Date: June 25, 2020

Total 41 Posts

ଟିକଟକ ଷ୍ଟାର ସିୟା କକ୍କରଙ୍କ ଆତ୍ମହତ୍ୟା

୧୬ ବର୍ଷୀୟ ଟିକଟକ ଷ୍ଟାର ତଥା ଡ୍ୟାନ୍ସର ସିୟା କକ୍କର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମ୍ୟାନେଜର ଅର୍ଜୁନ୍ ସରିନ୍ ଏ ନେଇ ସୂଚନା ଦେଇଛନ୍ତି। ଅର୍ଜୁନ୍ କହିଛନ୍ତି, ଆତ୍ମହତ୍ୟାର କାରଣ ବ୍ୟକ୍ତିଗତ ଥାଇପାରେ। କାମରେ କୌଣସି ପ୍ରକାର ଅସୁବିଧା ନଥିଲା। ବୁଧବାର

ପୋଲିସ ହାଜତରେ ପିତା ଓ ପୁତ୍ରଙ୍କ ମୃତ୍ୟୁ; ହାଜତରେ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାରଲୋକ

ତାମିଲନାଡୁ ପୋଲିସ ହାଜତରେ ପିତା ଓ ପୁତ୍ରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଜନଅସନ୍ତୋଷ ଦେଖା ଦେଇଛି। ଲକଡାଉନ୍‌ରେ ଅନୁମତି ସମୟ ଠାରୁ ଅଧିକ ସମୟ ଦୋକାନ ଖୋଲାରଖିବା ଯୋଗୁ ଗତ ସପ୍ତାହରେ ପୋଲିସ ମୋବାଇଲ ଦୋକାନୀ ପିତାପୁତ୍ରଙ୍କୁ ଗିରଫ କରିଥିଲା।

ବିହାରରେ କାଳବୈଶାଖୀର ତାଣ୍ଡବ; ୮୩ ମୃତ

ଗତ ୨୪ ଘଣ୍ଟା ଭିତରେ ବିହାରରେ ଘୂର୍ଣ୍ଣିଝଡ଼ ଏବଂ ବଜ୍ରପାତରେ ୮୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋପାଳଗଞ୍ଜରେ ୧୩ ଜଣ, ଅନ୍ୟ କେତେକ ଜାଗାରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଆଜି ସକାଳୁ

ଖୁବ୍‌ ଶୀଘ୍ର ରାଜଧାନୀରେ ଉପଲବ୍ଧ ହେବ କରୋନା ଔଷଧ

କରୋନା ଭାଇରସ୍‌ ସଂକ୍ରମଣକୁ ହ୍ରାସ କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଔଷଧ ଖୋଜିବାରେ ଲାଗି ପଡ଼ିଛନ୍ତି।  ଗବେଷକମାନେ ଅକ୍ଳାନ୍ତ ପରିଶ୍ରମ ବି କରୁଛନ୍ତି।  ଏହି କ୍ରମରେ କରୋନା ଜୀବାଣୁକୂ ଶରୀରରୁ ଦୂର କରିବା ପାଇଁ  ପ୍ରସ୍ତୁତ କରାଯାଇଥିବା ଔଷଧକୁ ମହାରାଷ୍ଟ୍ର ଏବଂ

ଏକ କିଲୋମିଟର ପଛକୁ ହଟିଲା ଚୀନ୍ ସେନା

ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଭାରତ ଚୀନ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା ଧିରେ ଧିରେ କମିବାରେ ଲାଗିଛି । ଯେଉଁଠାରେ ଦୁଇ ଦେଶରର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା ସେହି ସ୍ଥାନରୁ ଆଜି ଚୀନ୍‌ ସେନା ପାଖାପାଖି ଏକ କିଲୋମିଟର

କୋଭିଡ ନିୟମ ଉଲ୍ଲଂଘନ ନେଇ ୧୦ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌

୧୦ଟି ହସ୍ପିଟାଲକୁ ବିଏମସିର ନୋଟିସ୍‌। କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ୧୦ ହସ୍ପିଟାଲକୁ ନୋଟିସ୍‌ ଦିଆଯାଇଛି। ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଏହି ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ଭିତରେ ରିପୋର୍ଟ ନ ଦେଲେ ହେବ କାର୍ଯ୍ୟାନୁଷ୍ଠାନ। ବିଏମସି କମିଶନର

ଜୀବନରେ ଭଲ ସମୟ ଆସିବା ପୂର୍ବରୁ ମା’ ଲକ୍ଷ୍ମୀ ଦେଇଥାନ୍ତି ଏଭଳି ସଙ୍କେତ

ଭଗବାନଙ୍କ ଦ୍ୱାରା ବନା ହୋଇଥିବା ଏହି ପ୍ରକୃତିରେ କିଛି ଅଛି, ଓ ସେଥିରେ ଆମର ଭଲ ସମୟ ଓ ଖରାପ ସମୟ ବି ରହିଥାଏ । ଯେବେ ବ୍ୟକ୍ତିର ଭଲ ସମୟ ଆରମ୍ଭ ହୋଇଯାଏ , ତେବେ ଭଗବାନ ତାକୁ କିଛି

ପୁଣି ଜଣେ ଅଭିଯୁକ୍ତଙ୍କଠାରେ କରୋନା ଚିହ୍ନଟ

ଡକାୟତି ମାମଲାରେ ଗିରଫ ଜଣେ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେବା ପରେ ଥାନା ଅଧିକାରୀଙ୍କୁ ଗୃହ ସଂଗରୋଧରେ ରହିବାକୁ ପଡ଼ିଛି। ସୂଚନା ଅନୁସାରେ ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଗତ ୨୨ ତାରିଖରେ ଡକାୟତି ମାମଲାରେ ୨ ଜଣ ଫେରାର

‘ଫେୟାର ଆଣ୍ଡ ଲଭଲି’ ନାମର ହେବ ପରିବର୍ତ୍ତନ; ହଟିବ ‘ଫେୟାର’

ବଡ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ନିଜ ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲୀର ନାଁକୁ ପରିବର୍ତ୍ତନ କରିବାକୁ ଯାଉଛି । ଫେୟାର ଆଣ୍ଡ ଲଭଲୀରୁ ଫେୟାର ଶବ୍ଦଟିକୁ ହଟାଇବାର ଆଲୋଚନା ଚାଲିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ସମସ୍ତ ମଂଜୁରୀ ପରେ ନୂଆ

ରାଜ୍ୟରେ ଆଉ ୧୬୮ କରୋନା ଆକ୍ରାନ୍ତ ସୁସ୍ଥ

ଗୁରୁବାର ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ମୋଟ ୪୨୯୧ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୯ ଜଣ ଥିବା ବେଳେ

ଗଞ୍ଜାମରେ ଓଡ଼ିଆ ପ୍ରବାସୀଙ୍କୁ ପିଟି ପିଟି ହତ୍ୟା ଘଟଣା: ୧୪ ଗିରଫ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ହାତୀଗଡ଼ା ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବାସୀ ଫେରନ୍ତା ଓଡ଼ିଆ ଯୁବକ ଅରୁଣ ଗୌଡ଼ଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ପିଟି ହତ୍ୟା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରଛି। ଏହି ହତ୍ୟାକାଣ୍ଡ ଘଟଣାରେ ସୋରଡ଼ା