Date: June 6, 2020

Total 54 Posts

ଓ୍ୱେବ ସିରିଜ XXX-2ରେ ସେନାର ଅପମାନ ପ୍ରସଙ୍ଗ: ଏକତା କପୁରଙ୍କ ନାଁରେ ଦେଶର ବିଭିନ୍ନ ସ୍ଥାନରେ ମାମଲା

ସବୁବେଳେ ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରଯୋଜିକା ଏକତା କପୁରଙ୍କ ସଦ୍ୟ ୱେବ ସିରିଜ ଟ୍ରିପଲ ଏକ୍ସ-2କୁ ନେଇ ବିବାଦ ଘନେଇବାରେ ଲାଗିଛି । ବିହାରର ବିଜେପି ନେତା ଅନିଲ କୁମାର ଅଲଟ ବାଲାଜୀ ଆପର ଏହି ଶୋ’ରେ

ମାସ୍କ ବ୍ୟବହାର ସମ୍ପର୍କରେ ନୂଆ ଗାଇଡ୍‌ଲାଇନ୍ସ ଜାରି କଲା WHO

କରୋନା ଭାଇରସ୍‌ର ମୁକାବିଲା ପାଇଁ କିପରି ମାସ୍କ ବ୍ୟବହାର କରାଯିବ ସେନେଇ ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛି WHO(ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ) । WHO ତରଫରୁ ଦିଆଯାଇଥିବା ଗାଇଡ୍‌ଲାଇନ୍ସ ଅନୁଯାୟୀ, ବ୍ୟାପକ ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ

ଭୁବନେଶ୍ୱରରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ

ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ଥରେ ୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ନୂଆ ୫ ଜଣଙ୍କ ମଧ୍ୟରୁ ବାହାର ରାଜ୍ୟରୁ ୪ ଜଣ ଫେରିଥିବା

ରାଶି ଅନୁସାରେ ବାନ୍ଧନ୍ତୁ କଳାସୂତା, ନହେଲେ ପସ୍ତେଇବେ…

ଆଜିକାଲି ସବୁଲୋକ ହାତ କିମ୍ୱା ଗୋଡ଼ରେ କଳାସୂତା ବାନ୍ଧିବା ଏକପ୍ରକାର ଟ୍ରେଣ୍ଡ୍‌ରେ ପରିଣତ ହୋଇଗଲାଣି, ଅନେକ ଲୋକ ଏହାକୁ ଖରାପ ନଜର ହଟାଇବା ପାଇଁ ପିନ୍ଧିଥାନ୍ତି । କିନ୍ତୁ, ଆପଣ ଜାଣିଛନ୍ତି କି ଏମିତି କିଛି ରାଶି ରହିଛି ଯେଉଁ ରାଶିର

ମାଓନେତା ଡା. ଗଣନାଥ ପାତ୍ରଙ୍କ ପରଲୋକ

ବିଶିଷ୍ଟ ମାଓନେତା ତଥା ଚାଷୀମୂଲିଆ ଆଦିବାସୀ ସଂଘର ଉପଦେଷ୍ଟା ଡା. ଗଣନାଥ ପାତ୍ରଙ୍କର ଆଜି ସାରନଗରୀ ବାଲିଯୋଡି ଅବିନାଶପାଲିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଗତ ୨୦୧୨ରେ କଟକ ଚୌଦୁଆର ଜେଲ୍‌ରୁ ମୁକୁଳିବା

୧୦୪ରୁ ଫୋନ ଆସିଲେ ଏହାକୁ ନଉଠାଇଲେ ହେବ ମାମଲା ରୁଜୁ

କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ପାଇଁ ୧୦୪ ହେଲପ୍‌ଲାନ୍‌ ନମ୍ବର ବ୍ୟବସ୍ଥା କରିଛନ୍ତି। ଏହି ନମ୍ବରରେ କୋଭିଡ ସଂକ୍ରାନ୍ତରେ ତଥ୍ୟ ମିଳିପାରୁଛି। କିନ୍ତୁ କିଛି ଲୋକ ଏହାକୁ ଅଣଦେଖା କରୁଥିବାରୁ, ରାଜ୍ୟ ସରକାର ଏବେ ଶକ୍ତ ପଦକ୍ଷେପ ନେବାକୁ

ସୋମବାରଠାରୁ ରାଜ୍ୟର ୨୨ଟି ସହରକୁ ଗଡ଼ିବ ସରକାରୀ ବସ୍‌

ରାଜ୍ୟର ସାଧାରଣ ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୋମବାରଠାରୁ ବସ ସେବା ଯୋଗାଇବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି

୨୫ ସ୍କୁଲରୁ ଦରମା ନେଉଥିବା ଶିକ୍ଷୟିତ୍ରୀ ଗିରଫ୍

ଗିରଫ ହେଲେ ଶିକ୍ଷୟିତ୍ରୀ ଅନାମିକା ଶୁକ୍ଳା। ଗୋଟିଏ ସ୍କୁଲରେ ଚାକିରି କରି ୨୫ଟି ସ୍କୁଲରୁ ଦରମା ନେଉଥିବା ଅଭିଯୋଗ ରହିଛି ଉତ୍ତର ପ୍ରଦେଶର ଏହି ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ନାମରେ। ଫେବୃଆରୀ ମାସ ଯାଏ ଅନାମିକା ଶୁକ୍ଳା ନାମକ ଶିକ୍ଷୟିତ୍ରୀ ଜଣଙ୍କ ଦରମା

କେଜ୍ରିୱାଲଙ୍କ ନିର୍ଦେଶ: ଲକ୍ଷଣ ନଥିବା ରୋଗୀଙ୍କୁ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଡିସଚାର୍ଜ କରନ୍ତୁ

ଦିଲ୍ଲୀ ଡାକ୍ତରଖାନାମାନଙ୍କରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଶଯ୍ୟାକୁ ନେଇ ବିବାଦ ଦେଖା ଯିବା ପରେ ଏବେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଲକ୍ଷଣ ନଥିବା ରୋଗୀଙ୍କୁ ଭର୍ତ୍ତି ହେବାର ୨୪ ଘଣ୍ଟା ମଧ୍ୟରେ ଡିସଚାର୍ଜ କରିବାକୁ

କରୋନା ନେଲା ବଲିଉଡର ଜଣେ କଳାକାରଙ୍କ ଜୀବନ

ବଲିଉଡଙ୍କୁ ପୁଣି ଏକ ବଡ଼ କ୍ଷତି ହୋଇଛି। ଅଭିନେତା ଇରଫାନ୍ ଖାନ୍, ଋଷି କପୁର‍, ସଂଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ ଏବଂ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ପରେ ଜଣାଶୁଣା ବଲିଉଡ ପ୍ରଯୋଜକ ଅନୀଲ ସୁରୀଙ୍କର କରୋନା ଭାଇରସ୍ ସଂକ୍ରମଣ

୧୦୪ରୁ ଫୋନ୍‌ ଆସିଲେ କେହି ଗ୍ରହଣ ନ କଲେ ହେବ କାର୍ଯ୍ୟାନୁଷ୍ଠାନ

କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ପାଇଁ ୧୦୪ ହେଲପ୍‌ ଲାଇନ‌ ନମ୍ବର ବ୍ୟବସ୍ଥା କରିଛନ୍ତି। ଏହି ନମ୍ବରରେ କୋଭିଡ ସଂକ୍ରାନ୍ତରେ ତଥ୍ୟ ମିଳିପାରୁଛି। କିନ୍ତୁ କିଛି ଲୋକ ଏହାକୁ ଅଣଦେଖା କରୁଥିବାରୁ, ରାଜ୍ୟ ସରକାର ଏବେ ଶକ୍ତ ପଦକ୍ଷେପ