Date: June 18, 2020

Total 42 Posts

୨୧ରେ ସୂର୍ଯ୍ୟ ପରାଗ , ଜାଣନ୍ତୁ କେଉଁ ସମୟରେ କ’ଣ ରହିଛି ନିୟମ

ଜୁନ ୧୮:୨୦୨୦ ମସିହାର ସବୁଠୁ ବଡ ମହାଜାଗତିକ ଘଟଣା ଜୁନ ୨୧ ତାରିଖରେ ହେବାକୁ ଯାଉଛି । ଆସନ୍ତା ରବିବାର ବଳୟ ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ । ଶନିବାର ରାତି ୧୦.୩୮ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଆଉ

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର

ରଥଯାତ୍ରା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ । ତେଣୁ ଚଳିତ ବର୍ଷ

୮ ଜଣକୁ ଛାଡି ୧ ହଜାରରୁ ଅଧିକ ଲୋକଙ୍କୁ ଅନଫଲୋ କଲେ କରନ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ତାଙ୍କ ଫ୍ୟାନ୍ସଙ୍କ କ୍ରୋଧ । ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ଆରମ୍ଭ ହୋଇଯାଇଛି ୱାର । ଯାହାକୁ ଆଧାର କରି ଫେମସ ନିର୍ମାତା କରନ ଜୋହର, ଆଲିୟା ଭଟ୍ଟ,

ରଥଯାତ୍ରା ବନ୍ଦ ନିଷ୍ପତ୍ତି; ଆସନ୍ତାକାଲି ପାଇଁ ପୁରୀ ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ବଡଦାଣ୍ଡକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା । ସେନା ପକ୍ଷରୁ ବଡଦାଣ୍ଡ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ କୋର୍ଟଙ୍କ ନିଷ୍ପତ୍ତି ପ୍ରତିବାଦରେ ଆସନ୍ତାକାଲି(ଶୁକ୍ରବାର) ପୁରୀ ବନ୍ଦ ଡାକରା ଦିଆଯାଇଛି । ଏହାକୁ ପ୍ରତ୍ୟେକ ଜିଲ୍ଲାରେ ଆକୁଣ୍ଠ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

ଆରମ୍ଭ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଜାରି ରହିଛି । ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବୈଠକରେ ଆଲୋଚନା ହେଉଛି । ବୈଠକରେ ଆଡଭୋକେଟ ଜେନେରାଲ, ପୁରୀ

ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ପୂର୍ବ ଲଦ୍ଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଘୋମାଘୋଟ ଲଢ଼େଇରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ପାର୍ଥିବ ଶରୀରରେ ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱରରେ ପହଁଚିଲା ୨ ସହିିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଲଢ଼େଇରେ ଗତ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ଅପରାହ୍ନରେ ପହଞ୍ଚିଛି। ସେନାର

୨୦ରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ । ପ୍ରବାସୀଙ୍କ ପାଇଁ ଖୋଲିଲା ରୋଜଗାରର ବାଟ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି,

ସୁଶାନ୍ତଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କଲେ ପରିବାର ଲୋକେ

ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କଲେ ପରିବାର ଲୋକେ । ତାଙ୍କ ବାପା କେ କେ ସିଂହ, ଭଉଣୀ ଶ୍ୱେତା ସିଂହ କୀର୍ତ୍ତିଙ୍କ ସମେତ ପରିବାରର ଅନ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି । ଏହା

କରୋନା ପରୀକ୍ଷା ପାଇଁ ମୋବାଇଲ୍ ଲ୍ୟାବ ଲଞ୍ଚ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାବ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯାଉଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଗୁରୁବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ମୋବାଇଲ୍ ଲ୍ୟାବ

ନିଜ ସାନ ଭାଇଙ୍କୁ ମାରିଲା ବଡ ଭାଇ

ମୋବାଇଲକୁ ନେଇ କାଶୀପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ମୋବାଇଲ ପାଇଁ ଦୁଇ ଭାଇଙ୍କମଧ୍ୟରେ ଝଗଡା ହେଇଥିଲା। ଶେଷରେ କଥା ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ବଡ଼ ଭାଇର ଠେଙ୍ଗା ମାଡରେ ସାନ ଭାଇର ଜୀବନ ଚାଲି ଯାଇଥିବା ଖବର ମିଳିଛି।