Date: June 20, 2020

Total 45 Posts

ଚଳିତ ବର୍ଷ ଅହମଦାବାଦରେ ଅନୁଷ୍ଠିତ ହେବ ନାହିଁ ରଥଯାତ୍ରା

ଚଳିତ ବର୍ଷ ଅହମଦାବାଦରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ । କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଦୃଷ୍ଟିରୁ ଗୁଜୁରାଟ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ ଜେବି ପରଦିଓ୍ୱାଲାଙ୍କ

ପୁରୀ ରଥଯାତ୍ରା ନିମନ୍ତେ ଅନୁମତି ପାଇଁ ସିଂହଦାର ସମ୍ମୁଖରେ ସ୍ଥାନୀୟ ବାସିନ୍ଦାଙ୍କ ନୀରବ ପ୍ରତିବାଦ

ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିପାରିବନି କାଳିଆ ସାଆନ୍ତଙ୍କର ରଥ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି ରାୟ ଦେବା ପରେ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସାରା ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ

ପୁଣି କଟକରୁ ୧୫ କରୋନା ପଜିଟିଭ ଚିହ୍ନଟ

ଆଜି କଟକ ଜିଲ୍ଲାରେ ପୁଣି ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଡମପଡ଼ାରେ ୩ ଜଣ, ତିଗିରିଆରେ ୨ ଜଣ, କଣ୍ଟାପଡ଼ାରେ

ରଥଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ମହାରାଜାଙ୍କ ଚିଠି

ରଥଯାତ୍ରାକୁ ନେଇ ପରିଚାଳନା ବୈଠକର ନିଷ୍ପତ୍ତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଦୁଇ ଦୁଇଟି ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ବିଶ୍ୱପ୍ରସିଦ୍ଧ ରାଥଯାତ୍ରା ହେଉ ବୋଲି ମତପ୍ରକାଶ ପାଇଥିବା ଚିଠିରେ ଉଲ୍ଲେଖ

ପୁଲିସ ଡିଜିଙ୍କ ସ୍ୱାଭିମାନ ଅଂଚଳ ଗସ୍ତ

ସ୍ୱାଭିମାନ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିି କରାଯାଉଛି। ମାଲକାନଗିରିରେ ମାଓବାଦୀ ପଛଘୁଂଚା ଦେଇଛନ୍ତି। ଗତ ୬ ମାସ ମଧ୍ୟରେ ୩ଟି ବଡ଼ ଧରଣର ସୁରକ୍ଷା ବ୍ୟବସ୍ଥା ଏହି ଅଂଚଳରେ କରାଯାଇଛି ବୋଲି କହିଛନ୍ତି ପୁଲିସ ଜିଡି ଅଭୟ। ଆଜି ମାଲକାନଗିରି ଗସ୍ତରେ

କରୋନାରେ ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ

ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଛି। ୩୯ବର୍ଷୀୟ ଡା. ଅଶ୍ୱିନୀ କୁମାର ପ୍ରତାପଙ୍କ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଶନିବାର ପୂର୍ବାହ୍ନ ୧୧ଟାରେ ମୃତ୍ୟୁ ହୋଇଛି। ସେ ନ୍ୟାଶନାଲ ହେଲ୍‌ଥ ସିଷ୍ଟମ ରିସୋର୍ସ ସେଣ୍ଟର(ଏନ୍‌ଏଚ୍‌ଏସ୍‌ଆର୍‌ସି)ରେ ଜଣେ

ରଥଯାତ୍ରାର ପୁନର୍ବିଚାର ପାଇଁ ସୁପ୍ରମିକୋର୍ଟରେ ଲଢ଼ିବେ ସାଵରୀମାଳାର ଓକିଲ

ରଥଯାତ୍ରା ରାୟର ପୁନର୍ବିଚାର ପାଇଁ ଲଢେଇ କରିବେ ସାଵରୀମାଳାର ଓକିଲ । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବାବଦରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ଆବେଦନ ହୋଇଥିବା ମୋଡିଫିକେସନ୍ ପିଟିସନ୍ ମଧ୍ୟରୁ ଗୋଟିଏ  ପିଟିସନ ପାଇଁ  ଲଢ଼ିବେ ବରିଷ୍ଠ ଆଇନଜୀବୀ ସୁଭିଦତ୍ତ

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ପରେ ପିଟିସନ ଦାଖଲ

ପୁରୀ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ପରେ ପିଟିସନ ଦାଖଲ ହେଉଛି । ବର୍ତ୍ତମାନ ସୁଦ୍ଧା ତିନୋଟି ପିଟିସନ ଓ ଦୁଇଟି ମୋଡିଫିକେସନ ପିଟିସନ ଦାୟର ହୋଇଛି । ହେଲେ ଶନିବାରଠୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ସୋମବାର କିଭଳି

ଆସନ୍ତା ସୂର୍ଯ୍ୟ ପରାଗ; କେଉଁ ରାଶିରେ କେଉଁ ପ୍ରଭାବ ପଡିବ ପଢନ୍ତୁ

ଚଳିତ ବର୍ଷର ୨୧ ଜୁନ୍ ମାନେ ଆସନ୍ତା ରବିବାର ବିଜୟ ଅମାବାସ୍ୟା ଦିନ ହିଁ ସୂର୍ଯ୍ୟ ପରାଗ ଲାଗି ରହିବ । ତେବେ ଏଠାରେ ଖାସ୍ କଥା ହେଲା କି ଏହା ଭାରତ ସହିତ ଓଡ଼ିଶା ରେ ବି ଦୃଶ୍ୟମାନ ହେବ

ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେବା ଘଟଣା: ଶତାୟୁ ମହିଳାଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

 ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ

ସୁଶାନ୍ତଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି । ତାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବଲିଉଡ ସମେତ ବିଭିନ୍ନ ରାଜନେତା ଓ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ବଡ ଝଟ୍‌କା ଦେଇଛି । ଅନେକ ଫିଲ୍ମଷ୍ଟାର,