Date: June 12, 2020

Total 39 Posts

ରଜ ପାଇଁ ଢ଼େଙ୍କାନାଳରେ ୧୪୪ ଧାରା ଲାଗୁ

କରୋନା ମହାମାରୀ ସତ୍ତ୍ୱେ ସାରା ରାଜ୍ୟରେ ରଜ ପାଇଁ ପ୍ରସ୍ତୁତି ଜୋରଦାର। କିନ୍ତୁ ରାଜ୍ୟର କିଛି ଜିଲ୍ଲାରେ ରଜ ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି। କେନ୍ଦୁଝର ଓ ଗଞ୍ଜାମ ପରେ ଏବେ ବାଲେଶ୍ୱର ଓ ଢ଼େଙ୍କାନାଳରେ ମଧ୍ୟ ରଜ ପାଇଁ

୧୭ରେ ନବୀନଙ୍କ ସହ କଥାହେବେ ମୋଦୀ

ଦେଶରେ ଅନଲକ୍‌ ୧ ଆରମ୍ଭ ହେବା ପରଠୁ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଦିନକୁ ହଜାର ହଜାର ସଂଖ୍ୟାରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ

ନାଇଟ କର୍ଫ୍ୟୁରେ ଚଳାଚଳ କରିପାରିବ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ

ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ଲକଡାଉନ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ (ଓଡ଼ିଶାରେ

ଫରେଷ୍ଟ ଗାଡ଼ ପ୍ରଦୀପ କୁମାର ରାଉତ ଦୁର୍ଘଟଣାର ଶିକାର

ସୋର, (ରଞ୍ଜିତ ମହାକୁଡ଼): ଜଙ୍ଗଲ ବିଭାଗ ର କର୍ମଚାରୀ ଡିଉଟି ସାରି ଫେରିବା ସମୟରେ ବାଇକ ଦୁର୍ଘଟଣା ରେ ଗୁରୁତର। ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ରେଞ୍ଚ ବରଜଦେଉଳି ବିଟ ଅଧୀନରେ କାର୍ଯ୍ୟରତ ଫରେଷ୍ଟ ଗାଡ଼ ପ୍ରଦୀପ କୁମାର ରାଉତ ବୟସ (31)

୧୭ରୁ ଡ୍ୟୁଟିରେ ଯୋଗ ଦେବେ ବିଶ୍ୱବିଦ୍ୟାଳୟ ଓ କଲେଜ ସବୁ ଅଧ୍ୟାପକ

ପୁଣି ବିଶ୍ୱବିଦ୍ୟାଳୟ ଓ କଲେଜକୁ ଯିବେ ଅଧ୍ୟାପକ। ଚଳିସ ମାସ ୧୭ ତାରିଖରୁ ସବୁ ଅଧ୍ୟାପକ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଡ୍ୟୁଟି କରିବାକୁ ଯିବେ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା

ସାଲେପୁର ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ୨୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ। ଗୋଟିଏ ବ୍ଲକ୍‌ରୁ ଚିହ୍ନଟ ହେଲେ ୨୬ ପଜିଟିଭ। କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ କ୍ୱାରେଣ୍ଟିନ୍ ସେଣ୍ଟର,

ନାଇଟ କର୍ଫ୍ୟୁ ଓ ସଟ୍‌ଡାଉନ ନିୟମରେ କୋହଳ କଲେ ରାଜ୍ୟ ସରକାର; ଜାଣନ୍ତୁ କ’ଣ ହେଲା କୋହଳ…

କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା

ନିଆରା ଢଙ୍ଗରେ ରଜ ମନେଇବ ଓଟିଡିସି; ବିଭିନ୍ନ ପ୍ରକାର ପିଠାର କରିବ ହୋମ୍ ଡେଲିଭରି

କୋଭିଡ-୧୯ ହେତୁ ଚଳିତ ବର୍ଷ ରଜ ପର୍ବ ଉତ୍ସବ ଟିକେ ନିଆରା ହେବ । କିଛି ଆୟୋଜକ ସାମାଜିକ ଦୂରତା ନିୟମ ଅନୁସରଣ କରି ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ‘Pitha

ଦିଲସାନ ଖାନ ହତ୍ୟାକାଣ୍ଡ ମାମଲା: ୯ ଗିରଫ

ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି

କୋଭିଡ ନିୟମ ଉଲଙ୍ଘନରେ ଆଦାୟ ହେଲାଣି ୧.୨୫ କୋଟିରୁ ଅଧିକ ଜରିମାନା

ଲକଡାଉନ୍  ନିୟମ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଠାରୁ ରାଜ୍ୟ ପୁଲିସ  ପକ୍ଷରୁ ଜରିମାନା ଆଦାୟ କରାଯାଇଛି। ଏଯାବତ୍  ମାସ୍କ ବ୍ୟବହାର ଉଲଙ୍ଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ବ ଉଲଙ୍ଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲଙ୍ଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ

ଗଂଜାମରେ ୨ ସୁରତ ଫେରନ୍ତାଙ୍କର ମୃତ୍ୟୁ

ଗଂଜାମ ଜିଲ୍ଲାରେ ଆଜି ୨ଜଣ ସୁରତ ଫେରନ୍ତାଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଜଣେ ଘରେ ପ୍ରାଣ ହାରିଥିବା ବେଳେ ଅନ୍ୟ ଜଣଙ୍କର କୋଭିଡ ହସ୍‌ପିଟାଲରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସନ୍ତୋଷ ବରାଡ଼ (୫୨) ଓ ପ୍ରଭାକର ଗୌଡ଼ (୪୦)।