latest

Date: July 2, 2020

Total 60 Posts

ଖାଆନ୍ତୁ ଗଜାମୁଗ, ରହିବେ ସୁସ୍ଥ..

ଗଜାମୁଗ ଖାଇଲେ ଶରୀର ପାଇଁ ବେଶ ଫାଇଦା ମିଳେ ବୋଲି ଡାକ୍ତରଙ୍କ ମତ । କାରଣ ଏଥିରେ କମ କ୍ୟାଲୋରି ଥିବା ସହ ଭିଟାମିନ ଏ, ଭିଟାମିନ ବି, ଭିଟାମିନ ବି ଏବଂ ଭିଟାମିନ ସି ଅଧିକ ପରିମାଣରେ ଅଛି ।

ସାବଧାନ ! ଏହିସବୁ ଖାଦ୍ୟକୁ ଭୁଲରେ ହେଲେବି ଗରମ କରି ଖାଆନ୍ତୁ ନାହିଁ…

ଅନେକ ଲୋକେ ଆମିଷ ହେଉ ଅବା ନିରାମିଷ ତରକାରି କରି ଫ୍ରିଜ୍‌ରେ ରଖି ଅନେକ ଦିନ ପରେ ଖାଇଥାଆନ୍ତି । ଖାଇଲା ପୂର୍ବରୁ ଫ୍ରିଜ୍‌ରୁ କାଢ଼ି ଏହାକୁ ଭଲ ଭାବରେ ଗରମ କରି ଦିଅନ୍ତି । ସାଧାରଣତଃ ଆମେ ସମସ୍ତେ ଜାଣୁ

TikTok ଚୀନ୍‌ର ନିଜସ୍ୱ ଆପ୍‌ ହୋଇଥିବା ସ୍ଥଳେ ଏହାକୁ ସେ ଦେଶରେ କାହିଁକି ବ୍ୟବହାର କରାଯାଏ ନାହିଁ ? ଜାଣନ୍ତୁ ଏ ବିଷୟରେ…

ଦେଶର ୟୁଜରଙ୍କ ପ୍ରାଇଭେସି ଓ ଡାଟାର ସିକ୍ୟୁରିଟି କାରଣରୁ ଭାରତ ସରକାରଙ୍କ ପକ୍ଷରୁ ୫୯ ଚାଇନିଜ୍ ଆପକୁ ବ୍ୟାନ କରାଯାଇଛି । ଏଥିରେ TikTok ମଧ୍ୟ ରହିଛି । ସର୍ଟ ଭିଡିଓ ସେୟାରିଂ ଆପ୍ TikTok କୁ ଭାରତରେ କୋଟି କୋଟି

ହୃଦୟବିଦାରକ : ବୋଟସ୍‌ଓ୍ୱାନାରେ ୩୫୦ ହାତୀଙ୍କର ରହସ୍ୟଜନକ ମୃତ୍ୟୁ

ଦକ୍ଷିଣ ଆଫ୍ରିକାର ବୋଟସଓ୍ୱାନାରେ ୩୫୦ରୁ ଅଧିକ ହାତୀଙ୍କର ରହସ୍ୟମୟ ଢଙ୍ଗରେ ମୃତ୍ୟୁ ହୋଇଛି । ଏହି ହାତୀଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଧିକାଂଶ ହାତୀ ଜଳସ୍ରୋତର ନିକଟରେ ମରିପଡିଛନ୍ତି । ଏବେ ବୋଟସଓ୍ୱାନାର

ଭାରତୀୟ ବାୟୁସେନାକୁ ମିଳିବ ୩୩ଟି ଲଢୁଆ ବିମାନ

ଲଦ୍ଦାଖରେ ଚୀନ ଓ ଭାରତ ସୀମାବିବାଦ ମଧ୍ୟରେ ଆସିଛି ଏକ ଖୁସି ଖବର । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ରୁଷରୁ ୩୩ଟି ଲଢୁଆ ବିମାନ କିଣିବ ଭାରତ । ଭାରତ ଓ ରୁଷ ମଧ୍ୟରେ ଏକ ବଡ

ଯୁଦ୍ଧ ହେଲେ ଚୀନ୍‌ର କୋଟି କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିବ ଭାରତ !

ଗଲଓ୍ୱାନ ଘାଟିର ସଂଘର୍ଷ ପରେ ଭାରତୀୟ ଓ ଚୀନ୍‌ ସୀମାରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଚୀନ୍‌ର ପ୍ରତ୍ୟେକଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଛି ବାୟୁସେନା । ଏଥିପାଇଁ ଭାରତର ଯୁଦ୍ଧବିମାନଗୁଡ଼ିକ ସୀମାରେ ପଇଁତରା ମାରୁଛି

ସରକାରୀ ଚାକିରି ପାଇଁ ସରକାରୀ ସ୍କୁଲରେ ପଠନ କରିବାକୁ ହେବ !

ସରକାରୀ ସ୍କୁଲରେ ପଠନ କଲେ ମିଳିବ ସରକାରୀ ଚାକିରି । ଏମିତି ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବାବଦରେ ଝାଡ଼ଖଣ୍ଡ ରାଜ୍ୟ ସରକାର ବିଚାର କରୁଛନ୍ତି । ଏନେଇ ଖୋଦ୍‌ ଝାଡ଼ଖଣ୍ଡ ରାଜ୍ୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ଜଗରନାଥ

ବିହାର ନିର୍ବାଚନ ପୂର୍ବରୁ ଭୋଟିଂ ପ୍ରକ୍ରିୟାରେ ହୋଇପାରେ ଏହି ପରିବର୍ତ୍ତନ, ଜାଣିବା ପାଇଁ ପଢନ୍ତୁ…

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ପାଇଁ ନିର୍ବାଚନ ହେବ । ଏହାପୂର୍ବରୁ ନିର୍ବାଚନ କମିଶନ ଭୋଟିଂ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଷ୍ଟାଲ ବାଲଟ୍‌ର ଅଧିକ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି

ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ‘ବଳରାମ’ ଯୋଜନା

ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଭଲ ଖବର ଆଣିଛନ୍ତି। ‘କାଳିଆ’ ଯୋଜନା ପରେ ରାଜ୍ୟ ସରକାର ‘ବଳରାମ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ବଳରାମ ଯୋଜନା ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ

ସମ୍ ହସପିଟାଲ୍‌ରେ କୋଭିଡ-୧୯ ଭ୍ୟାକସିନ୍‌ର ହେବ ପରୀକ୍ଷଣ

ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ

୬ରୁ ଜନସାଧାରଣଙ୍କ ପାଇଁ ଖୋଲିବ ତାଜମହଲ ଏବଂ ଦିଲ୍ଲୀର ଲାଲ କିଲ୍ଲା ସମେତ ସମସ୍ତ ସ୍ମାରକୀ

କରୋନା ମହାମାରୀ ସମୟରେ ଭାରତକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଦେଶକୁ ଲକଡାଉନ କରିଥିଲେ ସରକାର । ଏବେ ଧୀରେ ଧୀରେ ସରକାର ନିୟମ କୋହଳ କରିବା ସହ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ଅନଲକ-୧ ପରେ ଏବେ