Date: June 13, 2020

Total 36 Posts

ରାତ୍ର ଭୋଜନ ‘ବ୍ରେଡ୍‌ ପୋଟାଟୋ ଟିକ୍କୀ’…

ପାଠକବନ୍ଧୁ ! ରାତ୍ର ସମୟରେ କିଛି ହାଲ୍‌କା ଖାଇବା ସର୍ବଦା ସ୍ୱାସ୍ଥ୍ୟ ପକ୍ଷରେ ଶ୍ରେୟଷ୍କର । ଗରିଷ୍ଠ ଖାଦ୍ୟ ଖାଇଲେ ସଠିକ୍‌ ସମୟରେ ଶୟନରେ ସମସ୍ୟା ଉପୁଜିଥାଏ । ଖାସ୍‌ ଏଇଥିଲାଗି ଗୃହିଣୀମାନେ ରାତ୍ର ସମୟରେ ଗୃହର ସଦସ୍ୟମାନଙ୍କ ନିମନ୍ତେ ନାନାବିଧ

ନିଦ ହେଉନି, ରାତ୍ର ସମୟରେ ଶଯ୍ୟାରେ ପଡ଼ିରହୁଛନ୍ତି କି, ଜାଣନ୍ତୁ ଏହାର ନିରାକରଣ…

ପାଠକବନ୍ଧୁ ! ଆଜିକାର ଚକାଚମକ୍ୟ ଭରା ବ୍ୟସ୍ତବହୁଳ ଜୀବନରେ ବିଳମ୍ୱିତ ରାତିରେ ଶୟନ ନିମନ୍ତେ ଶଯ୍ୟାକୁ ଯିବା ଅନେକଙ୍କର ଏକ ନିତିଦିନିଆ ଅଭ୍ୟାସ ହୋଇଗଲାଣି । ପ୍ରାଥମିକ ସ୍ତରରେ ଏହାର କୁପରିଣାମ ଜଣାପଡ଼ୁ ନଥିଲେ ମଧ୍ୟ ଭବିଷ୍ୟତରେ ନିଦ୍ରାହୀନତା ଭଳି ଜଟିଳ

କ୍ୱାରେଣ୍ଟାଇନରେ ରହିବେ ବ୍ରହ୍ମଗିରି ଥାନାର ୧୩ ପୋଲିସ କର୍ମଚାରୀ

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କ୍ୱାରେଣ୍ଟାଇନରେ । ଏହି ଥାନାର ଆଇଆଇସିଙ୍କ ସମେତ ୧୩ଜଣ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନରେ ରହିବେ । ପୋଲିସ କର୍ମଚାରୀମାନେ ଜଣେ କରୋନା ପଜିଟିଭ୍ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ଏବେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି ।

ଭୁବନେଶ୍ୱରରେ ହେବନି ରଜ

ରାତି ପାହିଲେ ରଜ । କୁଆଁରୀ ଯୁବତୀମାନେ ଆଜି ସଜବାଜ ହୋଇଥିବା ବେଳେ ଆସନ୍ତା କାଲି ନୂଆ ଡ୍ରେସ ପିନ୍ଧି ହାତରେ ମେହେନ୍ଦୀ ଆଉ ପାଦରେ ଅଳତା ଲଗାଇ ରଜ ପର୍ବ ପାଳନ କରିବେ । ହେଲେ ସବୁ ବର୍ଷ ଭଳି

ପୁଣି ଥରେ କଏଦୀଙ୍କ ଠାରେ କରୋନା ଚିହ୍ନଟ

ଚୋରି ଘଟଣାରେ ଗିରଫ ହୋଇଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଂଚଳର ଜଣେ ମୁଖ୍ୟ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବାରୁ ପୁଲିସ ଓ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ିଛି।

କରୋନା ମୁକାବିଲା ପାଇଁ ମୋଦୀଙ୍କ ସମୀକ୍ଷା ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଏବଂ ଅଧିକାରୀଙ୍କ ସହ ବିସ୍ତୃତ ଭାବେ କୋଭିଡ -୧୯ ମହାମାରୀ ଉପରେ ସମୀକ୍ଷା କରିଛନ୍ତି। ମହାମାରୀ ପ୍ରସଙ୍ଗରେ ଜାତୀୟ ସ୍ତରର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରାଯାଇଥିଲା। ଏହି ବୈଠକରେ ଦିଲ୍ଲୀ

ଅନ୍‌ଲାଇନରେ ମିଳିବ ରଜପାନ

ଆସନ୍ତାକାଲି ଓଡ଼ିଆଙ୍କ ଗଣପର୍ବ ରଜ । ତେବେ କରୋନା ପାଇଁ ଚଳିତ ବର୍ଷ ରଜ ଫିକା ପଡିଛି । ଚାରିଆଡେ ଲକଡାଉନ କଟକଣା ଲାଗୁ କରାଯାଇଛି । ଏଥିସହ ସଟଡାଉନ୍ ବି ହୋଇଛି । ତେବେ ରଜ ଯେପରି ଫିକା ନପଡିବ

କଳାହାଣ୍ଡିରେ ପୁଣି ୧୬ କରୋନା ପଜିଟିଭ୍ ଚିହ୍ନଟ

କଳାହାଣ୍ଡିରେ ପୁଣି ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଜଣ ବାହାର ରାଜ୍ୟ ଓ ଦେଶରୁ ଫେରିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୧୬

ମୁଖ୍ୟମନ୍ତ୍ରୀଙ୍କ ସହ ଆର୍ସେଲର-ମିତ୍ତଲ ଅଧ୍ୟକ୍ଷଙ୍କ ଆଲୋଚନା; ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ

ବିଶ୍ୱର ୧ନମ୍ବର ଷ୍ଟିଲ କମ୍ପାନି ଆର୍ସେଲର-ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଛନ୍ତି । କମ୍ପାନି ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ବୋଲି

କଟକରେ ପାଳନ ହେବନି ରଜ

କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ କେନ୍ଦୁଝର, ଖୋର୍ଦ୍ଧା ଏବଂ ବାଲେଶ୍ୱର ପରେ କଟକରେ ମଧ୍ୟ ରଜ ପର୍ବ ଉପରେ ପ୍ରତିବନ୍ଧକ ଲଗାଇଲା ଜିଲ୍ଲା ପ୍ରଶାସନ । ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ଏକାଠି ରଜ ମହୋତ୍ସବ ପାଳନ କରିବା

ନେପାଳ ସଂସଦରେ ନୂଆ ମ୍ୟାପରେ ଲାଗିଲା ମୋହର

ଦେଶର ନୂଆ ମାନଚିତ୍ର ଉପରେ ମୋହର ମାରିବା ପାଇଁ ନେପାଳ ସରକାର ଡାକିଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ଶେଷରେ ସଫଳ ହୋଇଛି। ବିତର୍କ ଭୋଟିଂ ଜରିଆରେ ନେପାଳ ସଂସଦରେ ନୂଆ ମ୍ୟାପ ବିଲକୁ ଅନୁମୋଦନ ମିଳିଛି। ଏହି ନୂଆ ମ୍ୟାପରେ ଭାରତର