Date: June 28, 2020

Total 64 Posts

ବାହୁଡା ପ୍ରସ୍ତୁତି ଆରମ୍ଭ: ତିନି ରଥର ଦକ୍ଷିଣ ମୋଡ ଶେଷ

ବାହୁଡା ଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ । ଶେଷ ହୋଇଛି ତିନି ରଥର ଦକ୍ଷିଣ ମୋଡ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ନିକଟରେ ଲାଗିଲା ତିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି

ଭାରତରେ ନିର୍ମାଣ ହେବ ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡ଼ିୟମ

ଏଥର ତିଆରି ହେବ ନୂଆ ଷ୍ଟାଡ଼ିୟମ , ଯେଉଁଥିରେ ବର୍ଷା ହେଲେ ବି ଖେଳାଯାଇ ପାରିବ ମ୍ୟାଚ । ଏହା ହେବ ଭାରତର ତଥା ସମଗ୍ର ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡ଼ିୟମ । ପଞ୍ଜାମର ଚଣ୍ଡୀଗଡ ଠାରେ ନିର୍ମାଣ ହେବାକୁ ଯାଉଛି

ଭାଇ ଭଉଣୀଙ୍କ ଉପରେ ଚଢ଼ିଗଲା ସ୍କର୍ପିଓ

ଛେଣ୍ଡିପଦା-ଅନୁଗୁଳ ୬୩ ନମ୍ବର ରାଜ୍ୟ ରାଜପଥ କଙ୍କରେଇ ଜଙ୍ଗଲ ନିକଟ ଆଜି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରରୁ ଦେବଗଡ଼ ଅଭିମୁଖେ ବରଯାତ୍ରୀ ଯାଉଥିବା ଏକ ସ୍କର୍ପିଓ ଛତୁ ବିକ୍ରି କରୁଥିବା ଭାଇ ଭଉଣୀଙ୍କ ଉପରେ ଚଢ଼ି ଯାଇଛି। ମୃତକମାନେ

୯ ଜିଲ୍ଲାରେ ଆରମ୍ଭ ହେବ ସେରୋଲଜିକାଲ ସର୍ଭେ

କରୋନା ସଂକ୍ରମଣର ମାତ୍ରା ପରଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟର ୯ଟି ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ କରାଯିବ । ଯେଉଁ ସବୁ ବ୍ୟକ୍ତି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ରହୁଛନ୍ତି , ସେମାନଙ୍କ

ଭବାନୀପାଟଣାରେ ଜଣେ ପଜିଟିଭ ଚିହ୍ନଟ

କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରେ ଜଣେ ୫୮ ବର୍ଷିୟ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସହରବାସୀ ଡରିଯାଇଛନ୍ତି। ଭବାନୀପାଟଣା ସହରର ୱାର୍ଡ ନଂ୧୦ ଅର୍କାବାହାଲି ପଡାକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା

ସୀମାରେ ସ୍କୁଲ ଖାଲି କରିବାକୁ ନିର୍ଦ୍ଦେଶ

ଲଦାଖର ଗୁଲଓ୍ୱାନ ଉପତ୍ୟକାରେ ଭାରତ-ଚୀନ ସେନା ହାତାହାତି ହେବା ପରେ ସୀମାରେ ଟେନସନ ବଢ଼ିଛି। ଏହାରି ଭିତରେ ଜମ୍ମୁ କଶ୍ମୀରରେ ଦୁଇ ମାସ ପାଇଁ ଏଲପିଜି ରୋଷେଇ ଗ୍ୟାସ ମହଜୁଦ ରଖିବାକୁ ଗ୍ୟାସ ବିତରଣ ସଂସ୍ଥାକୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା

ମହାରାଷ୍ଟ୍ରରେ ୬୮ କଏଦୀଙ୍କୁ କରୋନା

ମହାରାଷ୍ଟ୍ରର ଅକୋଲା ଜେଲରେ ୬୮ କଏଦୀ କୋଭିଡ-୧୯ ପଜିଟିଭ ଟିହ୍ନଟ ହୋଇଛନ୍ତି। ଅକୋଲା ଉପଜିଲ୍ଲାପାଳ ସଞ୍ଜୟ ଖଡସେ ରବିବାର ଏହି ସୂଚନା ଦେଇଛନ୍ତି। ତେବେ କୌଣସି ବନ୍ଦୀଙ୍କ ଠାରେ ଲକ୍ଷଣ ନଥିଲେ ହେଁ ସେମାନେ ପଜେଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କୁ

କଟକ କ୍ୟାନସର ହସ୍‌ପିଟାଲରେ ୨ କରୋନା ଯୋଦ୍ଧାଙ୍କୁ କରୋନା

ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍‌ପିଟାଲରେ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ହସ୍‌ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି। ହସ୍‌ପିଟାଲର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।

କଟକ ସିଡିଏ ସେକ୍ଟର-୯କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ସ୍ଥାନୀୟ ସିଡିଏ-ସେକ୍ଟର-୯ ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। l ସେହିପରି ବଡ଼ମ୍ବାରେ ଆଉ ୫

ନାରୀମାନଙ୍କ ଏହି ଭୁଲପାଇଁ ଜନ୍ମ ନିଅନ୍ତି କିନ୍ନର ଛୁଆ !

ସନ୍ତାନ ମାନଙ୍କର ସୁଖ ଦେଖିବା ପାଇଁ ସବୁ ବାପା ଓ ମାଆଙ୍କର ଇଚ୍ଛା ଥାଏ । ଜଣେ ମାଆ ପାଇଁ ତାହାର ସନ୍ତାନ କଣ ଆପଣମାନେ ଠିକ୍ ଭାବରେ ଜାଣିଥିବେ । ଯେତେବେଳେ ସନ୍ତାନକୁ କୌଣସି ସମସ୍ୟା ଆସିଥାଏ ସେହି ସମୟରେ

କର୍ଣ୍ଣାଟକରେ ପ୍ରତି ରବିବାର ଲକଡାଉନ୍

କର୍ଣ୍ଣାଟକ ସରକାର କରୋନା ମହାମାରୀର ମୁକାବିଲା ପାଇଁ ଜୁଲାଇ ୫ ତାରିଖଠାରୁ ରାଜ୍ୟରେ ପ୍ରତି ରବିବାର ଲକଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ବି.ଏସ୍‍.ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଏକ