Date: July 1, 2020

Total 65 Posts

ପ୍ରିୟଙ୍କାଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ୍ ପଠେଇଲା ଗୃହ ଏବଂ ସହର ବିକାଶ ବିଭାଗ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଗଷ୍ଟ ୧ତାରିଖ ସୁଦ୍ଧା ଲୋଧି ଇଷ୍ଟେଟ୍ ସ୍ଥିତ ଘର ଖାଲି କରିବାକୁ ନୋଟିସ ପଠାଯାଇଛି । ଗୃହ ଏବଂ ସହର ବିକାଶ ବିଭାଗ ପକ୍ଷରୁ ଏହି ନୋଟିସ ହୋଇଛି । ଅଗଷ୍ଟ ୧ ପରେ

ଅଲରାଉଣ୍ଡର୍‌ କୁନାଲ ପାଣ୍ଡ୍ୟା ଆରମ୍ଭ କଲେ ଆଉଟ୍‌ଡୋର୍‌ ଟ୍ରେନିଂ

କରୋନା କଟକଣା ପାଇଁ ପ୍ରାୟ ୩ ମାସରୁ ଅଧିକ ଦିନ ଧରି ଘରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହିବା ପରେ ଭାରତୀୟ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର କୁନାଲ ପାଣ୍ଡ୍ୟା ମଙ୍ଗଳବାରଠାରୁ ଆଉଟ୍‌ଡୋର୍‌ ଟ୍ରେନିଂ ଆରମ୍ଭ କରିଛନ୍ତି । ଦେଶର

ବିନା ଅନୁମତିରେ ବିବାହ କରାଇଲେ ପୁରୋହିତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଗଞ୍ଜାମ ଜିଲ୍ଲା ପ୍ରଶାସନ

ବିନା ଅନୁମତିରେ ବିବାହ କରାଇଲେ ପୁରୋହିତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏମିତିକି ତାଙ୍କ ନାମରେ ମାମଲା ରୁଜୁ ହେବ । ଆଜି ଟ୍ୱିଟ୍ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଥିରେ ଉଲ୍ଲେଖ

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ : ଘରେ ବଣ୍ଟନ କରାଗଲା ଶୁଖିଲା ରାସନ୍

କୋଭିଡ୍‌-୧୯ କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଜି ମାସର ୧ ତାରିଖ ହୋଇଥିବାରୁ ରାଜ୍ୟର ପ୍ରତ୍ୟେକ ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ଶୁଖିଲା

ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ଆନନ୍ଦିବେନ୍ ପଟେଲ

ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଆନନ୍ଦିବେନ୍ ପଟେଲ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଉତରପ୍ରଦେଶର ରାଜ୍ୟପାଳ ଥିବା ବେଳେ ତାଙ୍କୁ ମଧ୍ୟପ୍ରଦେଶ ରାଜାପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଗୁରୁବାର ମଧ୍ୟପ୍ରଦେଶ କ୍ୟାବିନେଟର ସମ୍ପ୍ରସାରଣ ହେବ । ଏହାକୁ

ଚାଇନା ୱିବୋ ଆପକୁ ବାଏବାଏ କହିଲେ ମୋଦି

ଭାରତ ସରକାର ୫୯ଟି ଚାଇନିଜ ଆପକୁ ବ୍ୟାନ୍‌ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ୱିବୋ ଆପକୁ ବାଏବାଏ କହିଛନ୍ତି। ଟ୍ୱିଟର ଭଳି ୱିବୋ ଆପ ଚାଇନାରେ ଉପଲବ୍ଧ ହେଉଥିଲେ। ଏଥିରେ ମୋଦିଙ୍କ ଆକାଉଣ୍ଟ ମଧ୍ୟ ରହିଥିଲା। ଏଥିରେ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ଆଇସିସି) ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେବା ପରେ ଶଶାଙ୍କ ମନୋହର ବୁଧବାର ଇସ୍ତଫା ଦେଇଛନ୍ତି । ସେ ଏହି ପଦରେ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ବାଜାଙ୍କୁ ନିର୍ବାଚନ୍ ପର୍ଯ୍ୟନ୍ତ

ଭୋଜନ ସମୟରେ କରନ୍ତୁ ନାହିଁ ଏହି ଭୁଲ, ନହେଲେ ଘରୁ ଚାଲିଯିବେ ଲକ୍ଷ୍ମୀ

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ଘରର ବାସ୍ତୁ ବିଗିଡି ଯାଇଥାଏ, ତାହାଲେ ସେହି ବ୍ୟକ୍ତି ଙ୍କୁ ବହୁତ କଷ୍ଟ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେହି ଘରକୁ କେବେ ହେଲେ ଖୁସି ଓ ଶାନ୍ତି ଆସି ନ ଥାଏ।

ତାମିଲନାଡୁ ବଏଲର୍ ବିସ୍ଫୋରଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୩ଲକ୍ଷ ଟଙ୍କା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ତାମିଲନାଡୁର ନେଭେଲି ଲିଗ୍‌ନାଇଟର ଦୁଇ ନମ୍ବର ପ୍ଲାଣ୍ଟରେ ବଏଲର୍ ବିସ୍ଫୋରଣ ହେବାରୁ ଅନ୍ୟୂନ ୬ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୧୭ଜଣ ଆହତ ହୋଇଥିଲେ। ଏବେ ଆହତମାନଙ୍କୁ ଏନ୍‌ଏଲ୍‌ସି ଲିଗ୍‌ନାଇଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା

ପୁରୀରେ କୋହଳ ହେଲା କର୍ଫ୍ୟୁ

ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ପୂର୍ବପରି ବଳବତ୍ତର ରହିବ । କାଲି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏ କର୍ଫ୍ୟୁ କୋହଳ କରାଯାଇଥିବା