Date: June 23, 2020

Total 42 Posts

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ; ଖେଳାଯିବ ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ

ରାଜଧାନୀ ପାଇଁ ଆଉ ଏକ ଖୁସ ଖବର । କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ଆଉ ଏକ ମେଗା ଟୁର୍ଣ୍ଣାମେଣ୍ଟ । ଆଗାମୀ ୨୦୨୧, ୧୭ ଫେବୃଆରୀରୁ ୭ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ ଫିଫା ମହିଳା

ପୁରୀରେ କୋହଳ ହେଲା କର୍ଫ୍ୟୁ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଜିଲ୍ଲାରେ ଲାଗୁ ହୋଇଥିବା କର୍ଫ୍ୟୁରେ ସାମାନ୍ୟ କୋହଳ କରାଯାଇଛି । ପୁରୀ ଜିଲ୍ଲାରେ ଲାଗୁ ହୋଇଥିବା କର୍ଫ୍ୟୁ ଉଠାଯାଇଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ୭ଟାରୁ ଜିଲ୍ଲାରେ କର୍ଫ୍ୟୁ ହଟାଯିବା ନେଇ ପୁରୀ

କାଳ ହେଲା ଟିକ୍‌ଟକ୍‌

ସାମାଜିକ ଗଣମାଧ୍ୟମ ‘ଟିକ୍‌ଟକ୍’ ଅନେକ ସମୟରେ ଯୁବପିଢ଼ିଙ୍କ ଜୀବନକୁ ବିପଦ ପହଞ୍ଚାଉଛି। ଟିକ୍‌ଟିକ୍‌ ପ୍ରସ୍ତୁତି ସମୟରେ ଯୁବପିଢ଼ି ଏମିତି ହଜିଯାଉଛନ୍ତି, ଜୀବନର ଯତ୍ନ ମଧ୍ୟ ନେଇପାରୁ ନାହାନ୍ତି। ଆଜି ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା

ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ

ବିଜେଡିର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ତାଙ୍କର ମୁଣ୍ଡରେ ଅସ୍ତ୍ରୋପଚାର ହୋଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ରୋଗରେ ପୀଡ଼ିତ

ସିବିଜି ପ୍ଲାଣ୍ଟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସି ଯୋଗେ ତାମିଲନାଡୁର ନମାକ୍କଲ ଠାରେ ସିବିଜି ପ୍ଲାଂଟ ଏବଂ ସିବିଜି ଷ୍ଟେସନର ଲୋକର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ସାମିଲ ହୋଇଥିଲେ । Virtually

ପତଞ୍ଜଳି ବାହାର କରିଥିବା କରୋନା ଔଷଧର ବିଜ୍ଞାପନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ସଂସ୍ଥା କରୋନାରୁ ଆରୋଗ୍ୟ ଲାଭ ପାଇଁ ଏକ ଔଷଧର ଉଦ୍ଭାବନ କରିଥିବା ଦାବି କରିବା ପରେ କେନ୍ଦ୍ର ସରକାର ଆଜି ସନ୍ଧ୍ୟାରେ ସଂପୃକ୍ତ ଔଷଧର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପତଞ୍ଜଳି ସଂସ୍ଥାକୁ

ପୁଣି ୭ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା

ପୁଣି ୭ ପାକିସ୍ତାନୀ କ୍ରିକେଟର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାସହ ଏବେସୁଦ୍ଧା ମୋଟ ୧୦ ପାକ୍‌ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ପଜିଟିଭ୍‌ ହୋଇଥିବା ୭ କ୍ରିକେଟର ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇଥିଲେ ।

କରୋନାରେ ଆକ୍ରାନ୍ତ ହେଲେ ଟେନିସ ଖେଳାଳି ଜୋକୋଭିଚ

 ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩୩ ବର୍ଷୀୟ ଜୋକୋଭିଚ ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି । ଏକଜିଭିଶନ ଚ୍ୟାରିଟ ମ୍ୟାଚ ଅବସରରେ ସେ କରୋନା ସଂସ୍ପର୍ଶରେ ଆସିଛନ୍ତି ।

ପୂର୍ବ ଲାଦାଖରୁ ପଛକୁ ହଟିବେ ଦୁଇ ଦେଶର ସେନା

ପୂର୍ବ ଲାଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାକୁ ନେଇ ମୋଲଡରେ ସୋମବାର ଭାରତ ଓ ଚୀନ ସେନା ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି । ଏହି ବୈଠକ ପରେ ଦୁଇ ଦେଶର ସେନା ପୂର୍ବ ଲାଦାଖରୁ ପଛକୁ ହଟିବେ ବୋଲି

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ଅନୁଗୁଳ ଜିଲ୍ଲାର ବନ୍ତଳା ନିକଟରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇନୋଭା ସହ ଅନ୍ୟ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଟିଯାକ କାରକୁ ବଡ଼ କ୍ଷତି ପହଞ୍ଚିଛି। ମାତ୍ର ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବିଧାୟକ

ଲେହ ଗସ୍ତରେ ସେନାଧ୍ୟକ୍ଷ; ଗଲଓ୍ଵାନ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ

ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ଦୁଇଦିନିଆ ଲେହ ଗସ୍ତରେ ଯାଇ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଆର୍ମି ହସପିଟାଲ ପରିଦର୍ଶନରେ ଯାଇ ଗତ ୧୫ ତାରିଖରେ ହୋଇଥିବା ଭାରତ-ଚୀନ