ପ୍ରତ୍ୟେକ ବ୍ୟକ୍ତିର ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୪ ସଂକେତ

Spread the News

ବ୍ୟକ୍ତିର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ଚାରୋଟି ଶୁଭ ସଂଙ୍କେତ , ଭଲ ଏବଂ ଖରାଫ୍ ସମୟ ଦୁହେଁ ଦୁହିଁଙ୍କର ବିପରୀତ ଅଟନ୍ତି । ଦୁନିଆରେ ପ୍ରତ୍ୟେକ ମନୁଷ୍ୟ ଏହି ଖରାଫ୍ ସମୟ ଠାରୁ ଦୂରେଇ ରହିବା ପାଇିଁ ଚାହିଁଥାନ୍ତି ଏବଂ ଭଲ ସମୟ ଆସିବାକୁ ଅପେକ୍ଷା କରିଥାନ୍ତି । ଅଧିକାଂଶ ବ୍ୟକ୍ତି ଏପରି ଅଟନ୍ତି ୟେଉଁ ମାନେ ଅଧିକାଂଶ ଖରାଫ୍ ସମୟରେ ଭଗବାନଙ୍କୁ ସ୍ଣରଣ କରିଥାନ୍ତି ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଖରାପ୍ ଏବଂ ଭଲ ସମୟ ଆସବା ପୂର୍ବରୁ ଭଗବାନ ଆମକୁ କିଛି ନା କିଛି ସଂଙ୍କେତ ଅବଶ୍ୟ ଦେଇଥାନ୍ତି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ସେମାନେ ସେହି ସବୁ ସଂଙ୍କେତ କୁ ବୁଝି ପାରନ୍ତି ନାହିଁ ।

ହିନ୍ଦୁ ଶାସ୍ତ୍ରରେ ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ ବୋଲି ମାନାଯାଇଥାଏ । ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀ ଙ୍କୁ ଶ୍ରଦ୍ଧା ମନରେ ପୂଜା କରିଥାନ୍ତି ଏବଂ କାହାର ହୃଦୟକୁ କଷ୍ଟ ଦିଅନ୍ତି ନାହିଁ ତାଙ୍କ ଉପରେ ଲକ୍ଷ୍ମୀ ମାତା ପ୍ରସନ୍ନ ହୋଇଯାଆନ୍ତି ।

ମାତା ଲକ୍ଷ୍ମୀ କୌଣସି ଗୃହକୁ ବାସ କରିବା ପୂର୍ବରୁ ସେଠାରେ ରହୁଥିବା ଲୋକଙ୍କୁ କିଛି ସଂଙ୍କେତ ଅବଶ୍ୟ ଦେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି୍ ଚାରୋ ଟି ସଂଙ୍କେତ ସମ୍ପର୍କରେ ଜଣାଇଦେବୁ ପ୍ରତ୍ୟେକ ବ୍ୟକ୍ତିର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି । 

ପେଚା

ପେଚା କୁ ମାତା ଲକ୍ଷ୍ମୀଙ୍କର ବାହାନ ବୋଲି କୁହାଯାଇଛି , ଏହି ପରି ଯଦି ଆପଣ କେଉଁଠାରେ ପେଚା ଦେଖାଯାଏ ତେବେ ଜାଣି ରଖନ୍ତୁ ମାତା ଲକ୍ଷ୍ମା ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ଅତି ଶିଘ୍ର ଆପଣ ଙ୍କ ଘରେ ବାସ କରିବାକୁ ଯାଉଛନ୍ତି । କାରଣ ନା ଯେଉଁ ଠାରେ ମାତା ଲକ୍ଷ୍ମୀଙ୍କର ବାହାନ ପେଚା ରହିଥାଏ ସେଠାରେ ମାତାଙ୍କର ଆର୍ଭିବାବ ହୋଇଥାନ୍ତି ।

ସବୁଜ ରଙ୍ଗ

ଯଦି ଆପଣ ଙ୍କୁ ହଟାତ୍ ସବୁଜ ରଙ୍ଗର ଜିନିଷ ଦେଖାଯାଏ ତେବେ ଜାଣି ରଖନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ଆପଣ ଙ୍କ ମନରେ ଖୁସି ଓ ଉଲ୍ଲାସ ଆସିବାର ସଂଙ୍କେତ ଦେଇଥାଏ । ତେଣୁ ଜାଣିରଖନ୍ତୁ ଏହା ମାତା ଲକ୍ଷ୍ମୀ ଙ୍କର ଉତ୍ତମ ସଂଙ୍କେତ ଅଟେ ।

ଝାଡୁ

ମାତା ଲକ୍ଷ୍ମୀଙ୍କୁ ଝାଡୁ ବହୁତ ପ୍ରିୟ ହୋଇଥାଏ , କାରଣ ମାତା ଲକ୍ଷ୍ମୀଙ୍କୁ ସଫା ସୁତୁରା ରହିଥିବା ଗୃହ ବହୁତ ପସନ୍ଦ ହୋଇଥାଏ , ଏହା ସହିତ ଝାଡୁ ଘରେ ମଇଳା କୁ ଦୂର କରିବାରେ ସାହାର୍ଯ୍ୟ କରେ ଓ ଆମକୁ ଏହା ଦ୍ବାରା ହେଉଥିବା ଅନେକ ରୋଗରୁ ମୁକ୍ତି ଦେଇଥାଏ ।

ଶଙ୍ଖ ଧ୍ୱନି

ଯଦି ସକାଳୁ ଉଠିବା ସମୟ ରେ ଶଙ୍ଖର ଧ୍ୱନି ଆପଣଙ୍କୁ ଶୁଣିବାକୁ ମିଳେ ତେବେ ଏହାର ଅର୍ଥ ହେଉଛି ଯେ ଭଗବାନ ଆର୍ଶିିବାଦ ଆପଣ ଙ୍କ ଉପରେ ଅତି ଶିଘ୍ର ପଡିବାର ଅଛି । ଏବଂ ଆପଣ ଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏହା ସହିତ ଯେଉଁ ଘରେ ଶଙ୍ଖ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ଓ ବିଷ୍ଣୁଙ୍କର କୃପା ରହିଥାଏ ।

Tags: