Date: June 11, 2020

Total 51 Posts

ଭଦ୍ରକରେ ନିର୍ମାଣ ହେବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଭଦ୍ରକଠାରେ ଏକ ସ୍ମାରକୀ ନିର୍ମାଣ ହେବ । କାନ୍ତକବିଙ୍କ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ରାଜ୍ୟ ସରକାର ମାନ୍ୟତା ଦେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି

ସ୍କୁଲରେ ନାମ ଲେଖାଇବା ପାଇଁ ଏସ୍‌ଓପି ଜାରି

ସ୍କୁଲରେ ନାମ ଲେଖାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏସ୍‌ଓପି ଜାରି କରିଛି। ଏହି ଗାଇଡଲାଇନ୍‌ ଅନୁସାରେ ସ୍କୁଲରେ ନାମ ଲେଖାଯାଇପାରିବ। ନାମ ଲେଖାଇବା ସମୟରେ କୋଭିଡ୍‌-୧୯ ନିୟମାବଳି ବାଧ୍ୟତାମୂଳକ ଭାବେ ପାଳନ କରାଯିବ। ସେହିପରି ନାମଲେଖାରୁ ଯେପରି କୌଣସି

ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ ଦେଶର ୧୦୦ ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ପାଇଲା ସ୍ଥାନ

ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ଦେଶର ୧୦୦ଟି ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ୪ଟି ସଂସ୍ଥା ହେଲେ ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜୀ (ଏନଆଇଟି), ଶିକ୍ଷା ଓ ଅନୁସଂଧାନ ବିଶ୍ୱ ବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର ଓ

ପୁଣି ୮ କରୋନା ପଜିଟିଭ ଚିହ୍ନଟ; ଅନୁଗୁଳରୁ ୬ ଓ ଝାରସୁଗୁଡ଼ାରୁ ୨

ଅନୁଗୁଳ ଜିଲ୍ଲାରୁ ଆଜି ୬ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ

ଅଭିନେତା ଜଗେଶ ମୁକତିଙ୍କ ପରଲୋକ

ହିନ୍ଦୀ ଧାରାବାହିକ ଶ୍ରୀ ଗଣେଶ ଏବଂ ଅମିତା କା ଅମିତ ଭଳି ଭଳି ସୋ’ରେ ନଜର ଆସିଥିବା ଅଭିନେତା ଜଗେଶ ମୁକତିଙ୍କ ଦେହାନ୍ତ ହୋଇଛି । ମାତ୍ର ୪୭ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ବୁଧବାର ମୁମ୍ବାଇ ଡାକ୍ତରଖାନାରେ

ମାନିଲେନି ସାମାଜିକ ଦୂରତା: ସିଲ ହେଲା ଭୁବନେଶ୍ୱରର ୨୦ ଶୋ’ରୁମ୍

ଆଗକୁ ଗଣପର୍ବ ରଜ ଥିବାରୁ ନୂଆ ପୋଷାକ କିଣିବାକୁ ବଜାରରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନେ କରୋନା ପାଇଁ ଜାରି ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ ଗହଳି

ମୁମ୍ବାଇ କ୍ରଫୋର୍ଡ ମାର୍କେଟରେ ଅଗ୍ନିକାଣ୍ଡ

କରୋନା ସଂକ୍ରମଣ ମଧ୍ୟରେ ଆଉ ଏକ ବଡ଼ ବିପତ୍ତିର ସମ୍ମୁଖୀନ ହୋଇଛି ମୁମ୍ବାଇ। ଏଠାରେ ଥିବା ପ୍ରସିଦ୍ଧ କ୍ରଫୋର୍ଡ ମାର୍କେଟରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସନ୍ଧ୍ୟା ୬.୧୫ରେ ମାର୍କେଟ ମଧ୍ୟରୁ ଅତ୍ୟନ୍ତ ଭୟଙ୍କର କଳାଧୂଆଁ ବାହାରିଥିଲା। କେହି କିଛି ବୁଝିବା

୩୦ ଯାଏ ଜାମା ମସଜିଦ ବନ୍ଦ

କରୋନା ସଂକ୍ରମଣ ଆଶଙ୍କାରେ ଦିଲ୍ଲୀ ସ୍ଥିତ ଦେଶର ପ୍ରସିଦ୍ଧ ଜାମା ମସଜିଦକୁ ଆସନ୍ତା ୩୦ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ମଧ୍ୟରାତ୍ର ପରଠାରୁ ସର୍ବସାଧାରଣଙ୍କ ପାଇଁ ମସଜିଦର ଦରବାଜା ଖୋଲିବ ନାହିଁ। ଏ ସଂକ୍ରାନ୍ତରେ ଜମା ମସଜିଦର

ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର

କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି। ଏହା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ପିଛିଲା ଭାବେ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ୱାର୍ଡମେମ୍ବରଙ୍କଠୁ

ସମସ୍ତ ୟୁଜି ଓ ପିଜି ପରୀକ୍ଷା ବାତିଲ୍

କରୋନା ପାଇଁ ସମସ୍ତ ୟୁଜି (+୩ ) ଓ ପିଜି ପରୀକ୍ଷା ବାତିଲ୍ କଲେ ରାଜ୍ୟ ସରକାର। ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଦେଇଛନ୍ତି। ତେବେ ବିକଳ୍ପ ମୂଲ୍ୟାୟନ ଜରିଆରେ

ଶବ ଶୋଭାଯାତ୍ରା ବେଳେ ଭାଙ୍ଗିଲେ କୋଭିଡ ନିୟମ ; ୫୦୦ଜଣଙ୍କ ନାମରେ ମାମଲା ରୁଜୁ

କୋଭିଡ-୧୯ର ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଉରକେଲାରେ ଶବ ଶୋଭାଯାତ୍ରା ବେଳେ କୋଭିଡ ନିୟମ ଭାଙ୍ଗି ଏକତ୍ର ହୋଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ପାଖାପାଖି ୫୦୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ରାଉରକେଲା ଏସପି