Date: June 30, 2020

Total 70 Posts

କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଆଠଗଡ଼ ଡିଏସ୍‌ପି: ଏନ୍‌ଏସି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍‌ ଘୋଷଣା କଲେ ଉପ-ଜିଲ୍ଲାପାଳ

ଆଠଗଡ଼ ଡିଏସ୍‌ପି କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଆଠଗଡ଼ ପ୍ରଶାସନ ପକ୍ଷରୁ ଆଠଗଡ଼ ଏନ୍ଏସିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ମଙ୍ଗଳବାର ଦିନ ଦୁଇଟା ଠାରୁ ତିନି ତାରିଖ

ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପାକିସ୍ତାନ ଦୂତାବାସର ୧୪୩ ଅଧିକାରୀ ପହଞ୍ଚିଲେ ଆଟ୍ଟାରୀ-ଓ୍ଵାଘା ସୀମାରେ

ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରିବାକୁ ଭାରତ ସରକାର କଡ଼ା ନିର୍ଦ୍ଦେଶ ଜାରି କରିବା ପରେ ପାକିସ୍ତାନ ଦୂତାବାସର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆଟ୍ଟାରୀ-ଓ୍ଵାଘା ସୀମାରେ ପହଞ୍ଚିଛନ୍ତି । ରିପୋର୍ଟ

ମହଙ୍ଗା ପଡ଼ିଲା ଡ୍ରାଗନ୍‌ ପ୍ରେମ, ଓଲିଙ୍କ ଗାଦି ଟଳମଳ

ସଙ୍କଟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗାଦି । ନେପାଳ କମ୍ୟୁନିଷ୍ଟ ପାର୍ଟିର ମଙ୍ଗଳବାର ଅନୁଷ୍ଠିତ ବୈଠକରେ ପୁଣି ଥରେ ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି । ଏହିସବୁ ନେତାଙ୍କ କହିବା କଥା ହେଲା ଓଲି ସରକାର ନିଜ

ଚୀନ୍‌ ସୈନ୍ୟଙ୍କ ଭାରତରେ ଅନୁପ୍ରବେଶ ଓ ତୈଳଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ରାହୁଲ୍‌ ଗାନ୍ଧୀ

ଚୀନ୍‌ ସହ ବିବାଦଠୁ ଆରମ୍ଭ କରି ତୈଳଦର ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଗତ ୩ ମାସ ମଧ୍ୟରେ ତୈଳ ଦର ୨୨ ଥର ବୃଦ୍ଧି

ରୋହିତ ଶର୍ମା ବିଶ୍ୱର ଶ୍ରେଷ୍ଠ ଓପନରମାନଙ୍କ ମଧ୍ୟରୁ ଅନ୍ୟତମ: ପୂର୍ବତନ ଭାରତୀୟ ଓପନର ଶ୍ରୀକାନ୍ତ

ଏକଦିବସୀୟ କ୍ରିକେଟ ପ୍ରତିଯୋଗିତାରେ ରୋହିତ ଶର୍ମା ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି । ଏପରିକି ଭାରତୀୟ ଭାବେ ସବୁଠୁ ବେଶି ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି । ସେହିପରି ରୋହିତ ମଧ୍ୟ ଏକଦିବସୀୟ ମ୍ୟାଚରେ ତିନିଥର ଦ୍ୱିଶତକ

୫୯ ଚାଇନିଜ୍ ଆପ୍ସ ବ୍ୟାନ୍ ପରେ ଏବେ ଚାଇନିଜ୍ କମ୍ପାନୀ Huaweiକୁ ନେଇ ଚର୍ଚ୍ଚା, 5G ରେସ୍‌ରୁ ବାହାରିପାରେ

ଗତକାଲି ଭାରତ ସରକାର ୫୯ ଚାଇନିଜ୍ ଆପ୍ସ ବ୍ୟାନ୍ କରି ଦେଶରେ ଚହଳ ସୃଷ୍ଟି କରିଥିଲେ । ତେବେ ଏଥିରେ ଆଉ ଏକ ଚାଇନିଜ୍ କମ୍ପାନୀ ହୁୱୈ ମଧ୍ୟ ସାମିଲ୍‌ ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି । ଏଠାରେ

ପ୍ରେମରେ ପଡ଼ିଛନ୍ତି ‘କସୋଟି ଜିନ୍ଦେଗୀ କେ-୨’ର ସୁନ୍ଦରୀ ନାୟିକା ଏରିକା ଫର୍ଣ୍ଣାଡିସ୍‌

ପ୍ରେମରେ ପଡ଼ିଛନ୍ତି ‘କସୋଟି ଜିନ୍ଦେଗୀ କେ-୨’ର ସୁନ୍ଦରୀ ନାୟିକା ଏରିକା ଫର୍ଣ୍ଣାଡିସ୍‌ । ସେ ନିଜେ ଏହା ସ୍ୱିକାର କରିଛନ୍ତି । ଗତ ୩ ବର୍ଷ ଧରି ସେ ଜଣଙ୍କୁ ଭଲ ପାଉଥିଲେ ମଧ୍ୟ ତାଙ୍କ ନାଁ କହିବାକୁ ମନା କରିଦେଇଛନ୍ତି

AC ଚଲାଇଲେ ମଧ୍ୟ ବଢ଼ିବନି ବିଦ୍ୟୁତ୍‌ ବିଲ୍‌, ଆପଣାନ୍ତୁ ଏହି ଉପାୟ…

ରାଜ୍ୟର ହାତଗଣତି କିଛି ସ୍ଥାନରେ ବର୍ଷା ହେଉଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଗୁଳୁଗୁଳି କାରଣରୁ ଅସହ୍ୟ ଗରମ ଅନୁଭୂତି ହେଉଛି । ଏହି ଗରମରୁ ବର୍ତ୍ତିବା ଲାଗି ଲୋକେ ଫ୍ୟାନ, କୁଲର ଓ ଏୟାର କଣ୍ଡିସନର(ଏସି)ର ଉପଯୋଗ କରୁଛନ୍ତି । ତେବେ

ରାତ୍ର ସମୟରେ ଖାଆନ୍ତୁ ଏହିସବୁ ସ୍ୱାଦିଷ୍ଟ ଖାଦ୍ୟ; ସ୍ୱାସ୍ଥ୍ୟ ପାଇଁ ହେବ ଉପଯୋଗୀ

ରାତ୍ର ଭୋଜନରେ ଅଧିକାଂଶ ଲୋକ ଗରିଷ୍ଠ ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ଯାହା ଫଳରେ ତାଙ୍କ ଡାୟେଟ ଉପରେ ପ୍ରଭାବ ପଡ଼ିଥାଏ । କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଯେ ରାତ୍ର ଭୋଜନରେ କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହେଉ

କେଶ ଝଡ଼ିବାର କେତୋଟି ମୁଖ୍ୟ କାରଣ ସମ୍ପର୍କରେ ଜାଣନ୍ତୁ…

ଆଜିକାଲି ଶିଶୁଙ୍କଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର କେଶ ଝଡ଼ିବା ଏକ ସାଧାରଣ ଘଟଣା । ଏହି ସମସ୍ୟାରେ ପୀଡ଼ିତ ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତେ ଗଭୀର ମାନସିକ ଯନ୍ତ୍ରଣା ପାଇଥାନ୍ତି । ପରିବାର ଓ ସମାଜ

ବର୍ଷାଜଳରେ ଧୋଇଗଲା ଗଲଓ୍ୱାନ ଉପତ୍ୟକାରେ ଚୀନ୍‌ ନିର୍ମାଣ କରିଥିବା ସେନା ଶିବିର ଓ ରାସ୍ତା

ଗଲୱାନ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁଁ ଏହି ନଦୀର ଜଳସ୍ତର ବଢି ଗଲୱାନ ଉପତ୍ୟକାରେ ଚୀନ୍‌ ନିର୍ମାଣ କରିଥିବା ସେନା ଶିବିରର କିଛି ଅଂଶ ଓ ସଂଲଗ୍ନ ନୂଆ ରାସ୍ତା ଧୋଇଯାଇଛି । ଏତଦ୍‌ବ୍ୟତୀତ ସେଠାରେ ମୁତୟନ