ବିଜେପିରେ ଯୋଗ ଦେବା ଥିଲା ମସ୍ତବଡ଼ ଭୁଲ୍: ବରିଷ୍ଠ ରାଜନେତା ଦାମୋଦର ରାଉତ

Spread the News

ବିଜେପିରେ ଯୋଗ ଦେଇ ମସ୍ତବଡ଼ ଭୁଲ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ । ଦାମ କହିଛନ୍ତି ଯେ, ତାଙ୍କୁ ବିଜେଡି ସୁପ୍ରିମୋ ବହିଷ୍କାର କରିଥିଲେ । ସେ ଆଦେଶ ଉଠାଇଲେ ହେଲା, ଆହୁରି କହିଛନ୍ତି ସେ ନବୀନଙ୍କ କାର୍ଯ୍ୟକୁ କେବେହେଲେ ସମାଲୋଚନା କରି ନାହାଁନ୍ତି । ସେ ଦାୟିତ୍ୱରେ ଥିବା ବିଭାଗରେ ହୋଇଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିଥିଲେ । କେବଳ ଭୁଲ ବୁଝାମଣା ପାଇଁ ସେ ବହିଷ୍କାର ହୋଇଛନ୍ତି ବୋଲି କହିଛନ୍ତି ଡକ୍ଟର ଦାମୋଦର ରାଉତ ।

Tags: