Date: June 27, 2020

Total 66 Posts

ସୁସ୍ୱାଦୁ ବ୍ୟଞ୍ଜନ ‘ସ୍ପ୍ରିଙ୍ଗ୍‌ ରୋଲ୍‌’

ଲକ୍‌ଡାଉନ୍‌ ସମୟରେ ଲୋକମାନେ ବଜାରୁ କିଛିବି ଜିନିଷ ଖାଇବା ମଧ୍ୟ ବିପଦଜନକ ହୋଇପାରେ, କାରଣ କରୋନା ସଂକ୍ରମଣର ସମ୍ଭାବନା ରହିଛି । ଏଥିପାଇଁ ଘରେ ହିଁ କିଛି ସ୍ପେଶାଲ ଖାଦ୍ୟ ପ୍ରସ୍ତୁତ କରିବାକୁ ସମସ୍ତଙ୍କ ଇଚ୍ଛା । ତେବେ ଏ କ୍ଷେତ୍ରରେ

ରାଷ୍ଟ୍ରୀୟ ହିତ ସର୍ବାଗ୍ରେ: ଚୀନ୍‌ ସହ ବ୍ୟବସାୟୀକ ସମ୍ପର୍କ ଛିନ୍ନ କଲେ ଜମ୍ମୁ-କାଶ୍ମୀର ବେପାରୀ

ସୀମାରେ ତୀବ୍ର ଉତ୍ତେଜନାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ବ୍ୟବସାୟୀମାନେ ଚୀନ୍‌ରୁ ସେମାନଙ୍କର ରାଜମା ଓ ସୁଣ୍ଠି ଅର୍ଡରକୁ ବାତିଲ୍‌ କରିଦେଇଥିବା ଜଣାପଡ଼ିଛି । ଏହାର ବିକଳ୍ପ ପାଇଁ ଦେଶୀୟ ରାଜମାର ବ୍ୟବସାୟ ଲାଗି ମାଡ୍ରାସରୁ ସାମ୍ପଲ୍‌ ମଗାଯାଇଥିବା ବେଳେ ତୁର୍କିରୁ ଆମଦାନୀ

ସାମରିକ ବିଶେଷଜ୍ଞଙ୍କ ଚୀନ୍‌କୁ ପରାମର୍ଶ: ବିଶାଳ ତଥା ପରାକ୍ରମୀ ଭାରତୀୟ ସେନାର ମୁକାବିଲା ପାଇଁ ପ୍ରସ୍ତୁତ ରୁହ

ଭାରତ ଓ ଚୀନ୍‌ ମଧ୍ୟରେ ଦେଖାଦେଇଥିବା ସୀମା ଉତ୍ତେଜନା ବର୍ତ୍ତମାନ ଚରମ ସୀମାରେ । ଚୀନ୍‌ର ସୈନ୍ୟ ବିଶେଷଜ୍ଞ ବେଜିଂକୁ ଭାରତ ସହିତ ସୀମା ବିବାଦ ନେଇ ଜାରି ଉତ୍ତେଜାନମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ ସତର୍କ ରହିବାକୁ ରହିବାକୁ ଚେତାବନୀ ଦେଇଛନ୍ତି ।

କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ଜେପି ନଡ୍ଡା, ସୋନିଆଙ୍କୁ ପଚାରିଲେ ୧୦ଟି ପ୍ରଶ୍ନ

ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଚୀନ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ତୀକ୍ଷ୍ଣ ହମଲା କରିଛନ୍ତି । ନଡ୍ଡା କହିଛନ୍ତି, ପିଏମ ନ୍ୟାସନାଲ ରିଲିଫ ଫଣ୍ଡ ଯାହା ଲୋକଙ୍କୁ ସେବା ଏବଂ ରିଲିଫ ପ୍ରଦାନ କରେ ସେଥିରୁ

ଓ୍ୱାଶିଂଟନ୍‌ ଡିସି ହେବ ଆମେରିକାର ୫୧ତମ ରାଜ୍ୟ; ବୈଧାନିକ ପ୍ରକ୍ରିୟା ଆରମ୍ଭ

ଆମେରିକାରେ ବର୍ତ୍ତମାନ ୫୦ଟି ରାଜ୍ୟ ରହିଛି । ଓ୍ୱାଶିଂଟନ ଡିସିକୁ ୫୧ ତମ ରାଜ୍ୟ କରିବା ପାଇଁ ସମସ୍ତ ବୈଧାନିକ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟଟେଟିଭ୍‌ରେ ଏନେଇ ଆଗତ ହୋଇଥିବା ବିଧେୟକ ସଫଳତାର ସହିତ ପାରିତ

ହେରା ପଞ୍ଚମୀରେ ପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ଆଜି ନୀତି, ବିଧି ଓ ପରମ୍ପରା ମୁତାବକ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ଅନୁଷ୍ଠିତ ହେଉଛି ହେରା ପଞ୍ଚମୀ। ସନ୍ଧ୍ୟା ଆଳତି ପରେ ଆଡପ ମଣ୍ଡପରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି ମହାଲକ୍ଷ୍ମୀ। ମହାଲକ୍ଷ୍ମୀ

ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଲେ ଶରଦ ପାୱାର

ଚୀନ ପ୍ରସଙ୍ଗରେ ବାରମ୍ବାର ସରକାରଙ୍କୁ ଦାୟୀ କରୁଥିବାରୁ ଶନିବାର ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଆତ୍ମସମର୍ପଣ କରିବା କହିବା ପୂର୍ବରୁ ୧୯୬୨ରେ ଚୀନର ଦାଦାଗିରି ମନେ

ଉଲିବୁର ଖଣି ଦୁର୍ନୀତି ମାମଲା: ୭ବର୍ଷ ପରେ ଜାମିନରେ ମୁକ୍ତ ହେଲେ ଦୀପକ ଗୁପ୍ତା

ବହୁ ଚର୍ଚ୍ଚିତ ୧୮୦୦ କୋଟି ଉଲିବୁର ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ମାସିକିଆ ଅନ୍ତରୀଣ ଜାମିନରେ ମୁକୁଳିଛନ୍ତି । ୨୦୧୩ରେ କଟକ ସେଣ୍ଟ୍ରାଲ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କେନ୍ଦୁଝର ଜେଲରେ ଥିଲେ । ଏହି ୭ ବର୍ଷ

ଆଇଏଏସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଛି। ଏହି ଅଫିସରମାନେ ଗତ ବର୍ଷକ ପୂର୍ବରୁ ନିଜର ପ୍ରଶିକ୍ଷଣ ଶେଷ କରି ଫେରିବାପରେ ରାଜ୍ୟ ସରକାର ସେମାନଙ୍କୁ

ପୁରୀରେ ଜୁନ୍ ୩୦ରୁ ଜୁଲାଇ ୨ ଯାଏଁ କର୍ଫ୍ୟୁ

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତି ଠାରୁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି

ପୂର୍ବ ଲଦାଖରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ଭାରତ

ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଯୁଦ୍ଧ ବିମାନ ଏବଂ ହେଲିକପ୍ଟରର ଗତିବିଧିକୁ  ନଜରରେ ରଖି ଭାରତୀୟ ସଶସ୍ତ୍ର ବାହିନୀ ନିଜର ଉନ୍ନତ ଦ୍ରୁତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ପୂର୍ବ ଲଦାଖ ଅଞ୍ଚଳରେ ନିୟୋଜିତ କରିଛି