Date: June 10, 2020

Total 46 Posts

ମହାପ୍ରଭୁଙ୍କ ଠାରେ ଲାଗି ହେଲା ଫୁଲୁରୀ ତେଲ

ପବିତ୍ର ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶ୍ରୀଜିଉମାନେ ଜ୍ୱରରେ ପଡ଼ିଛନ୍ତି। ଏବେ ଅଣସର ପିଣ୍ଡିରେ ବିଜେ କରିଥିବା ଜ୍ୱର ପୀଡ଼ିତ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଗୁପ୍ତନୀତି ଚାଲିଛି। ଦଇତାପତି ସେବକମାନଙ୍କ ଦ୍ଵାରା ଶାସ୍ତ୍ରାନୁମୋଦିତ ଚିକିତ୍ସା

ଏଥର କେନ୍ଦୁଝରରେ ପାଳନ ହେବନି ରଜ

କରୋନା ଭାଇରସ ପାଇଁ ଏଥର କେନ୍ଦୁଝର ଜିଲ୍ଲାରେ ରଜ ପାଳନ ହେବ ନାହିଁ। ପ୍ରଶାସନ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି। କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ଆଶିଷ ଠାକରେ କଟକଣା ଜାରି କରିଛନ୍ତି। ଫଳରେ ଆସନ୍ତାକାଲି ଠାରୁ କଟକଣା

ଝାରସୁଗୁଡ଼ାରେ ଗୋଟିଏ ପରିବାରର ୪ ଜଣଙ୍କୁ କରୋନା

ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଏ ନେଇ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଦାୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ସ୍ପଷ୍ଟ କରିଛନ୍ତି। ଜିଲ୍ଲାରେ ପ୍ରଥମ ଥର ଗୋଟିଏ

ଆସନ୍ତାକାଲି ଠାରୁ ଡିଏଲ୍‌ ପାଇଁ ସ୍ଲଟ ବୁକିଂ ଆରମ୍ଭ

କରୋନା ମହାମାରୀ ପାଇଁ ବନ୍ଦ ହୋଇଥିବା ଡିଏଲ୍‌ ଓ ଏଲଏଲ ଟେଷ୍ଟିଂ ପୁଣିଥରେ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷ। ସାମାଜିକ ଦୂରତା ଏବଂ କୋଭିଡ୍‌ କଟକଣା ଭିତରେ ଏହି ଟେଷ୍ଟିଂ କରାଯିବ। ଡିଏଲ୍‌ ପାଇଁ

ଭାରତକୁ ଆସିବ ନୀରବ ମୋଦି ଓ ମେହୁଲ ଚୋକ୍ସିଙ୍କ ୧୩୫୦ କୋଟି ଟଙ୍କାର ଅଳଙ୍କାର

ଋଣ ଟଙ୍କା ନେଇ ଭାରତରୁ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍ସିଙ୍କୁ ଜୋରଦାର ଝଟକା ଲାଗିଛି। ସେମାନେ ହଂକଂରୁ ଦୁବାଇ ଚାଲାଣ କରିବାକୁ ଥିବା ପ୍ରାୟ ୨୩ଶହ କେଜିରୁ ଅଧିକ ପରିମାଣର ହୀରା,

କରୋନା ସଂକ୍ରମଣକୁ ନେଇ ସରକାରୀ କର୍ମଚାରୀଙ୍କ ସିଫ୍ଟ ଘୋଷଣା କଲେ ଦିଦି

ପଶ୍ଚିମବଙ୍ଗ ସରକାର ବୁଧବାର ସରକାରୀ କାର୍ଯ୍ୟାଳୟରେ ଗହଳି କମ୍ କରିବା, ତରବରିଆ ଭାବେ ଅଫିସ ନ ଆସିବା ଏବଂ କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି କର୍ମଚାରୀଙ୍କ ଲାଗି ସିଫ୍ଟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଉପସଚିବ ସ୍ତରର

ଏଲଇଡି ବୋର୍ଡରେ ବାହାରୁ ଦେଖିପାରିବେ ଡାକ୍ତରଖାନା ଓ ନର୍ସିଂହୋମରେ ଥିବା ଶଯ୍ୟାର ଉପଲବ୍ଧତା ସହ ରୁମ୍ ଚାର୍ଜ

ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନା, କ୍ଲିନିକ୍ ଏବଂ ନର୍ସିଂହୋମରେ ଶଯ୍ୟାର ଉପଲବ୍ଧତା ସହ ରୁମ୍ ଚାର୍ଜ ବିଷୟରେ ଏଲଇଡି ବୋର୍ଡରେ ସେମାନଙ୍କ ପ୍ରତିଷ୍ଠାନ ବାହାରେ ପ୍ରଦର୍ଶିତ କରିବାକୁ ପଡିବ । ଜନସାଧାରଣଙ୍କ ସୁବିଧା ପାଇଁ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ ଏଭଳି ନିର୍ଦ୍ଦେଶ

ମୋ ବସରେ ଆରମ୍ଭ ହେଲା କ୍ୟାସ୍‌ଲେସ୍ ଟିକେଟ ସେବା

ମୋ ବସରେ ଆରମ୍ଭ ହୋଇଛି କ୍ୟାସ୍‌ଲେସ୍ ଟିକେଟ ସେବା । କ୍ରୁଟ ପକ୍ଷରୁ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ୧୬ ଓ ୨୦ ନମ୍ବର ରୁଟରେ ଏହି ସୁବିଧା ଉପଲବ୍ଧ ରହିଛି । ପରେ

୩ମାସ ବଢ଼ିଲା ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ଆହୁରି ୩ ମାସ ବୃଦ୍ଧି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟରେ ଅବଧି

ରଥଯାତ୍ରାକୁ ନେଇ ବର୍ଷିଲା ବିଜେପି ଓ କଂଗ୍ରେସ

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଚଳିତବର୍ଷ ହେବ କି ନାହିଁ ତାକୁ ନେଇ ରାଜ୍ୟ ସରକାର ନିରବ ରହିଥିବାବେଳେ ଆଜି ବିଜେପି ଓ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାର କାହିଁକି ପ୍ରସ୍ତୁତି ବୈଠକ କରୁନାହାନ୍ତି

ପୁଣିଥରେ ଅଜୟ-ଶ୍ରିୟାଙ୍କ ଯୋଡି

ସାଉଥ ଇଣ୍ଡଷ୍ଟ୍ରିର ଫେମସ ନିର୍ମାତା ଏସଏସ ରାଜମୌଲୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଟ୍ରିପଲ ଆର’କୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଦର୍ଶକ । ବର୍ତ୍ତମାନ ଏହି ଫିଲ୍ମରେ ଆଉ ଜଣେ ଫେମସ ଅଭିନେତ୍ରୀଙ୍କ ନାମ ସମ୍ପୃକ୍ତ ହୋଇଛି । ଭାରତର ୫ ଟି