Date: June 24, 2020

Total 44 Posts

ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ଅବଧି ବଢ଼ାଇଲେ ଦିଦି

ପଶ୍ଚିମବଙ୍ଗରେ ବଢ଼ିଲା ଲକ୍‌ଡାଉନ। ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ବୃଦ୍ଧି କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ସୁବେରେ ଲଗାତର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ

ଫିଟିଲା ଗୁମର, ଗୋଟିଏ ରାତିରେ ହେଇଥିଲା ଖେଳ: ରଥଯାତ୍ରା ନେଇ ହସ୍ତକ୍ଷେପ କରିଥିଲେ ମୋଦୀ

ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ । ନବଦିନାତ୍ମକ ଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ । ଏବେ ସୁଦ୍ଧା ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟ ଅତି ସୁରୁଖୁରୁରେ ଚାଲିଛି । ତେବେ ଏହି ରଥଯାତ୍ରା ସପକ୍ଷରେ ସୁପ୍ରିମ୍‌କୋର୍ଟ ଯେଉଁ

୨୬ରେ ସରକାରଙ୍କ ବିରୋଧରେ ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ହେବେ ଏକାଠି

ଆଜି ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଉତ୍କଳମଣି ସଭାକକ୍ଷରେ ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଏକ ବୈଠକରେ ମିଳିତ ହୋଇ ଆସନ୍ତା ଜୁନ୍ ୨୬ ତାରିଖରେ କରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା

ଓଡ଼ିଆ ଯୁବ ପ୍ରଯୋଜକଙ୍କ ବଲିଉଡ୍‌ ମ୍ୟୁଜିକ୍‌ ଆଲବମ୍‌ରେ ଅଭିନୟ କରିବେ ସୋନୁ ସୁଦ୍

କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଦେବଦୂତ ସାଜି ଫସି ରହିଥିବା ଶହ ଶହ ପ୍ରବାସୀଙ୍କୁ ବସ୍‌ ଓ ବିମାନ ଯୋଗେ ସେମାନଙ୍କ ଜନ୍ମମାଟିକୁ ଫେରାଇ ଆଣିବାରେ ସହଯୋଗ କରିଥିବା ବାସ୍ତବ ଜୀବନର ହିରୋ ବଲିଉଡ୍‌ ଅଭିନେତା

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ; ବାହାରିଲା ଆତ୍ମହତ୍ୟାର ରହସ୍ୟ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିଲା । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ଏବେ ପୋଲିସକୁ ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟରେ ସୁଶାନ୍ତ

ଭାନକୋଭରସ୍ଥିତ ଚୀନ୍‌ ଦୂତବାସ ସମ୍ମୁଖରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ ଶୋଭାଯାତ୍ରା

ଚୀନ୍‌ ଦ୍ୱାରା ଭାରତୀୟ ସୀମାକୁ ବାରମ୍ୱାର ଅନୁପ୍ରବେଶ କରାଯାଉଛି । ଏ ନେଇ ସମୟ ସମୟରେ ଭାରତୀୟ ସେନା ସହିତ ସଙ୍ଘର୍ଷ ଘଟୁଛି । ତେବେ ଗଲଓ୍ୱାନ ଘାଟିର ସଙ୍ଘର୍ଷ ପରେ ସାଧାରଣ ଭାରତବାସୀଙ୍କ ମନରେ ଚୀନ୍‌ ପ୍ରତି ଆଗରୁ ଥିବା

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା ଚିହ୍ନଟ

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କରୋନା । ହସ୍ପିଟାଲରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ରୋଗୀ ଜଣକ

ସୋନିଆ ଓ ରାହୁଲଙ୍କ ନାଁରେ ମାମଲା ରୁଜ୍ଜୁ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୁଦ୍ଧରେ ଆଜି ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ୨୦୦୮ରେ ସହଯୋଗ ଓ ସୂଚନା ଆଦାନପ୍ରଦାନ ପାଇଁ କଂଗ୍ରେସ ଓ ଚୀର କମ୍ୟୁନିଷ୍ଟ ପାର୍ଟି

ଆଡ଼ପମଣ୍ଡପ ଗଲେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ କରି ମହାପ୍ରଭୁ ଶରଧାବାଲିରେ ଗତକାଲି ସନ୍ଧ୍ୟାରେ ପହଂଚିବା ପରେ ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି। କୋଭିଡ-୧୯ ନିୟମକୁ ପାଳନ କରାଯାଇ ସେବାୟତମାନେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଆଡ଼ପକୁ ବିଜେ କରାଉଛନ୍ତି। ଏହି ଅବସରରେ ପ୍ରଥମେ

ବୟସ୍କମାନେ ଅଧିକ ଯତ୍ନବାନ ହୁଅନ୍ତୁ: ସୁବ୍ରତ ବାଗ୍‌ଚି

କରୋନା ମହାମାରୀର ଆତଙ୍କ ଏବେ ବଢ଼ି ଚାଲିଛି। ଭାରତ ଏବଂ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଯେଉଁ ହାରରେ ବଢୁଛି ଜୁଲାଇ ଶେଷ ବେଳକୁ ପରିସ୍ଥିତି କ’ଣ ଥିବ ତାହା ଏବେଠୁ କହି ହେବନି। ଏହାକୁ ଦୃଷ୍ଟିରେ ରଖି ଘରର ବୟସ୍କମାନଙ୍କ

ପୁଣିଥରେ ହେବ ସେବାୟତଙ୍କର କୋଭିଡ ଟେଷ୍ଟ

ସେବାୟତଙ୍କର ହେବ ୨ ଥର କୋଭିଡ ଟେଷ୍ଟ । ସର୍କିଟ ହାଉସରେ ଚାଲିଥିବା ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ ସେବାୟତଙ୍କର କରୋନା ଟେଷ୍ଟ ଉପରେ ଆଲୋଚନା ଚାଲିଥିଲା । ନିଷ୍ପତ୍ତି ମୁତାବକ ଅଢେଇ ହଜାର ସେବାୟତଙ୍କର