Date: June 7, 2020

Total 47 Posts

ସୀମା ବିବାଦର ସମାଧାନ ପାଇଁ ଭାରତକୁ ପ୍ରସ୍ତାବ ଦେଲା ନେପାଳ

ସୀମା ବିବାଦର ସମାଧାନ ପାଇଁ ଭାରତକୁ ପ୍ରସ୍ତାବ ଦେଇଛି ନେପାଳ । ବୈଦେଶିକ ସଚିବ ସ୍ତରରେ ଏହି ସୀମା ବିବାଦ ସଂକ୍ରାନ୍ତରେ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିବାକୁ ନେପାଳ ପକ୍ଷରୁ ଭାରତକୁ ଆହ୍ୱାନ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ତୁରନ୍ତ ଗିରଫ କରାଯାଉ: କଂଗ୍ରେସ ବିଧାୟକ ସୁର ରାଉତରାୟ

ଆସନ୍ତାକାଲି ଭର୍ଚୁଆଲ ରାଲି ଆୟୋଜନ କରିବେ କେନ୍ଦ୍ର ସରକାର । ତେବେ ଏହି ରାଲିର ଅବ୍ୟବହିତ ପୂର୍ବରୁ ଆରମ୍ଭ ହୋଇଯାଇଛି ରୋଚକ ରାଜନୀତି । କରୋନା ମହାବିପତ୍ତି ସମୟରେ ଏମିତି ଆୟୋଜନ ସମ୍ପୂର୍ଣ୍ଣ ରୂପେ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି

କାବୁଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅଭ୍ୟାସ ଆରମ୍ଭ କଲେ ଆଫଗାନ୍‌ କ୍ରିକେଟ ଦଳର ଖେଳାଳି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ବିଶ୍ୱରେ ବିଭିନ୍ନ କ୍ରିକେଟ ପ୍ରତିଯୋଗିତାଗୁଡ଼ିକ ସାମୟିକ ଭାବରେ ବନ୍ଦ ରଖାଯାଇଛି । ଏପରିକି ଜାତୀୟ ଶିବିର ବନ୍ଦ ଥିବାରୁ ଭାରତୀୟ ଖେଳାଳିମାନେ ଘରେ ରହି ଅଭ୍ୟାସ କରିବାର ସୁଯୋଗ ମଧ୍ୟ ପାଉନାହାଁନ୍ତି । ତେବେ

ବିରାଟ୍‌ କୋହଲିଙ୍କ ପ୍ରଶଂସାରେ ଶତମୁଖ ହେଲେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ଅଧିନାୟକ କେନ୍‌ ଓ୍ୱିଲିୟମସନ୍‌

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ତଥା ବିଶ୍ୱର ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ୍‌ ବିରାଟ୍‌ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ୱିଲିୟମସନ୍‌ । କୋହଲିଙ୍କ ସମକାଳୀନ ଖେଳାଳି ଭାବରେ ତା’ଙ୍କ ବିପକ୍ଷରେ ଖେଳିବାର ଅପୂର୍ବ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ

ଗ୍ରୀଷ୍ମଋତୁରେ ପୁଦିନା ବ୍ୟବହାର କଲେ ମିଳିଥାଏ ଚମତ୍କାରୀ ଫାଇଦା, ପଢନ୍ତୁ ଏ ବିଷୟରେ…

ଗ୍ରୀଷ୍ମଋତୁରେ ଅନୁଭୂତ ହେଉଥିବା ଅସହ୍ୟ ତାତି ପାଇଁ ଅନେକ ସମୟରେ ଶରୀର ଅସୁସ୍ଥ ହୋଇପଡ଼େ । ବିଶେଷକରି ପେଟଜନିତ ବ୍ୟାଧି ଏକ ପ୍ରମୁଖ ସମସ୍ୟା ହୋଇଥାଏ ଖରାଦିନମାନଙ୍କରେ । ଏଣୁ, ଏହି ଋତୁରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ

ଭାରତରେ ସେପ୍ଟେମ୍ବର ମଧ୍ୟଭାଗରେ କମିବ କରୋନା ସଂକ୍ରମଣ

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି । ଭାରତରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୪୮ ହଜାରରେ ପହଞ୍ଚିଛି ଓ ଭାରତ ବିଶ୍ୱର ୫ମ ସର୍ବାଧିକ ପ୍ରଭାବିତ ଦେଶରେ ପହଞ୍ଚିଛି । କିନ୍ତୁ ଏହା

କନ୍ନଡ ଅଭିନେତା ଚିରଞ୍ଜୀବୀ ସରଜାଙ୍କ ପରଲୋକ

ବର୍ଷ ୨୦୨୦ କୌଣସି ବର୍ଗର ଲୋକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ। ପ୍ରଥମେ ବଲିଉଡ ଇଣ୍ଡଷ୍ଟ୍ରି କିଛି ବଡ ତାରକାଙ୍କୁ ହରାଇବା ଥିବା ବେଳେ ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟ ଜଣେ ଜଣାଶୁଣା ଅଭିନେତାଙ୍କୁ ହରାଇଛି। ସେ ହେଲେ ଚିରଞ୍ଜୀବୀ ସରଜା।

ମାତ୍ର ୨୦ ମିନିଟରେ ଉପଲବ୍ଧ ହେବ କରୋନା ସ୍ୱାବ ନମୁନା ରିପୋର୍ଟ

କରୋନା ସ୍ୱାବ ନମୁନା ଟେଷ୍ଟିଂ ପାଇଁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବନି । ଏଥର ମାତ୍ର ୨୦ ମିନିଟରେ ଉପଲବ୍ଧ ହେବ ସ୍ୱାବ ନମୁନା ରିପୋର୍ଟ । କମ୍ ସମୟରେ ଜଣାପଡ଼ିଯିବ, ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି କି

ସୋମବାର ବିଜେପିର ଭର୍ଚୁଆଲ ରାଲି

ସୋମବାର ବିଜେପିର ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଟେକ୍ନୋଲୋଜି ଜରିଆରେ ଡିଜିଟାଲ ପ୍ଲାଟଫର୍ମରେ ଏକାଠି ହେବେ କର୍ମୀ ଓ ନେତା । ଏଥିପାଇଁ ସୋସିଆଲ ମିଡିଆରେ କର୍ମୀଙ୍କୁ ଏକାଠି କରିବାରେ ଲାଗିଛି ଦଳ ।

ସୋନୁ ସୁଦଙ୍କୁ ନେଇ ଆରମ୍ଭ ହେଲା ରାଜନୀତି

ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଉଦ୍ୟମରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି । ସୋନୁ ସୁଦ୍ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ସେମାନଙ୍କ ପରିବାର ପାଖକୁ ପଠାଇବା ପାଇଁ ତାଙ୍କର ଉଦାରତା ମହାରାଷ୍ଟ୍ର ସରକାର ଶିବସେନାଙ୍କୁ ପସନ୍ଦ ଆସିନି। ଶିବସେନା ଅଭିନେତା ସୋନୁ

ନିଜକୁ ନିର୍ଦୋଷ ବୋଲି କହିଲା ଚୀନ

ଚୀନ୍‌ର ଉହାନ ସହରରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏହାପରେ ଏହା ସମଗ୍ର ବିଶ୍ୱକୁ ବ୍ୟାପିଥିଲା। ଏବେ କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଲଢ଼େଇ କରୁଛି। ଚୀନ୍‌ ପକ୍ଷରୁ କରୋନା ଭୂତାଣୁ ସମ୍ପର୍କରେ ବିଳମ୍ବରେ ସୂଚନା ଦିଆଯାଇଥିବାରୁ ଏବେ