋଇଥିବା ବିଦେଶୀ ନାଗରିକ

ପର୍ଯ୍ୟଟକ ଭିସାରେ ଭାରତକୁ ଆସି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୯୬୦ବିଦେଶୀ ନାଗରିକଙ୍କ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ଭାରତକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଦେଶୀ ନାଗରିକମାନେ ପର୍ଯ୍ୟଟକ

ସଟ୍‌ଡାଉନ୍‌ ସମୟରେ ଚାଲିବ ବସ୍‌

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜୁନ୍‌ ମାସଟି କରୋନା ମହାମାରୀକୁ ରୋକିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ

କଟକରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ

ଆଜି ସନ୍ଧ୍ୟାରେ କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନରସିଂହପୁର ବ୍ଲକରୁ ୯ ଜଣ, ବଡମ୍ବା ବ୍ଲକରୁ ୨ ଜଣ ଓ

ମଧ୍ୟରାତ୍ରୀରେ ସ୍ନାନମଣ୍ଡପକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି

ସ୍ନାନଯାତ୍ରା ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଆଜି ତ୍ରୟୋଦାଶୀ ତିଥିରେ ସେନାପଟା ଲାଗି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ପହଣ୍ଡି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାତି

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଞ୍ଚୁଆ କିରାଣୀ

ଜଣେ ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ କିରାଣୀ। ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଳା ଆଗଲପୁର ତହସିଲ ଅଫିସରେ। ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ

୮ରେ ଲଘୁଚାପ, ୧୦ରୁ ପ୍ରବଳ ବର୍ଷା

ଆସନ୍ତା ୮ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି  । ଏହା ଫଳରେ ଓଡ଼ିଶାରେ ଜୁନ  ୧୦ ତାରିଖ ଠାରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗ

ଆସିଥିଲେ ଏକାଠି, ଚାଲିଗଲେ ଏକାଠି

ଜିଲ୍ଲାର  ତୁରୁମୁଙ୍ଗା ଥାନା ନୂଆଖମଣ ଗାଁର ବାଙ୍କ ସାହିରେ ଖେଳୁ ଖେଳୁ ଘର ନିକଟ ପୋଖରୀରେ ପଡ଼ି ଯାଇଥିଲେ ୬ ବର୍ଷର ଦୁଇ ଜାଆଁଳା ଭାଇ । ଏହା ଦେଖି ଘର ଓ ପଡୋଶୀ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।