Month: July 2020

Total 1822 Posts

ଭାପୁର ନାବାଳିକା ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ଭାପୁର ଫାଣ୍ଡି ଅନ୍ତର୍ଗତ ନାବାଳିକା ଆତ୍ମହତ୍ୟା ଘଟଣାରେ ଢେଙ୍କାନାଳ ସଦର ଥାନା ପୁଲିସ ଅଭିଯୁକ୍ତ ସୁବାସ ମୁଦୁଲିକୁ ଗିରଫ କରିଛି । ଗତକାଲି ଉତ୍ତର କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ଏଏସଆଇ ପଦ୍ମନାଭ ସାହୁଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ଏଏସଆଇ

ପ୍ରଥମ ଥର ପାଇଁ ସାମ୍ନାକୁ ଆସି ଏଭଳି ପ୍ରତିକ୍ରିୟା ରଖିଲେ ରିୟା; ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମାମଲା ରୁଜୁ ପରେ ବିବ୍ରତ ହୋଇପଡିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପ୍ରଥମ ଥର ପାଇଁ ରିୟା ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାକୁ ନେଇ ଏକ

ଆଜି ରାଜ୍ୟରେ ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ

ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୭୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । Another 772 #COVID19 patients have recovered and are

ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା; କ୍ରାଇମବ୍ରାଞ୍ଚ ଟିମର ତନାଘନା ଆରମ୍ଭ

ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ନେଇ ଛାନଭିନ ଆରମ୍ଭ କଲା କ୍ରାଇମବାଞ୍ଚ ଟିମ । ଏନେଇ ଶୁକ୍ରବାର ଆଦିତ୍ୟଙ୍କ ଘରେ କ୍ରାଇମବାଞ୍ଚ ଟିମ ପହଞ୍ଚି  ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ପରିବାର ଲୋକଙ୍କୁ ଜେରା କରିଛି । ଆଦିତ୍ୟ

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ମନି ଲଣ୍ଡିରିଂ ମାମଲା ରୁଜୁ କଲା ଇଡି

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତ୍ବରାନ୍ବିତ ହୋଇଛି ଯାଞ୍ଚର ଗତି । ଉଭୟ ମୁମ୍ବାଇ ଓ ବିହାର ପୋଲିସ ମାମଲାର ଯାଞ୍ଚରେ ଲାଗିଛନ୍ତି । ଏପରିସ୍ଥିତିରେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ସିବିଆଇକୁ ହସ୍ତାନ୍ତର କରିବାକୁ ସାଧାରଣରେ

୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ, ଶନିବାର ଛୁଟି

ଅଗଷ୍ଟ ମାସରେ ସବୁ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀ ନେଇ ଚାଲିବ । ତେବେ ଘରେ ବସି କାମ ବି ହେବ । ସବୁ ଶନିବାର ଛୁଟି ରହିବ । ଯେପରି କୌଣସି କାର୍ଯ୍ୟ ପ୍ରଭାବିତ ନହୁଏ ସେଥିପ୍ରତି ଅଧିକ

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ

କୋଭିଡ୍-୧୯ ସଙ୍କଟ କାରଣରୁ ଅଗଷ୍ଟ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବ୍ୟାବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ ବନ୍ଦ ରହିବ ବୋଲି ଶୁକ୍ରବାର ଦିନ ‘ଡାଇରେକ୍ଟୋରେଟ୍‌ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍’ ଶୁକ୍ରବାର ଦିନ ଘୋଷଣା କରିଛି। ଏ ସଂକ୍ରାନ୍ତରେ ଜାରି ହୋଇଥିବା

୪ ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଶନିବାର ଓ ରବିବାର ସଟ୍‌ଡାଉନ୍

ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସପାଲଟିରେ ଜାରି ହୋଇଛି ସାପ୍ତାହିକ ସଟଡାଉନ୍ । ଖୋର୍ଦ୍ଧା, ଗଂଜାମ, ଗଜପତି, କଟକ ଓ ରାଉରକେଲା ମ୍ୟୁନିସପାଲଟିରେ ମାସର ପ୍ରତି ଶନିବାର ଓ ରବିବାର ସଟଡାଉନ୍ ରହିବ । ଏନେଇ ଆଜି ସରକାର ଗାଇଡାଲଇନ୍

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ଫେରାର ହେଲେ ବାପା-ମା’

କଟକ ଶିଶୁ ଭବନରେ ଜଣେ କରୋନା ଆକ୍ରାନ୍ତ ଶିଶୁର ମୃତ୍ୟୁ ଘଟିଛି। ତେବେ ମେଡିକାଲ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମୃତ ଶିଶୁଟିକୁ ଧରି ତା’ର ବାପା-ମା’ ଫେରାର ହୋଇଛନ୍ତି। ଏନେଇ ଲାଲବାଗ ଥାନାରେ ଶିଶୁଭବନ ପକ୍ଷରୁ ଅଭିଯୋଗ ହୋଇଛି। ଆଜି

ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ବଳବତ୍ତର; ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍

କେନ୍ଦ୍ର ସରକାର ଅନଲକ-୩ରେ ରାତ୍ରକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଥିଲେ ହେଁ ଓଡ଼ିଶା ସରକାର କିନ୍ତୁ ନାଇଟ କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି। ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯିବ। ଅର୍ଥାତ

ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି; ମାସ୍କ ନ ପିନ୍ଧିଲେ ଗଣିବେ ତଣ୍ଡ

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏବେ ଉଲ୍ଲଙ୍ଘନକାରୀଙ୍କୁ ସାବାଡ କରିବା ପାଇଁ ଫାଇନ ରାଶିକୁ ବୃଦ୍ଧି କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ