Date: June 9, 2020

Total 44 Posts

ଆସନ୍ତାକାଲି ଦିନ ୧୧ଟାରେ କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି କୋଭିଡ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହି ସମ୍ବୋଧନ କରିବେ । କାଲି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବ । କରୋନା ଆକ୍ରାନ୍ତ ଚିକିତ୍ସା ଓ ସେବା

ମଦ୍ୟପାନ କରୁଛନ୍ତି କି, ଜାଣନ୍ତୁ ଏହାର କୁପରିଣାମ…

ପାଠକବନ୍ଧୁ ! ମଦ୍ୟପାନର ସାମାଜିକ ମର୍ଯ୍ୟାଦା କିଛି ନଥାଏ । ଏହା ଏକ କଳୁଷିତ ଉତ୍ସାହ । କ୍ରମେ ଏହି ମଦ ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥାଏ । ଏହି ମଦ ଅଭ୍ୟାସ କାଳକ୍ରମେ ପିତାମାତାଙ୍କ ଗୁଣସୂତ୍ର ବା ଜିନ୍‌ରେ

୩୭ହଜାର ବୁଥରେ ଓଡ଼ିଶାକୁ ଅନୁଦାନର ପ୍ରଚାରପତ୍ର ବାଣ୍ଟିବ ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଧାରା ଓ ଓଡ଼ିଶାକୁ ମିଳିଥିବା ଅନୁଦାନ ଉଲ୍ଲେଖ ଥିବା ଏକ ପ୍ରଚାରପତ୍ର(ଲିଫଲେଟ)କୁ ବିଜେପି ରାଜ୍ୟର ୩୭ହଜାର ବୁଥରେ ବଣ୍ଟନ କରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ

ପୁରୀ ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର

ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତମାନଙ୍କୁ କରୋନା ଠାରୁ ଦୂରେଇ ରଖିବାପାଇଁ ପୁରୀରେ ଆରମ୍ଭ ହୋଇଛି ହୋମିଓପାଥିକ ସ୍ୱାସ୍ଥ୍ୟ ଶିବିର । ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍‍ଘାନଟ କରିଛନ୍ତି ।

କରୋନା ପାଇଁ ରାଜଧାନୀ ଦିଲ୍ଲୀର ଷ୍ଟାଡିୟମକୁ କରାଯିବ ହସ୍ପିଟାଲ !

କରୋନା ଭୂତାଣୁ ସଂକ୍ରମଣ କାରଣରୁ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ପ୍ରତି ଦିନ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ହସ୍ପିଟାଲ ଓ ବ୍ୟବସ୍ଥାର ଅଭାବ ଦେଖା ଦେଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିଲ୍ଲୀରେ

ସଟ୍‌ଡାଉନ୍‌ ଅବଧି ବଢ଼ିବା ଏକ ଗୁଜବ

କରୋନା ଭାଇରସ୍‌ ମୁକାବିଲା ପାଇଁ ହୋଇଥିବା ସଟ୍‌ଡାଉନ୍‌ ଅବଧି ବଢ଼ିବା ଚର୍ଚ୍ଚା ଏକ ଗୁଜବ। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। କରୋନା ଭାଇରସ୍‌ ମୁକାବିଲା ପାଇଁ

କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ଆସୁଛନ୍ତି ପାଞ୍ଚଟି କେନ୍ଦ୍ରୀୟ ଟିମ

କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଦଳ ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ୫୦ ଟି ଦଳକୁ ଆଠଟି ରାଜ୍ୟକୁ ପଠାଯାଉଛି। ଏହି ଟିମରେ ଜଣେ ବରିଷ୍ଠ ଯୁଗ୍ମ ସଚିବ ସ୍ତରର ଅଧିକାରୀଙ୍କ ନେତୃତ୍ୱରେ ସମୁଦାୟ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ପ୍ରୟାସରେ ଭୁବନେଶ୍ୱର ଫେରିବେ ବିଜୟ ମହାନ୍ତି

ଓଡିଶା ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଶ୍ରୀ ବିଜୟ ମହାନ୍ତି ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରେ ସଙ୍କଟାପର୍ଣ୍ଣ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି l ଭୁବନେଶ୍ୱର ଫେରିବା ପାଇଁ ବିଭିନ୍ନ ଅସୁବିଧା ହେଉଥିଲା ବୋଲି ପରିବାର ବର୍ଗ ଏବଂ ସିନେ କଳାକାର ମାନେ ସହାୟତା

କରୋନା ନେଇ ଆଇସିସି ପକ୍ଷରୁ ଗାଇଡଲାଇନ ଜାରି; ଜାଣନ୍ତୁ ନୂଆ ନିୟମ

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ସାମୟିକ ଭାବେ ନିୟମ ପରିବର୍ତ୍ତନ କରିଛି। ଏ ସଂକ୍ରାନ୍ତରେ ଆଜି ଆଇସିସି ପକ୍ଷରୁ ଗାଇଡଲାଇନ ଜାରି କରିଛି। ନୂଆ ନିୟମ ଅନୁଯାୟୀ, ଏଣିକି ବଲ୍‌କୁ ସାଇନ କରିବା ପାଇଁ ଖେଳାଳିମାନେ

ଏମ୍‌ସର ୪ ଡାକ୍ତରଙ୍କୁ କରୋନା

ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ କାର୍ଯ୍ୟରତ ୪ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମ୍‌ସ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ସିନିଅର ଓ ଜଣେ ଜୁନିଅର ରେସିଡେଣ୍ଟ ଡାକ୍ତର

କେଜ୍ରିୱାଲଙ୍କ ରିପୋର୍ଟ ଆସିଲା ନେଗେଟିଭ

ମହାମାରୀ କରୋନା ଲକ୍ଷଣ ପରେ ସେଲଫ ଆଇସୋଲେସନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କୋଭିଡ-୧୯ ଟେଷ୍ଟ କରାଯାଇଛି। ମଧ୍ୟାହ୍ନରେ କରୋନା ଟେଷ୍ଟ କରାଇଥିବା କେଜ୍ରିୱାଲଙ୍କ ରିପୋର୍ଟ ସନ୍ଧ୍ୟାରେ ଆସିଛି। ତେବେ ଆଶ୍ୱସ୍ତକର ବିଷୟ ହେଉଛି କେଜ୍ରିୱାଲଙ୍କ ରିପୋର୍ଟ ନେଗେଟିଭ ଆସିଛି।