Date: June 21, 2020

Total 41 Posts

ଜନ୍ମଦାତା ‘ମୋ ବାପା’ଙ୍କ ପାଇଁ ପଦୁଟିଏ…

ମା’ ବାପାଙ୍କ ହାତ ଧରି ଆମେ ଛୋଟବେଳୁ ଦୁନିଆକୁ ଦେଖିବା ତଥା ଚିହ୍ନିବାର ଅପୂର୍ବ ସୁଯୋଗ ପାଇଥାଉ । ମା’ ସିନା ଜନ୍ମ ଦେଇଛନ୍ତି ହେଲେ ବାପା ଏ ଦୁନିଆରେ ମୋର ରକ୍ଷାକବଚ ସାଜି ମୋତେ ବାଟ ଚାଲିବା ଶିଖାଇଛନ୍ତି ।

ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି

 ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି

ସେନାକୁ ଅଖଣ୍ଡ ସ୍ୱାଧୀନତା: ଚୀନସେନା ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କଲେ ମିଳିବ ଜବାବ

ପୂର୍ବ ଲଦାଖର ଗଲୱାନ ଘାଟି ଅଞ୍ଚଳରେ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟଣା ପରଠାରୁ ଉତ୍ତେଜନା ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବାରମ୍ବାର ସାମରିକ ତଥା କୂଟନୈତିକସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ

ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରବିବାର ଦିନ ୧୧ଟି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଇଏମଡି ନିମ୍ନଲିଖିତ ଜିଲ୍ଲା ପାଇଁ କମଳା ଏବଂ ହଳଦିଆ ଚେତାବନୀ

ଜୁନିୟର ବଚ୍ଚନଙ୍କ ଡିଜିଟାଲ୍ ଡେବ୍ୟୁ; ଟିଜର ରିଲିଜ

ଅଭିନେତା ଅଭିଷେକ ବଚ୍ଚନ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ୱେବ ଶୋ, ‘ବ୍ରିଥ୍ ଇଣ୍ଟୁ ଦି ସ୍ୟାଡୋ’ର ଟିଜର୍ ରିଲିଜ କରିଛନ୍ତି । ଏହି ଟିଜରରେ ବାପା-ଝିଅ ମଧ୍ୟରେ ଥିବା ବନ୍ଧନକୁ ବେଶ ସୁନ୍ଦର ଭାବେ କଏଦ୍ କରାଯାଇଛି । Through

କନ୍ଧମାଳ ଓ ନବରଙ୍ଗପୁର ଜିଲାକୁ ମିଳିଲା ‘ସ୍କଚ୍‌ ପୁରସ୍କାର’, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ମାତୃସ୍ୱାସ୍ଥ୍ୟସେବା ବିକାଶ କ୍ଷେତ୍ରରେ ପ୍ରସୂତୀ ଯାନ, ବାଇକ୍‌ ଆମ୍ବୁଲାନ୍ସ ଓ ଜନନୀ ଅଟୋର ପରିଚାଳନା ପାଇଁ ସ୍କଚ୍‌ ପୁରସ୍କାର ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର

ଚୀନକୁ ଝଟକା: ଡବ୍ଲୁଟିଓରୁ ବାଦ ପଡିଲା ଚୀନ

ଲଦାଖ ସୀମାକୁ ନେଇ ଭାରତ ସହିତ ଚୀନର ସୀମା ବିବାଦ ଜାରି ରହିଛି। ଏହାରି ଭିତରେ ଚୀନକୁ ଜବରଦସ୍ତ ଝଟକା ଲାଗିଛି। ୟୁରୋପୀୟ ସଂଘ ସହିତ ଚୀନର ଯେଉଁ ବିବାଦ ଚାଲିଥିଲା ସେଥିରେ ଶୋଚନୀୟ ପରାଜୟ ବରଣ କରିଛି ଚୀନ୍। ଓ୍ୱାର୍ଲ

ଦେଶବାସୀଙ୍କ ସତର୍କ କଲେ ସରକାର: ସାଇବର ଆକ୍ରମଣ କରିପାରେ ଚୀନ୍ ସେନା

ମାଗଣାରେ କୋଭିଡ-୧୯ ନମୁନା ପରୀକ୍ଷଣ କରାଇ ଦେବାର ପ୍ରତିଶ୍ରୁତି ବାହାନାରେ ଭାରତୀୟଙ୍କ ସାମୂହିକ ଗୋପନ ତଥ୍ୟ ହଡପ କରିନେବା ପାଇଁ ଚୀନ୍ ସେନା ମସୁଧା ଚଳାଇଥିବା ଆଶଙ୍କା କରି ସରକାର ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି । ସେହିପରି ସାମାଜିକ ଗଣମାଧ୍ୟମରେ

ଗଞ୍ଜାମରେ ୨ ସାମ୍ବାଦିକଙ୍କଠାରେ କରୋନା ଲକ୍ଷଣ

ଗଞ୍ଜାମ ଜିଲ୍ଲାରେ ରବିବାର ଦିନ ୨ ଜଣ ସାମ୍ବାଦିକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଛି । ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କୁହାଯାଇଛି ଯେ, ସିଟି ହସ୍ପିଟାଲରେ ୨୬ଜଣ

କେନ୍ଦ୍ର ସରକାରଙ୍କ ନିଷ୍ପତି: ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି ପାଇଁ ୫୦୦ କୋଟି ଟଙ୍କାର ଏମେରଜେନ୍ସି ଫଣ୍ଡ

ଭାରତ-ଚୀନ ବିବାଦ ଉଗ୍ର ହେବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ରବିବାର ନେଇଛନ୍ତି । ନରେନ୍ଦ୍ର ମୋଦି ସରକାର ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି ପାଇଁ ୫୦୦ କୋଟି ଟଙ୍କାର

ମିଜୋରାମରେ ଭୂକମ୍ପ ଝଟକା

ରାଜଧାନୀ ଦିଲ୍ଲୀ, ଗୁଜରାଟ ପରେ ମିଜୋରାମରେ ରବିବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଭୂକମ୍ପ ସନ୍ଧ୍ୟା ୪ଟା ୧୬ରେ ଅନୁଭୂତ ହୋଇଛି। ଭୂକମ୍ପର