Date: June 15, 2020

Total 46 Posts

ରାଜନଗରରେ ମାତ୍ର ୪ ମିନିଟ୍‌ର ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ

ଆକସ୍ମିକ ଭାବରେ କାଳରୂପୀ ଘୂର୍ଣ୍ଣିଝଡ଼ ମାଡ଼ିଆସିଲା, ଆଉ କେଇ ମୁହୂର୍ତ୍ତର ଅନ୍ତରାଳରେ ରଚିଲା ଅଭୁଲା ତାଣ୍ଡବ । ଦୁଇଟି ଗାଁର ଅନେକ ପରିବାରକୁ ସତେ ଯେପରି ଛାର୍‌ଖାର୍‌ କରିଦେଲା । ଛପର ଘର ଉଡ଼ାଇ ନେଲା ଏବଂ ବଡ଼ ବଡ଼ ଗଛ

ଆସନ୍ତାକାଲିଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ, କରୋନା ମୁକାବିଲା ନେଇ ପ୍ରସ୍ତୁତ ହେବ ରଣନୀତି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଥିବାରୁ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭିଡିଓ କନ୍‌ଫରେନସିଂ ଜରିଆରେ ଏହି

ସୀମା ବିବାଦକୁ ନେଇ ପୁନର୍ବାର ହେବ ଭାରତ-ଚୀନ୍ ମଧ୍ୟରେ ଆଲୋଚନା

ସୀମାରେ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ପୁନର୍ବାର ବୈଠକ ହେବ ବୋଲି ସୂଚନା ମିଳିଛି । ଦୁଇ ଦେଶର ବ୍ରିଗେଡିୟର ଏବଂ କର୍ଣ୍ଣେଲ ପଦବୀର ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ । ଆଲୋଚନା

କରୋନା ପ୍ରୋଟୋକଲ୍‌ର ସମସ୍ତ ନିୟମ ମାନି ଝିଅର ବିବାହ କଲେ କେରଳ ମୁଖ୍ୟମନ୍ତ୍ରୀ !

କରୋନା ସମୟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ଝିଅ ଟି. ବୀଣା । ଡିଓ୍ଵାଇଏଫ୍‌ଆଇ ର ନ୍ୟାସ୍‌ନାଲ୍‌ ପ୍ରେସିଡେଣ୍ଟ ମହମ୍ମଦ ରିୟାଜଙ୍କୁ ଜୀବନସାଥୀ ଭାବରେ ପାଇଛନ୍ତି ବୀଣା । ଆଜି ଏହି ହାଇପ୍ରୋଫାଇଲ୍‌ ବିବାହ ଅତି

ତେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କଲେ ରାହୁଲ ଗାନ୍ଧୀ

କରୋନା ସଙ୍କଟ ସମୟରେ ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ବୃଦ୍ଧି ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଟ୍ୱିଟ୍ କରି ମନମୋହନ ସିଂହ ସରକାର ଏବଂ ବର୍ତ୍ତମାନର ମୋଦୀ ସରକାରଙ୍କ ସମୟରେ

ଆକ୍ଟର ସୁଶାନ୍ତଙ୍କର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଫୋରେନସିକ୍ ଟିମ୍ କରିବ ଅଧିକ ଯାଞ୍ଚ !

ନିଜର ଜୀବନ୍ତ ଅଭିନୟ ପାଇଁ ସ୍ୱତନ୍ତ୍ର ପରିଚିତି ପାଇଥିବା ବଲିଉଡ୍‌ର ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ଲାଗି ତାଙ୍କ ପରିବାର ପକ୍ଷରୁ ଅଧିକ ତଦନ୍ତ କରାଯିବା ନେଇ ପୋଲିସ ନିକଟରେ ଦାବି କରାଯାଇଥିଲା ।

ଗୁଣି ଗାରେଡ଼ି ସନ୍ଦେହରେ ଡବଲ ମର୍ଡର

ରାୟଗଡ଼ା ବ୍ଲକ୍‌ କାରୁବାଇ ପଞ୍ଚାୟତ ଶେଷଖାଲ ଥାନା ଅନ୍ତର୍ଗତ ବଡକଷପାଡ଼ୁ ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଡବଲ ମର୍ଡର। ସଂପର୍କୀୟ କକା ଯଦୁମଣି ମାଣ୍ଡାଙ୍ଗି ଓ ଶ୍ୱଶୁର ପୋଲି ତାଡିଙ୍ଗଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ଅଭିଯୁକ୍ତ ହତ୍ୟା କରିଛି

ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡିଦେଲା ପାକିସ୍ତାନ

ପାକିସ୍ତାନ ଭାରତୀୟ ଦୂତବାସର ୨ ଅଧିକାରୀଙ୍କୁ ଛାଡ଼ି ଦେଇଛି। ଏହି ଦୁଇ ଅଧିକାରୀଙ୍କ ନିଖୋଜ ହେବାର ଖବର ପ୍ରଥମେ ପ୍ରକାଶ ପାଇଥିଲା ​​ଏବଂ ପରେ ଉଭୟଙ୍କୁ ଗରିଫ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ଭାରତ ଏହାକୁ ତୀବ୍ର ବିରୋଧ କରିଥିଲା। ଫଳରେ

ମାୟାନଗରୀର ଏହି ଷ୍ଟାରମାନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ

ମାୟାନଗରୀ ମୁମ୍ବାଇ । ନାଁ ଯେମିତି କାମ ବି ସେମିତି । ସହରର ମାୟାରେ ଅନେକ ସିତାରା ହଜି ଯାଇଛନ୍ତି । ଅନେକ ନାଁ କମାଇବାରେ ସଫଳ ମଧ୍ୟ ହୋଇଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଏମିତି ଅଛନ୍ତି ଯିଏ

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡ଼ି ଘୋଷାଡ଼ି ବ୍ୟାଙ୍କ ନେବା ଘଟଣା: ମ୍ୟାନେଜର ନିଲମ୍ବିତ

ନୂଆପଡ଼ା ଜିଲ୍ଲାରୁ ଦୁଇଦିନ ତଳେ ଏକ ଅଭାବନୀୟ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଥିଲା। ବ୍ୟାଙ୍କ ମ୍ୟାନେଜରଙ୍କ କହିବାନୁସାରେ ଜଣେ ଝିଅ ଚାଲିବାକୁ ଅକ୍ଷମ ଥିବା ମା’ଙ୍କ ଜନଧନ ଯୋଜନାର ଟଙ୍କା ଉଠାଇବା ପାଇଁ ବାଧ୍ୟ ହୋଇ ଦଉଡିଆ ଖଟରେ ମା’କୁ ଶୁଆଇ

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଏଭଳି ଖୁଲାସା କଲେ କଙ୍ଗନା

ଆକ୍ଟର ସୁଶାନ୍ତ ସିଂ ରାଜପୁତ ଡିପ୍ରେଶନରେ ଆତ୍ମହତ୍ୟା କରିବାକୁ ନେଇ ଆଶ୍ଚର୍ଯ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ପ୍ରଶଂସକ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ କାହିଁକି ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ । ଅନେକଙ୍କ ଅନୁଯାୟୀ