Date: June 19, 2020

Total 51 Posts

ଓଡିଶା ଏଫ୍‌ସିର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେଲେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ୟାକ୍ସଟର୍‌

ଇଂଲଣ୍ଡର ଅଭିଜ୍ଞ ଷ୍ଟୁଆର୍ଟ ବ୍ୟାକ୍ସଟର୍‌ଙ୍କୁ ଓଡିଶା ଏଫ୍‌ସି ଦଳର ମୂଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ୭ମ ହିରୋ ଇଣ୍ଡିଆନ ସୁପର ଲିଗ୍ ପୂର୍ବରୁ ଷ୍ଟୁଆର୍ଟଙ୍କ ସହ ଓଡ଼ିଶା ଏଫସି ୨ ବର୍ଷୀୟା ଚୁକ୍ତି କରିଥିବାର ଜଣାପଡ଼ିଛି । ସେ

ଜଳପଥରେ ଡ୍ରାଗନ୍‌କୁ ଘେରିବ ନୌସେନା: ଭାରତ ମହାସାଗରକୁ ପଠାଗଲା ଅତିରିକ୍ତ ଯୁଦ୍ଧ ଜାହାଜ

ଭାରତ ଓ ଚୀନ୍‌ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚିସାରିଥିବା ବେଳେ ସମ୍ଭାବିତ ଯୁଦ୍ଧର ପ୍ରସ୍ତୁତି ସ୍ୱରୂପ ଭାରତୀୟ ନୌସେନା ଭାରତ ମହାସାଗରକୁ ଅତିରିକ୍ତ ଯୁଦ୍ଧ ଜାହାଜ ପଠାଇଛି । ଏହାକୁ ଭାରତ ମହାସାଗରରେ ମୁତୟନ କରାଯାଇଥିବା

ପୁଣି କ୍ରିକେଟ ମୈଦାନକୁ ଓହ୍ଲାଇବେ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ୍‌ ଡି ଭିଲର୍ସ

ଦକ୍ଷିଣ ଆଫ୍ରିକାର ବିଶ୍ୱବିନ୍ଦିତ କ୍ରିକେଟର୍‌ ଏବି ଡି ଭିଲର୍ସ ପୁଣିଥରେ କ୍ରିକେଟ୍‌ ମୈଦାନକୁ ଫେରିବେ ବୋଲି ଜଣାପଡ଼ିଛି । ମହାମାରୀ କରୋନା ଭାଇରସ୍‌ ଲାଗି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଜୁନ୍‌ ୨୭ରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଆୟୋଜନ କରିବ । ଏହି

ଏମ୍‌ସ ସର୍ବଭାରତୀୟ ପିଜି ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କଲେ ଭୁବନେଶ୍ୱର ଏମ୍‌ସ ଛାତ୍ରୀ ବିନିତା

ଦିଲ୍ଲୀ ଏମ୍ସ ପକ୍ଷରୁ ଅନୁଷ୍ଠିତ ଏମ୍ସ -ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅର୍ଥାତ୍ ଜୁନ୍ ୧୯ରେ ଘୋଷଣା କରାଯାଇଛି। ଶ୍ରେଷ୍ଠ ୧୦୦ ତାଲିକା ମଧ୍ୟରେ ଭୁବନେଶ୍ୱର ଏମ୍‌ସର ୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିଭଳି ୧୦୦ ମଧ୍ୟରେ ୩୧

ଆମର ଇଞ୍ଚେ ଜାଗା ବି କେହି ନେଇପାରିବେନାହିଁ

”ଭାରତୀୟ ସେନା କୌଣସି ଗୁଣରେ କମ୍‌ ନୁହନ୍ତି। ଆମ ସେନା ବାହିନୀ ପାଖରେ ଯଥେଷ୍ଟ ଶକ୍ତି ଏବଂ ସାମର୍ଥ୍ୟ ରହିଛି। ଆମର ଗୋଟିଏ ଇଞ୍ଚ ଜମି ତ ନେବା କଥା, କେହି ଆଖି ଉଠାଇ ପାରିବେ ନାହିଁ। ଭାରତ ମାତାକୁ ଯିଏ

ରାଜଧାନୀରୁ ପ୍ରାୟ ସାଢେ ୪ କେଜି ବ୍ରାଉନସୁଗାର ଜବତ; ୩ ଗିରଫ

ରାଜଧାନୀରୁ ପ୍ରାୟ ସାଢେ ୪ କେଜି ବ୍ରାଉନସୁଗାର ଜବତ । ଯାହାର ଆନୁମାନିକ ମୂଲ୍ୟ ସାଢେ ଚାରି କୋଟି ଟଙ୍କା । ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ ରସୁଲଗଡରେ ଚଢଉ କରି ଏହାକୁ ଜବତ କରିଛି । ଏକ ସଙ୍ଗରେ ଏତେ

ସୌରଭ ଗାଙ୍ଗୁଲିଙ୍କ ମା ଓ ଭାଉଜଙ୍କ ଦେହରେ କରୋନା ଚିହ୍ନଟ

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଅଧ୍ଯକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଶ ଗାଙ୍ଗୁଲିଙ୍କ

ବଢ଼ିଲା ଗାଡି କାଗଜ ପତ୍ର ବୈଧତା ଅବଧି

ଗାଡି ରେଜିଷ୍ଟ୍ରେସନ, ଫିଟନେସ୍‌, ଡିଏଲ୍ ଆଦିର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଫେବୃୟାରୀ ୧ ଯାଏଁ ଥିବା ଫିଟନେସ, ଡିଏଲ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବର୍ତମାନ

ରାଜ୍ୟସଭା ନିର୍ବାଚନର ଆସିଲା ଫଳାଫଳ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଆନ୍ଧ୍ରରେ କିଏ ମାରିଲା ବାଜି ପଢନ୍ତୁ …

ଆଠଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ଶେଷ ହୋଇଛି। ରାଜସ୍ଥାନର ୩ଟି ରାଜ୍ୟସଭା ଆସନ ମଧ୍ୟରୁ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ସେହିପରି ମଧ୍ୟପ୍ରଦେଶରେ ୩ଟି

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯିବ ପ୍ଲାଜମା ଥେରାପି

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯିବ ପ୍ଲାଜମା ଥେରାପି । ସତ୍ୟେନ୍ଦ୍ର ଜୈନଙ୍କ କୋରୋନା ଯୋଗୁଁ ଫୁସଫୁସ ସଂକ୍ରମିତ ହୋଇଛି । ଆଗାମୀ ସମୟରେ ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବା ଆଶଙ୍କାରେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିମୋନିଆ

ସୁଶାନ୍ତଙ୍କ ପାଇଁ ଜୀବନ ହାରିଲେ କଟକର ନବମ ଶ୍ରେଣୀର ଛାତ୍ରୀ!

ସାରା ଦେଶକୁ ଦୋହଲାଇଥିବା ବଲିଉଡ ସେନସେସନ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଯେତେବେଳେ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଆସିଥିଲା, ସେତେବେଳେ ସବୁଠାରୁ ଅଧିକ ମର୍ମାହତ ହୋଇଥିଲେ ସୁଶାନ୍ତଙ୍କ ପ୍ରଶଂସକ । ଆଉ ଏହି ଘଟଣାରୁ ୪ରୁ ୫ଦିନ ମଧ୍ୟରେ