Date: June 5, 2020

Total 46 Posts

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସ୍ୱାକ୍ଷରିତ ହେଲା ଐତିହାସିକ ପ୍ରତିରକ୍ଷା ଚୁକ୍ତି

ବିଗତ କିଛିବର୍ଷ ଧରି ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଥିବାରୁ ଭାରତ ତା’ର ସୁରକ୍ଷାକୁ ଆଖି ଆଗରେ ରଖି ଅଷ୍ଟ୍ରେଲିଆ ସହିତ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ମନସ୍ଥ କରିଛି । ଭାରତର ପ୍ରଧାନମନ୍ତ୍ରୀ

ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦେଶ: ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍‌ ପ୍ରକ୍ରିୟା ଶେଷ କର

ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍‌ ପ୍ରକ୍ରିୟା ଶେଷ କର। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଆଜି ବିଜ୍ଞପ୍ତି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା

ଜୁନ ୧୨ରେ ଜିଏସଟି କାଉନସିଲର ବୈଠକ

ଆସନ୍ତା ୧୨ ତାରିଖରେ ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଜିଏସଟି ରାଜସ୍ୱ ସଂଗ୍ରହ ଉପରେ କରୋନା ଭାଇରସର ପ୍ରଭାବ ସଂପର୍କରେ ଏହି ବୈଠକରେ ଆଲୋଚନା ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକରେ

ଭାରତୀ ଏୟାରଟେଲରେ ୫ ପ୍ରତିଶତ ସେୟାର କିଣିବ ଆମାଜନ୍ !

ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଆମାଜନ୍ ଖୁବଶୀଘ୍ର ଭାରତୀ ଏୟାରଟେଲର ୫ ପ୍ରତିଶତ ସେୟାର କିଣିପାରେ ବୋଲି ସୂଚନା ମିଳିଛି । ଏଥିପାଇଁ ଏବେ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଆରମ୍ଭ ହୋଇସାରିଛି । ତେବେ ଏୟାରଟେଲ୍ ନିଜ ତରଫରୁ ଏନେଇ

ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କଲେ ଶ୍ରୀଜିଉଙ୍କର ଛେରା ପହଁରା ନୀତି

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଛେରା ପହଁରା ନୀତି କରିବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସିଲେ ନାହିଁ । ତାଙ୍କ ପରିବର୍ତ୍ତେ ବିକଳ୍ପ ଭାବରେ ଧାର୍ମିକସମ୍ମତ ପ୍ରତିନିଧି ମୁଦିରସ୍ତ ଛେରା ପହଁରା ସେବାକାର୍ଯ୍ୟ କରିଛନ୍ତି । ଆଜି ଗଜପତି

କ୍ୱାରେଂଟାଇନ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ସାରା ଦେଶ ସମେତ ରାଜ୍ୟ ଏବେ କରୋନା ମହାମାରୀ ସହ ଲଢେଇ କରୁଛି । ବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ଯୋଗୁଁ ବର୍ତମାନ ସୁଦ୍ଧା ଓଡିଶାରେ କରୋନା ରୋଗୀମାନେ ଖୁବ ଶୀଘ୍ର ଉପକୃତ ହେଉଛନ୍ତି । କିନ୍ତୁ ଗତ କିଛିଦିନ ହେବ ପ୍ରବାସୀ

କୋଭିଡ୍ ପରିଚାଳନା ଦାୟିତ୍ୱରୁ ୯ ଆଇଏଏସ୍‌ ହଟିଲେ

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ଆସିବାପରେ କୋଭିଡ୍ ପରିଚାଳନାର ଅତିରିକ୍ତ ଦାୟିତ୍ୱରେ ଥିବା ୧୦ଜଣ ଆଇଏଏସଙ୍କୁ ହଟାଇ ରାଜ୍ୟ ସରକାର ହଟାଇ ଦେଇଛନ୍ତି। କୋଭିଡ୍ ପରିଚାଳନା ସାମଗ୍ରୀ କ୍ରୟ ନିମନ୍ତେ ଗଠିତ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିରୁ

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି

କରୋନା ମହାମାରୀ ଯୋଗୁଁ ଶିଳ୍ପଜଗତ ବିପୁଳ କ୍ଷତି ସହୁଥିବାବେଳେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସଫଳତାର ସିଡ଼ି ଚଢିଚାଲିଛି । ସେୟାର ମୂଲ୍ୟ ବଢିଚାଲିଥିବାରୁ କମ୍ପାନିର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୧୦ ଲକ୍ଷ କୋଟି ଟପିଯାଇଛି । କମ୍ପାନିର

ଫୋର୍ବସ ତାଲିକାରେ ଅକ୍ଷୟ

ଖିଲାଡି ଅକ୍ଷୟ କୁମାରଙ୍କୁ ଗତ ବର୍ଷ ହିଟ୍ ମେସିନର ଆଖ୍ୟା ଦିଆଯାଇଥିଲା । ତାଙ୍କର ପ୍ରାୟ ସବୁ ଫିଲ୍ମ ବ୍ଲକବଷ୍ଟର ହୋଇଛି । ତେବେ ଏହି ସଫଳତା ପଛରେ ଅକ୍ଷୟଙ୍କ ୨୫ ବର୍ଷର କଠିନ ପରିଶ୍ରମ ରହିଛି | ଅକ୍ଷୟଙ୍କ ଏହି

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ଜୁନ୍ ୮ରେ ଅପରାହ୍ନ ୩ଟା ୩୦ରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିବେ ଗୃହମନ୍ତ୍ରୀ ଅମିତ ଶାହା

କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ସମ୍ଭୋଧିତ କରିବେ ।