Date: June 16, 2020

Total 44 Posts

ରଥଯାତ୍ରାକୁ ବିରୋଧ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ମାମଲାରେ ଇଣ୍ଟରଭେନିଂ ପିଟିସନର ହେଲେ କାଳିଆ ସାଆନ୍ତଙ୍କର ମୁସଲିମ୍‌ ଶ୍ରଦ୍ଧାଳୁ

ରଥଯାତ୍ରାକୁ ବିରୋଧ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣୀ ଉପରେ ରାଜ୍ୟବାସୀଙ୍କ ସମସ୍ତ ଧ୍ୟାନ କେନ୍ଦ୍ରୀଭୂତ ହୋଇଅଛି । ତେବେ ଏକ ପ୍ରମୁଖ ଘଟଣାକ୍ରମରେ କାଳିଆ ସାଆନ୍ତଙ୍କର ମୁସଲିମ୍‌ ଶ୍ରଦ୍ଧାଳୁ ଅଫତାପ ହୁସେନ ଏହି ମାମଲାରେ ଇଣ୍ଟରଭେନିଂ ପିଟିସନ ଦାଖଲ

ବିବାହ ଭୋଜି ରୋଷେୟା କରୋନା ଆକ୍ରାନ୍ତ; ୮୭ଜଣ ସଙ୍ଗରୋଧରେ

ମଧ୍ୟପ୍ରଦେଶରେ ଅନ୍‌ଲକ୍‌-୧ ଚାଲିଥିବା ବେଳେ ରାଜ୍ୟରେ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମଧ୍ୟପ୍ରଦେଶର ଛତରପୁରର ବନ୍ଧା ଗ୍ରାମ ପଞ୍ଚାୟତରେ ଏକ ବିବାହ ସମାରୋହ ଆୟୋଜିତ ହୋଇଥିଲା। ଏହି ବିବାହରେ ଅତିଥିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ପାଇଁ ଆସିଥିବା ରୋଷେଇଆ

ଗାଲଓ୍ୱାନ ଉପତ୍ୟାକାରେ ସଂଘର୍ଷ: ୨୦ ଭାରତୀୟ ଯବାନ ସହିଦ, ପ୍ରତିପକ୍ଷ ଚୀନ୍‌ ସେନାର ମୃତାହତଙ୍କ ସଂଖ୍ୟା ଅତିକମ୍‌ରେ ୪୩

ପୂର୍ବ ଲଦ୍ଦାଖର ଗାଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହେବା ଫଳରେ ଅତି କମରେ ୨୦ ଜଣ ଭାରତୀୟ ଯବାନ ସହିଦ୍‌ ହୋଇଥିବା ସୂଚନା ମିଳିଛି । ଜାତୀୟ ଖବର ସରବହରା ସଂସ୍ଥା ଏଏନ୍‌ଆଇ ପକ୍ଷରୁ ଏ ସଂକ୍ରାନ୍ତରେ

ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅମାନବୀୟ ବ୍ୟବହାର ଦେଖାଇଲା ପାକିସ୍ତାନ ପୋଲିସ

ଗତକାଲି ପାକିସ୍ତାନରେ ଭାରତୀୟ ଦୂତାବାସର ଦୁଇଜଣ କର୍ମଚାରୀଙ୍କୁ ପାକିସ୍ତାନ ପୋଲିସ ଉଠାଇ ନେଇଥିଲା । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଭାରତର ଚାପ ଆଗରେ ଉପାୟଶୂନ୍ୟ ହୋଇ ଏହି ଦୁଇ କର୍ମଚାରୀଙ୍କୁ ଗତକାଲି ରାତିରେ ପାକିସ୍ତାନ ମୁକ୍ତ କରିବାକୁ ବାଧ୍ୟ

ନକଲି ସାନିଟାଇଜର୍‌ ପ୍ରସ୍ତୁତିକୁ ନେଇ ଦେଶବ୍ୟାପୀ ସତର୍କ ସୂଚନା ଜାରି କଲା ସିବିଆଇ !

କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଡାକ୍ତର ହ୍ୟାଣ୍ଡ୍‌ ସାନିଟାଇଜର୍‌ ବାରମ୍ୱାର ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଏହି ସାନିଟାଇଜର୍‌ ବେଳେ ବେଳେ ସଂକ୍ରମଣ ରୋକିବା ପରିବର୍ତ୍ତେ ମନୁଷ୍ୟ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସେଣ୍ଟ୍ରାଲ

ବଡ଼ଦାଣ୍ଡରୁ ହଟିବେ ଉଠା ଦୋକାନୀ

ଜୁନ୍‌ ୧୯ ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡରୁ ଉଠା ଦୋକାନୀ ହଟିବେ। ଏନେଇ ପୁରୀ ପୌର ସଂସ୍ଥା ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ସିଂହଦ୍ୱାର ନିକଟରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଫଳରେ ରଥଯାତ୍ରା

ସିବିଆଇ ହାତରେ ଲାଗିଲା ୩୭ ଲକ୍ଷ ଟଙ୍କା; ପିଏନବି ଠକେଇରୁ ମିଳିଲା ସୁରାକ

ସିବିଆଇ ହାତରେ ଲାଗିଛି ୩୭ ଲକ୍ଷ ୯୦ ହଜାର ୫ ଶହ ଟଙ୍କା । ପିଏନବି ୩୨ କୋଟି ଠକେଇର ତନାଘନା ବେଳେ ମିଳିଲା ସୁରାକ। ଠକେଇ କରିଥିବା ସଂସ୍ଥା ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନର ତତ୍କାଳୀନ ନିର୍ଦେଶକ କୌଶିକ ମହାନ୍ତିଙ୍କର ଆକାଉଣ୍ଟରୁ

ବାଲେଶ୍ୱରରେ ଦୁଇ ମୁଣ୍ଡ ଥିବା ଶିଶୁକନ୍ୟା ଜନ୍ମ

ବାଲେଶ୍ୱରର ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇଟି ମୁଣ୍ଡ ଥିବା ଶିଶୁକନ୍ୟା ଜନ୍ମ ହୋଇଛି। ନବଜାତ ଶିଶୁକନ୍ୟାର ଗୋଟିଏ ମୁଣ୍ଡ ସକ୍ରିୟ ଥିବା ବେଳେ ଅନ୍ୟଟି ନିଷ୍କ୍ରିୟ ଥିବା ଜଣାପଡ଼ିଛି। ସକ୍ରିୟ ମୁଣ୍ଡର ପଛପଟରେ ନିଷ୍କ୍ରିୟ ମୁଣ୍ଡଟି ରହିଛି । ସୂଚନା

ମୋଦୀଙ୍କ ବୈଠକରେ ଯୋଗ ଦେବେନି ମମତା

ଆଜି ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ

୨୦ରୁ ଝାରସୁଗୁଡା-ରାୟପୁର ବିମାନ ଉଡାଣ ଆରମ୍ଭ କରିବ ଆଲାଇନ୍ସ ଏୟାର

ବିଗତ ତିନି ମାସର ବ୍ୟବଧାନ ପରେ ଆସନ୍ତା ଜୁନ୍ ୨୦ରୁ ଆଲାଇନ୍ସ ଏୟାର ପକ୍ଷରୁ ଝାରସୁଗୁଡାରୁ ରାୟପୁରକୁ ବିମାନ ଚଳାଚଳ ଆରମ୍ଭ କରାଯିବ। କରୋନାଭାଇରସ ମହାମାରୀ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଫଳରେ ପ୍ରାୟ ତିନିମାସ ହେବ ବିମାନ ଚଳାଚଳ

ରାଉରକେଲା ଏସପିଙ୍କ ନାଁରେ ଫେସବୁକରେ ଫେକ୍ ଆଇଡି ଖୋଲି ହେଲା ଗିରଫ

ରାଉରକେଲା ଏସପି କେ ଶିବା ସୁବ୍ରମଣୀଙ୍କ ନାଁରେ ଫେସବୁକରେ ଫେକ୍ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଙ୍ଗ କରିବା ଜଣେ ନାବାଳକକୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ଉକ୍ତ ନାବାଳକକୁ ଗିରଫ କରିଛି ଉଦିତନଗର ପୁଲିସ। ଗିରଫ ନାବାଳକର ଘର ବଲାଙ୍ଗୀର ଜିଲ୍ଲାର