Date: June 17, 2020

Total 39 Posts

ଡିସ୍କୋଭରିରେ ପ୍ରସାରିତ ହେବ ଫନି ମୁକାବିଲା କାହାଣୀ !

୨୦୧୯ ମସିହାର ମେ’ ମାସ ୩ ତାରିଖ ଦିନ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ‘ଫନି’ । ଏହାର ପ୍ରଭାବରେ ଉପକୂଳ ଓଡିଶାର କେତେକ ଜିଲ୍ଲା ସହ ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ସବୁକିଛି ହୋଇଯାଇଥିଲା ଧ୍ୱସ୍ତବିଧ୍ୱସ୍ତ

ପ୍ରତିଶୋଧ ପାଇଁ ଯୁଦ୍ଧମୁଦ୍ରାରେ ଭାରତ ସରକାର: ଭୟଙ୍କର ଦୁର୍ଦ୍ଦଶା ଭୋଗିବ ଡ୍ରାଗନ୍‌, ସ୍ୱାଧୀନତାର ସ୍ୱାଦ ଚାଖିପାରେ ତିବ୍ଦତ

ପୂର୍ବ ଲଦାଖର ଗଲଓ୍ଵାନ ଘାଟିରେ ଭାରତ-ଚୀନ୍‌ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପରେ ଆକ୍ସନ ମୁଡ୍‌ରେ ମୋଦୀ ସରକାର । ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୧୯ତାରିଖ ସନ୍ଧ୍ୟା ୫ଟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏଥିରେ ସମସ୍ତ ପ୍ରମୁଖ ରାଜନୈତିକ ଦଳର

କେମିତି ରହିବେ ସୁସ୍ଥ, ଜାଣନ୍ତୁ କେତୋଟି ଭଲ ଅଭ୍ୟାସ…

ଆଧୁନିକତାର ଛାପରେ ମଣିଷ ଆଜି ସମ୍ପୂର୍ଣ୍ଣ ଭାବରେ ଧରାଶାୟୀ । ପାଶ୍ଚାତ୍ୟ ଜୀବନଶୈଳୀ ପ୍ରତି ମୋହ ରଖି ପାରମ୍ପରିକ ଖାଦ୍ୟପାନୀୟ ଓ ପରମ୍ପରାକୁ ଜଳାଞ୍ଜଳି ଦେଇ ନିଜେ ସ୍ୱହସ୍ତରେ ଭୟଙ୍କର ସ୍ୱାସ୍ଥ୍ୟ ସଙ୍କଟକୁ ନିମନ୍ତ୍ରଣ କରୁଅଛି । ପ୍ରଭାବିତ ହେଉଛି ତା’ର

ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥାହେଲେ ନବୀନ: ମୋଦିଙ୍କ ଆଗରେ ରଖିଲେ ଏହି ୩ ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୌଠକ ବେଳେ ୩ଟି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାବି ଗୁଡିକ ହେଲା ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ । ଉପସାଗରୀୟ ଦେଶରେ ଅଟକ

ଆପ ଦେଲା ସ୍ପଷ୍ଟିକରଣ: କରୋନାର ଶିକାର ହୋଇନାହାନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ନୁହେଁ। ଅନେକ ମିଡ଼ିଆ ରିପୋର୍ଟ ପ୍ରକାଶ ପାଇବା ପରେ ଆପ (AAP) ପକ୍ଷରୁ ସ୍ପଷ୍ଟି କରଣ ଦିଆଯାଇଛି କି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ନୁହେଁ। ସେ ସମ୍ପୂର୍ଣ୍ଣ ସୁସ୍ଥ। ତେଣୁ କୌଣସି ର୍ୟୁମରକୁ ବିଶ୍ୱାସ

ଆସିଲା ରିପୋର୍ଟ : ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଠାରେ କରୋନା ଚିହ୍ନଟ

ଦିଲ୍ଲୀ ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କଠାରେ କରୋନା ଲକ୍ଷଣ ନଜର ଆସିବା ପରେ ମଙ୍ଗଳବାର ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ମଧ୍ୟରେ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସହିଦଙ୍କ ପ୍ରତି ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ୱର: ଲଦାଖ ଗାଲଓାନ ଭ୍ୟାଲିରେ ୨୦ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଓଡିଆ ବି ରହିଥିଲେ । ଏବେ ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରତି

କଳିଙ୍ଗ ଷ୍ଟାଡ଼ିଅମରେ ପ୍ରତିଷ୍ଠା ହେବ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ର

ଓଡ଼ିଶା ସମେତ ଆଠଟି ରାଜ୍ୟରେ ଏହି ସୁବିଧା କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଫ୍ଲାଗ ସିପ୍ କାର୍ଯ୍ୟକ୍ରମ “ଖେଲୋ ଇଣ୍ଡିଆ ଯୋଜନା” ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ରାଜ୍ୟ ଓ

ମାର୍କେଟ ବିଲ୍‌ଡିଂ ଖୋଲିଲା

କୋଭିଡ କଟକଣା ଉଲ୍ଲଘଂନ ଯୋଗୁ ଗତ ଶୁକ୍ରବାରଠାରୁ ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍‌ଡିଂକୁ ସିଲ କରି ଦିଆଯାଇଥିଲା। ତେବେ ବୁଧବାରଠାରୁ ମାର୍କେଟ ବିଲ୍‌ଡିଂ ଖୋଲିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କୁହାଯାଇଛି। ଏ ନେଇ ବିଏମସି ପକ୍ଷରୁ କିଛି ସର୍ତ୍ତମୂଳକ

ୱାଟ୍‍କୋ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ରାଜ୍ୟର ଚାରିଟି ମହାନଗର ନିଗମରେ ଖୁବ୍‍ଶୀଘ୍ର ଟ୍ୟାପ୍‍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ । ଲୋକେ ସିଧାସଳଖ ଏହି ଟ୍ୟାପ୍‍ରୁ ଆକ୍ୱାଗାର୍ଡ ମାନର ପାଣି ପିଇପାରିବେ । ଭୁବନେଶ୍ୱର ମହାନଗର ନିଗମର କେତେକ ୱାର୍ଡରେ ପ୍ରଥମ

ସମସ୍ତ ଭୂମିହୀନ ଲୋକଙ୍କୁ ଘରଡିହ ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଗ୍ରାମାଂଚଳର ସମସ୍ତ ଗରିବ ପରିବାରଙ୍କ କଚ୍ଚା ଘରକୁ ପକ୍କାଘରରେ ପରିଣତ କରିବା ଦିଗରେ ଏକ ବଡ ପଦକ୍ଷେପ ସ୍ୱରୂପ ଗତ ୫ବର୍ଷ ମଧ୍ୟରେ ୨୫ ଲକ୍ଷ ୧୮ ହଜାର ୪ଶହ ୯୭ ପକ୍କା ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ