Date: June 14, 2020

Total 42 Posts

କରୋନା ସଂକ୍ରମଣ ପାଇଁ ବେଜିଂରେ ଜାରି ହେଲା ଜରୁରୀ ପରିସ୍ଥିତି

ଚୀନ୍‌ର ରାଜଧାନୀ ବେଜିଂକୁ ପୁନର୍ବାର ଫେରିଛି କରୋନା ଭାଇରସ୍‌ । ଏହାର ମୁକାବିଲା ପାଇଁ ବେଜିଂରେ ଯୁଦ୍ଧକାଳୀନ ଜରୁରୀ ପରିସ୍ଥିତି ଜାରି କରାଯାଇଛି । ସ୍ଥାନୀୟ ସିନ୍‌ଫାଦି ହୋଲ୍‌ସେଲ୍‌ ବଜାର ଓ ଜିଙ୍ଗ୍‌ସେନ୍‌ ସାମୁଦ୍ରିକ ଆମିଷ ଖାଦ୍ୟର ବଜାରକୁ ତୁରନ୍ତ ବନ୍ଦ

ବିଶ୍ୱତମାମ୍‌ ଚର୍ଚ୍ଚା: କରୋନା ପାଇଁ ଏହି ପ୍ରସିଦ୍ଧ ମହିଳା ଖେଳାଳି ଜଣଙ୍କ ସାଜିଲେ ପର୍ଣ୍ଣ ଷ୍ଟାର୍‌, ସମ୍ପୂର୍ଣ୍ଣ ଖବର ପାଇଁ ପଢନ୍ତୁ…

ସାରା ଦୁନିଆରେ ତାଣ୍ଡବ ରଚି ଚାଲିଛି ମହାମାରୀ କରୋନା । ପ୍ରତ୍ୟେକ ବ୍ୟକ୍ତିଙ୍କ ସାମାଜିକ ତଥା ଆର୍ଥିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି ଏହି ଭୟଙ୍କର ଭାଇରସ୍‌ । ଅଧିକାଂଶ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି କରୋନା । ଏହି

ସାବଧାନ ! ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଛି କରୋନା…

ଭାରତରେ କରୋନା ସଂକ୍ରମଣ ପାଇଁ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ୧୦ ହଜାରରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେଉଛନ୍ତି । କିନ୍ତୁ, ଦେଶରେ ଗୋଷ୍ଠୀ ସଂକ୍ରମଣ(କମ୍ୟୁନିଟି ଟ୍ରାନ୍ସମିଶନ୍‌) ପର୍ଯ୍ୟାୟ ଆରମ୍ଭ ହୋଇଥିବା କଥାକୁ ସରକାର

ଗୁଜରାଟରେ ଭୂ-କମ୍ପ

ଦେଶ ସଂପ୍ରତି କରୋନା ମହାମାରୀ ସହିତ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଦିଲ୍ଲୀ-ଏନସିଆରରେ ଚଳିତ ବର୍ଷ ଅନେକ ଥର ଭୂକମ୍ପ ହେବା ପରେ ଆଜି ଗୁଜରାଟ ମାଟି ଦୋହଲିଛି। ଆଜି ରାତି ୮ଟା ୧୩ ମିନିଟ୍‌ରେ ଗୁଜରାଟରେ ଭୂକମ୍ପ ଝଟକା

କ’ଣ ସତରେ ସୁଶାନ୍ତଙ୍କୁ କରାଯାଇଛି ହତ୍ୟା ? ଆରମ୍ଭ ହେଲା ଚର୍ଚ୍ଚା

ସୁଶାନ୍ତଙ୍କୁ ହତ୍ୟା କରାଯାଇଛି । ସେ କେବେ ବି ଏଭଳି ପଦକ୍ଷପ ନେଇ ପାରିବ ନାହିଁ । କେହି ଜଣେ ତା’ ହତ୍ୟାର ଷଡଯନ୍ତ୍ର କରିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏଭଳି ଚାଞ୍ଚଲ୍ୟକର ଦାବି

ଭାଲୁ ଆକ୍ରମଣରେ ୨ ମୃତ

ଜୀବନ ବଞ୍ଚାଇବା ପାଇଁ ୩ ଜଣ ଲୋକ ଭାଲୁ ସହିତ ଜୋରଦାର ଲଢ଼େଇ କରିଛନ୍ତି। କିନ୍ତୁ ଭାଲୁର ପଂଞ୍ଝା ଓ ମୁହଁରୁ ରକ୍ଷା ପାଇପାରିଲେ ନାହିଁ ୨ ଜଣ ଲୋକ। ଅନ୍ୟ ଜଣେ ଆହତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ

ଜନ୍ମ କଲା ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ବାପା

ନୂଆପଡ଼ା: ଘରୋଇ କଳିକୁ କେନ୍ଦ୍ରକରି ବାପା ହାତରେ ପୁଅର ଜୀବନ ଯାଇଛି।। ନିଜ ୩ ମାସର ଶିଶୁପୁତ୍ରକୁ ହତ୍ୟା କରି ବାପା ମଧ୍ୟ ନିଜେ ଆତ୍ମହତ୍ୟା କରିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ

ପବିତ୍ର ରଜ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ…

ସାରା ଓଡ଼ିଶାରେ ଆଜି ଘରେ ଘରେ ପାଳିତ ହେଉଛି ପହିଲି ରଜ । ଏହା ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ଅଟେ । ଏହି ଅବସରରେ ରାଜ୍ୟବାସୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,

୬ ଆଇଏଏସଙ୍କ ଦାୟିତ୍ୱରେ ଦିଲ୍ଲୀ

ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଜଟିଳ ହେଉଥିବା ଦେଖି କେନ୍ଦ୍ର ସରକାର ୬ ଆଇଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ଏଯାବତ ୩୮ ହଜାର ଆକ୍ରାନ୍ତ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି। ବରିଷ୍ଠ ଆଇଏଏସ ଅଫିସର ଏସ.ସି.ଏଲ

ଅଡିଟ୍‌ ହେବ ପିଏମ୍‌ କେୟାର୍ସ ଫଣ୍ଡ୍‌: ନିଯୁକ୍ତ ହେଲେ ସ୍ୱତନ୍ତ୍ର ଅଡିଟର୍‌

ଦେଶରେ କରୋନା ଭାଇରସ୍‌ ପାଇଁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସଙ୍କଟ ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ଭୟଙ୍କର ଭାଇରସ୍‌ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ

ଟ୍ୟାଙ୍କର ବିସ୍ଫୋରଣ ୧୯ ଜଣଙ୍କର ମୃତ୍ୟୁ; ୧୭୨ରୁ ଅଧିକ ଆହତ

ଚୀନର ଜେଜିଆଙ୍ଗ ପ୍ରାନ୍ତରେ ଟ୍ୟାଙ୍କର ବିସ୍ଫୋରଣ କରିବାରୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭୨ରୁ ଅଧିକ ଆହତ ହୋଇଛନ୍ତି। ଏ ନେଇ ଜେଜିଆଙ୍ଗ ପ୍ରଶାସନ ସୂଚନା ଦେଇଛି। ପେଟ୍ରୋଲିୟମ ଭର୍ତ୍ତି ଟ୍ୟାଙ୍କରଟି ଜେଜିଆଙ୍ଗର ଲିଅନଘସାନ ଗାଁରେ ଛିଡ଼ା ହୋଇଥିଲା। କୌଣସି କାରଣରୁ