Date: June 26, 2020

Total 53 Posts

ଘରୋଇ ଡାକ୍ତରଖାନାରେ କରୋନା ପରୀକ୍ଷା ପାଇଁ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଏବେଠାରୁ ଘରୋଇ ଡାକ୍ତରଖାନାରେ କରୋନା ପରୀକ୍ଷା କଲେ ରୋଗୀଙ୍କୁ ସର୍ବାଧିକ ୨୨ଶହ ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ଘରୋଇ ଡାକ୍ତରଖାନାରେ କରୋନା ପରୀକ୍ଷା ପାଇଁ ରୋଗୀଙ୍କୁ ମାତ୍ରାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ

ଚଳିତଥର ଦୀପାବଳିରେ ଚୀନ୍‌ ସାମଗ୍ରୀ ବିକ୍ରି ନ କରିବାକୁ ବ୍ୟବସାୟୀଙ୍କୁ ଆହ୍ୱାନ ଦେଲା ‘କନଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ’

ଏ ବର୍ଷ ଦୀପାବଳିରେ ବିକ୍ରି ହେବନି ଚୀନ୍‌ ସାମଗ୍ରୀ । ଆମ ଦେଶର ମାଟିରୁ ନିର୍ମିତ ଦୀପ ଏବଂ ସାଜସଜ୍ଜା ସାମଗ୍ରୀରେ ଦୀପାବଳିକୁ ପାଳନ କରିବେ ଦେଶବାସୀ । ଚୀନ୍‌କୁ ବ୍ୟବସାୟିକ କ୍ଷେତ୍ରରେ ଝଟ୍‌କା ଦେବା ପାଇଁ ‘କନଫେଡେରେସନ୍ ଅଫ୍ ଅଲ୍

ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ବୀରମିତ୍ରପୁର ଥାନା ଆଇଆଇସି ନିଲମ୍ଵିତ

ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ଵିତ କରିଛନ୍ତି ରାଜ୍ୟ ସରକାର । ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ତାଙ୍କୁ ନିଲମ୍ଵିତ କରାଯାଇଛି, ଏ ନେଇ ଥାନା ଅଧିକାରୀଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ସୂଚନା ପ୍ରଦାନ କରିଛନ୍ତି

ଗଲ୍ଫ ଦେଶ ‘ସାଉଦି ଆରବ’ : ତେଲ ଭଣ୍ଡାର ଅଛି କିନ୍ତୁ ନାହିଁ ଭୂମିତଳ ଜଳ ଉତ୍ସ, ଜାଣନ୍ତୁ ଏହି ଦେଶରେ କେମିତି କରାଯାଏ ପାନୀୟ ଜଳର ବ୍ୟବସ୍ଥା…

ସାଉଦି ଆରବ, ଏଠାରେ ବିପୁଳ ପରିମାଣର ତେଲ ଉତ୍ପାଦନ ହୁଏ, ଏଥିପାଇଁ ଏହି ଦେଶ ନିଜର ନାମକୁ ବିଶ୍ୱର ଧନୀ ତାଲିକା ମଧ୍ୟରେ ସାମିଲ୍‌ କରାଇପାରିଛି । କିନ୍ତୁ ଏହି ସାଉଦି ଆରବ ଏକ ଅଜବ ଦେଶ, କାରଣ ଏଠାରେ ପ୍ରଚୁର

ଜନଧନ ଆକାଉଣ୍ଟ୍‌: ଜିରୋ ବାଲାନ୍ସ ଥାଇ ମଧ୍ୟ କାଢିପାରିବେ ୫ ହଜାର ଟଙ୍କା, ଜାଣନ୍ତୁ ଏହି ସୁବିଧା ବିଷୟରେ…

କେନ୍ଦ୍ର ସରକାରଙ୍କର ମହତ୍ତ୍ୱାକାଂକ୍ଷୀ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ସମସ୍ତଙ୍କ ବ୍ୟକ୍ତିଙ୍କୁ ବ୍ୟାଙ୍କ ଅଧିନକୁ ଆଣିବା ପାଇଁ ଏହି ଯୋଜନା ଅଧିନରେ ଜନଧନ ଆକାଉଣ୍ଟ୍‌ର ଶୁଭାରମ୍ଭ କରିଥିଲେ ସରକାର । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଜନଧନ ଆକାଉଣ୍ଟ୍‌ରୁ

ବର୍ତ୍ତମାନର ସୁପରଷ୍ଟାର୍‌ ଶାହରୁଖଙ୍କର ବଲିଉଡ୍‌ରେ ଏଣ୍ଟ୍ରି କରାଇଥିଲେ ଧର୍ମେନ୍ଦ୍ର !

ବଲିଉଡ୍‌ର ବାଦ୍‌ଶାହା ଭାବରେ ପରିଚିତ ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ କ୍ୟାରିୟରକୁ ଗୁରୁବାର ୨୮ ବର୍ଷ ପୂରିସାରିଛି । ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କର ପ୍ରଥମ ଫିଲ୍ମ ‘ଦିୱାନା’ ଜରିଆରେ ଶାହରୁଖ ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ । ଏହା ପୂର୍ବରୁ ଫିଲ୍ମରେ

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ବିଧି ଅନୁଯାୟୀ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମିଣୀହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଯଥା

ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ୍ ବନ୍ଦ

ରାଜଧାନୀ ଦିଲ୍ଲୀରେ କରୋନା ବିକଟାଳ ରୂପ ନେଇଛି। ଦୈନିକ ହଜାର ସଂଖ୍ୟକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଫଲରେ ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲାଯିବା ନେଇ ଯେଉଁ ଯୋଜନା

ରଥଯାତ୍ରାକୁ ନେଇ ଏଭଳି ମତ ରଖିଲେ ଗଜପତି ମହାରାଜା

ରଥଯାତ୍ରା ଘନଘଟା ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ୨ ମାସ ପୂର୍ବରୁ ରଥଯାତ୍ରା ନେଇ ପ୍ରସ୍ତାବ ଦେଇଥିଲେ ବୋଲି କହିଛନ୍ତି ଗଜପତି । କିଭଳି ଭକ୍ତଶୂନ୍ୟ ରଥଯାତ୍ରା ହୋଇପାରିବ ସେ ନେଇ ଜଣାଇଥିଲେ ।

ବାହୁଡା, ସୁନାବେଶ ଆଦି ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ପାଇଁ ସର୍ବୋତମ ଉଦ୍ୟମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଯୋଗେ ମହାପ୍ରଭୁଙ୍କ ବାହୁଡା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ପରିଚାଳନା ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି

ଗୋଟିଏ ଘରୁ ମା’ ନାଗ ସହ ୪୩ଟି ଛୁଆ ସାପ ଉଦ୍ଧାର

ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ରଙ୍ଗରାଜପୁର ଗାଁରେ ଜଣଙ୍କ ଘର ଭିତରୁ ଶୁକ୍ରବାର ମା’ ନାଗ ସହ ୪୩ଟି ଛୁଆ ନାଗ ସାପକୁ ସ୍ନେକ ହେଲପ୍‌ ଲାଇନ୍‌ ସଦସ୍ୟ ଉଦ୍ଧାର କରିଛନ୍ତି। ଏଥିସହିତ ଘଟଣାସ୍ଥଳରୁ ୫୮ଟି ନାଗସାପ ଅଣ୍ଡା ବି ଉଦ୍ଧାର