Date: June 22, 2020

Total 47 Posts

ଚର୍ଚ୍ଚାରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ

ଚର୍ଚ୍ଚାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ। ଆମେରିକାର ପ୍ରତିଷ୍ଠିତ ଟାଉନ ଆଣ୍ଡ କଣ୍ଟ୍ରି ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ଶୀର୍ଷ ପରୋପକାରୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଛନ୍ତି ନିତା।  ୨୦୨୦ ମସିହାର ଶ୍ରେଷ୍ଠ ପରୋପକାରୀ

ପୁରୀକୁ ବାତିଲ ହେଲା ବସ୍‌, ଯାତ୍ରୀବାହୀ ଟ୍ରେନ୍‌ ସେବା

ପୁରୀରେ ମଙ୍ଗଳବାର ଶ୍ରୀଜୀଉଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ରାତି ୯ଟାରୁ ୨୪ ତାରିଖ ମଧ୍ୟାହ୍ନ ୨ଟା ଯାଏ ପୁରୀ ସହରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ପୁରୀକୁ ସମସ୍ତ ବସ୍‌ ଓ ଯାତ୍ରୀବାହୀ ଟ୍ରେନ ସେବାକୁ

କଟକର ଏସସିବି ଡେଣ୍ଟାଲ୍ କଲେଜର ଜଣେ ଡାକ୍ତରଙ୍କୁ କରୋନା

କଟକର ଏସସିବି ଡେଣ୍ଟାଲ୍ କଲେଜର ଜଣେ ଡାକ୍ତର କରୋନା ସଂକ୍ରମିତ ବୋଲି ଜଣାଯାଇଛି। ସେ ଜଣେ ଇଣ୍ଟର୍ଣ୍ଣ ବୋଲି ଜଣାଯାଇଛି। ତାଙ୍କର ବୟସ ୨୬ ବର୍ଷ ବୋଲି ଜଣାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଉକ୍ତ ଡାକ୍ତରଙ୍କୁ କୋଭିଡ ଆଇସୋଲେସନ୍ ଓ୍ବାର୍ଡରେ

ରଥଯାତ୍ରାରେ ଏଭଳି ନିୟମ ପାଳନ କରିବାକୁ ସର୍ତ୍ତ ରଖିଛନ୍ତି ସୁପ୍ରିମ୍‌ କୋର୍ଟ

ଶେଷରେ ସବୁ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି।

ସୀମାରେ ଚୀନ-ଭାରତ ଯବାନଙ୍କ ମଧ୍ୟରେ ମାରପିଟ; ଭାଇରଲ ହେଲା ଭିଡିଓ

ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ଏବେ ଏକ ସାଂଘାତିକ ଭିଡିଓ ସାମ୍ନାକୁ ଆସିଛି। ଦୁଇ ଦେଶର ଯବାନମାନେ କେମିତି ଭୟଙ୍କର ଢଙ୍ଗରେ ମାରପିଟ ହେଉଛନ୍ତି, ତା’ର ଦୃଶ୍ୟ ଏହି ଭଡିଓରେ

ଥରିଲା ରାୟଗଡ଼ାର କାଶୀପୁର ଅଞ୍ଚଳ

ଓଡ଼ିଶାରେ ଭୂମିକମ୍ପ। ମୃଦୁ କମ୍ପନରେ ହାଲକାଭାବେ ଥରିଲା ରାୟଗଡ଼ାର କାଶୀପୁର ଅଞ୍ଚଳ। ଭୂମିକମ୍ପନର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। ଆଜି ଦିନ ୪ଟା ୪୦ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। An earthquake of magnitude 3.6

୩ ମନ୍ତ୍ରୀଙ୍କୁ ରଥଯାତ୍ରା ଦାୟିତ୍ୱ

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କଟକଣା ଭିତରେ ରଥଯାତ୍ରାକୁ ସୁରୁୁଖୁରୁରେ ସାରିବାକୁ ଅଂଟା ଭିଡିଛନ୍ତି ସରକାର । ହାତରେ ଅଳ୍ପ ସମୟ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା

ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ; ଜାଣନ୍ତୁ କେଉଁ ସମୟରେ କ’ଣ ରହିଛି ନୀତି ନିର୍ଘଣ୍ଟ

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତିନି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାବାହୁ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ଭିତରେ ରଥଯାତ୍ରା ପାଳନ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରାଜ୍ୟ

ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ପୁରୀ ଶଟ୍‌ଡାଉନ୍‌

ରଥଯାତ୍ରା ନେଇ ପୁରୀ ଜିଲାକୁ ‌ ଘୋଷଣା କରାଯାଇଛି। ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶର୍ଟଡାଉନ୍‌ ଘୋଷଣା କରାଯାଇଥିବା ସୂଚନା ମିଳିଛି। କଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ସାଶନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ପୁଣିଥରେ ମିଜୋରାମରେ ଭୂକମ୍ପ ଝଟକା; ଫାଟଲା କାନ୍ଥ

ମିଜୋରାମରେ ଗତ ୧୨ ଘଣ୍ଟାରେ ଆସିଥିବା ୨ ଭୂକମ୍ପ ଭାରୀ ପଡିଛି । ଭୂକମ୍ପର ତୀବ୍ରତା ଏତେ ଥିଲା ଯେ ଅନେକ ଘର କାନ୍ଥରେ ଫାଟ ହୋଇଯାଇଛି । ଏହା ବ୍ୟତୀତ ଅନେକ ଅଫିସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ଯଦିଓ ଗୋଟେ

ରଥଯାତ୍ରା ନେଇ ସମସ୍ତେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତା କାଲି ରଥଯାତ୍ରା ନେଇ ସମସ୍ତେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଅନୁମତି ପରେ ରଥଯାତ୍ରା ଭଲଭାବରେ, ଭକ୍ତଶୂନ୍ୟ ଭାବେ