Date: June 8, 2020

Total 48 Posts

ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, କୋରାପୁଟ, କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। । ଏହି ସମୟ

ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ: ଜାତିସଂଘ ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ

କରୋନା ସଂକ୍ରମଣକୁ ଦୃଷ୍ଟିରେ ସାରା ବିଶ୍ୱରେ ଲାଗୁ ହୋଇଥିବା କଟକଣା ପାଇଁ ଅର୍ଥ ବ୍ୟବସ୍ଥା ଅକଳ୍ପନୀୟ ଭାବରେ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ରିପୋର୍ଟ ଅନୁସାରେ ଆଗାମୀ ୨ ବର୍ଷରେ ବିଶ୍ୱ ଅର୍ଥ

ଜୁଲାଇ ୭ରୁ ହେବ ଯୁକ୍ତ ୩ ଡିଗ୍ରୀ ଫାଇନାଲ ପରୀକ୍ଷା

କରୋନାଜନିତ ଲକଡାଉନ୍ ଯୋଗୁ ବାଧାପ୍ରାପ୍ତ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା କଲେଜଗୁଡ଼ିକରେ ଯୁକ୍ତ ୩ ଡିଗ୍ରୀ ଫାଇନାଲ ପରୀକ୍ଷା(ରେଗୁଲାର ଓ ବ୍ୟାକ୍ ) ଆସନ୍ତା ମାସ ୭ତାରିଖରୁ ହେବ। ଯୁକ୍ତ ୩ ଡିଗ୍ରୀ ଆର୍ଟସ, ସାଇନ୍ସ ଓ କର୍ମସ (ପାସ୍

ସରକାରୀ କର୍ମଚାରୀଙ୍କ ନିମନ୍ତେ ୨୭ସୂତ୍ରୀ ପରାମର୍ଶନାମା ଜାରି କଲେ ରାଜ୍ୟ ସରକାର

କରୋନା ସଂକ୍ରମଣ ମାମଲା ରାଜ୍ୟରେ ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାର ନିଜର ସମସ୍ତ ଅଫିସ କାର୍ଯ୍ୟକୁ ସ୍ୱାଭାବିକ କରିଛନ୍ତି। ତେବେ କୋଭିଡ୍‌-୧୯ ଗାଇଡଲାଇନକୁ ବିଭିନ୍ନ ଅଫିସରେ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବାରୁ ରାଜ୍ୟ ସରକାର ଆଜି ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଯାଇଛି। ଅର୍ଜୁନଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶିକ୍ଷକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ

ଏହି ରାଜ୍ୟ କଲା ଘୋଷଣା : ବିନା ପରୀକ୍ଷାରେ ୧୦ମ ଶ୍ରେଣୀର ଶିକ୍ଷାର୍ଥୀମାନେ ପରବର୍ତ୍ତୀ କ୍ଲାସକୁ ହେବେ ଉତ୍ତୀର୍ଣ୍ଣ

କରୋନା ସଙ୍କଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଚଳିତ ବର୍ଷ ବିନା ପରୀକ୍ଷାରେ ୧୦ମ ଶ୍ରେଣୀର ଶିକ୍ଷାର୍ଥୀମାନେ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହେବେ। କରୋନା ସଂକ୍ରମଣ

୨ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଅବଧିକୁ ନେଇ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ସୂଚନା ଦିଆଯାଇଛି । ୨ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ । ତେବେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ

କେଜ୍ରିୱାଲ ନେଇଥିଲେ ଏଭଳି ନିଷ୍ପତି, ପରିବର୍ତନ କଲେ ଉପରାଜ୍ୟପାଳ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକତରଫା ନିଷ୍ପତିକୁ ସୋମବାର ଉପରାଜ୍ୟପାଳ ଅନୀଲ ବୈଜଲ ବଦଳାଇ ଦେଇଛନ୍ତି । ଯେ କୌଣସି ରାଜ୍ୟର ଲୋକେ ଦିଲ୍ଲୀରେ ଚିକିତ୍ସିତ ହୋଇପାରିବେ । ଦିଲ୍ଲୀ ସମସ୍ତଙ୍କର ବୋଲି ସେ କହିଛନ୍ତି । କେଜ୍ରିୱାଲ କେବଳ ଦିଲ୍ଲୀବାସୀ

ଆସନ୍ତାକାଲିଠାରୁ ରାଜଧାନୀର ଆଉ ୨ଟି ରୁଟରେ ଗଡିବ ମୋ ବସ

ଆସନ୍ତାଠାରୁ ଭୁବନେଶ୍ୱରର ୨୪ ଏବଂ ୨୮ ରୁଟରେ ‘ମୋ ବସ୍’ ସେବା ଆରମ୍ଭ ହେବ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଆଜି ଟୁଇଟ କରି କୁହାଯାଇଛି, “ଯାତ୍ରୀମାନଙ୍କ ସୁବିଧା ପାଇଁ, ମଙ୍ଗଳବାରଠାରୁ ଆମେ ମୋବସ୍ ରୁଟ୍ ୨୪ ଏବଂ

ଲକଡାଉନ୍ ନିର୍ଦ୍ଦେଶନାମାରେ ହେଲା ପରିବର୍ତନ; ଜାଣନ୍ତୁ ନୂଆ ନିୟମ

କରୋନା ମୁକାବିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଜାରି ଲକଡାଉନ୍ ନିର୍ଦ୍ଦେଶନାମାରେ ଆଜି କେତେକ ପରିବର୍ତ୍ତନ ହୋଇଛି। ଆଜିଠୁ ଦେଶବ୍ୟାପୀ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଓଡ଼ିଶାରେ ଲକଡାଉନ୍ ନିୟମକୁ ପୂର୍ବଭଳି କଡ଼ାକଡ଼ି ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗତକାଲି

୭ଜଣଙ୍କ ଜୀବନ ନେଲା ବଜ୍ରପାତ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଆନନ୍ଦପୁର କାଠକଟା ବିର୍ସାମୁଣ୍ଡା ପଡ଼ିଆ ନିକଟରେ ଜଣେ ମୃତ