Date: July 4, 2020

Total 71 Posts

କରୋନାରେ ଇସ୍କନ ଶୀର୍ଷ ପରିଚାଳନା କମିଟି ମୁଖ୍ୟଙ୍କ ନିଧନ

ଇସ୍କନର ଶୀର୍ଷ ପରିଚାଳନା କମିଟିର ମୁଖ୍ୟ ସ୍ୱାମୀ ଭକ୍ତିଚାରୁ ମହାରାଜ କରୋନାରେ ପୀଡ଼ିତ ହୋଇ ପରଲୋକଗମନ କରିଛନ୍ତି । ଆଜି ଆମେରିକାର ଫ୍ଲୋରିଡାସ୍ଥିତ ଏକ ଡ଼ାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ

ଚୀନ୍‌କୁ ପୁଣି ଅର୍ଥନୈତିକ ଝଟ୍‌କା: ଏଥର ହିରୋ ସାଇକେଲ୍‌

ହିରୋ ସାଇକେଲ ଚୀନ୍‌ ସହ ୯୦୦ କୋଟି ଟଙ୍କାର ବ୍ୟାପାର ରଦ୍ଦ କଲା । ଭାରତରେ ଚୀନ୍‌ ସାମଗ୍ରୀ ବର୍ଜନ ଅଭିଯାନ ଜୋର୍‌ ଧରିଛି । ସରକାର କେତେକ ପଦକ୍ଷେପ ନେବା ପରେ ଏବେ ବିଭିନ୍ନ କମ୍ପାନୀ ଏଥିନେଇ ଆଗକୁ ଆସିଛନ୍ତି

ଜୁଲାଇ ୧ରୁ ନିଖୋଜ ଅଛନ୍ତି ଏହି ମହିଳା ପୋଲିସ ଇନସପେକ୍ଟର !

ବାଲେଶ୍ୱର ଟାଉନ୍‌ ଥାନାର ଭାରପ୍ରାପ୍ତ ଇନସପେକ୍ଟର (ଆଇଆଇସି) ସରୋଜିନୀ ନାୟକ ଜୁଲାଇ ୧ରୁ ନିଖୋଜ ଅଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ମହିଳା ଆଇଆଇସି ଜଣକ ନିଖୋଜ ହେବାଦିନ ସନ୍ଧ୍ୟା ୭ଟା ବେଳେ ତାଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା ।

ପ୍ରସିଦ୍ଧ ବ୍ୟାଡମିଣ୍ଟନ୍‌ ଖେଳାଳି ଲିନ ଡ୍ୟାନଙ୍କ ଅବସର ଘୋଷଣା

ଚୀନ୍‌ର ପ୍ରସିଦ୍ଧ ବ୍ୟାଡମିଣ୍ଟନ୍‌ ଖେଳାଳି ଲିନ ଡ୍ୟାନ ଶନିବାର ଅବସର ଘୋଷଣା କରିଛନ୍ତି । ନିଜ ଜୀବନରେ ଦୁଇଥର ଅଲିମ୍ପିକ ସ୍ୱର୍ଣ୍ଣ ଜିତିଥିବା ଲିନ ୨୦୦୦ ମସିହାରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୬ଥର ଅଲ୍‌ ଇଂଲଣ୍ଡ ଓପନ

କରୋନା ଭାଇରସ୍‌ର ବିସ୍ତାର ନିମନ୍ତେ ଚୀନ୍‌ ଜାଣିଶୁଣି କରୋନା ସଂକ୍ରମିତଙ୍କୁ ବିଦେଶ ପଠାଇଥିଲା: ଆମେରିକା ଅଧିକାରୀଙ୍କ ସ୍ପଷ୍ଟୋକ୍ତି

କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚୀନ୍‌ ବୋଲି ଆମେରିକା ପ୍ରଥମରୁ ବିଶ୍ୱ ସମୁଦାୟ ଆଗରେ ଜଣାଇ ଆସିଛି । ଏମିତିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଖୋଲାଖୋଲି ବିଶ୍ୱ ଆଗରେ କରୋନା ଚୀନ୍‌ ଲ୍ୟାବରୁ ହିଁ ବିଶ୍ୱରେ ବିସ୍ତାର ହୋଇଛି ବୋଲି

ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବାହୁଡ଼ିଲେ ଶ୍ରୀଜିଉ

ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ଜନ୍ମବେଦି ଓ ବଡ଼ଦାଣ୍ଡରେ ଲୀଳା ଖେଳ ସାରି ଶ୍ରୀମନ୍ଦିରକୁ ବାହୁଡିଛିନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ

ଗଲଓ୍ୱାନ୍‌ ଘାଟିରେ ସହିଦ‌ ବୀର ଯବାନ୍‌ମାନଙ୍କର ଶୌର୍ଯ୍ୟ ଗାଥାକୁ ନେଇ ନିର୍ମିତ ହେବ ବଲିଉଡ୍‌ ଚଳଚ୍ଚିତ୍ର !

ଦେଶରେ ଯଦି କୌଣସି ଧରଣର ବଡ଼ ଘଟଣା ଘଟିଥାଏ ତେବେ ତାହା ଉପରେ ଅନେକ ସମୟରେ ବଲିଉଡ୍‌ରେ ଫିଲ୍ମ ନିର୍ମାଣ କରାଯିବାର ନଜିର୍‌ ରହିଛି । ଏଣୁ, ସ୍ୱାଭାବିକ ଭାବରେ ଏବେ ଶୁଣିବାକୁ ମିଳୁଛି ଯେ ଅଭିନେତା ଅଜୟ ଦେବଗନ ଗଲଓ୍ୱାନ

ଲଞ୍ଚ୍ ହେଲା “ଜିଓମିଟ୍” ଆପ୍‌ : ଜୁମ୍‌କୁ ଦେବ ଟକ୍କର

ଲୋକପ୍ରିୟ ଭିଡ଼ିଓ କନଫରେନ୍ସିଂ ଆପ୍ ଜୁମ୍‌କୁ ଟକ୍କର ଦେବା ପାଇଁ ଲଞ୍ଚ୍ ହେଲା ଜିଓମିଟ୍ । ରିଲାଏନ୍ସ ଜିଓ କମ୍ପାନୀ ନିଜର ଫ୍ରି ଭିଡିଓ କନଫରେନ୍ସିଂ ଆପ୍‌କୁ ଲଞ୍ଚ୍ କରିଛି । ଯାହାକୁ ଗୁଗୁଲ୍ ପ୍ଲେଷ୍ଟୋର ଏବଂ ଆପ୍ ଷ୍ଟୋରରେ ଉପଲବ୍ଧ

ଆଜି ମହାକାଶରେ ସଂଗଠିତ ହେବ ବିରଳ ମହାଜାଗତିକ ଦୃଶ୍ୟ

ଆଜି ମହାକାଶରେ ସଂଗଠିତ ହେବ ମହାପୂର୍ଣ୍ଣ ଗ୍ରହ ମିଳନ । ୧୭୦ ବର୍ଷ ପରେ ଏପରି ଘଟଣା ଘଟୁଥିବାରୁ ଏହାକୁ ବିରଳ ତଥା ଅନନ୍ୟ ବୋଲି କୁହାଯାଉଛି । ଇଂରାଜୀରେ ଏହାକୁ ପ୍ଲାନେଟ୍ ପରେଡ୍ ବୋଲି କୁହାଯାଇଥାଏ । ସୂର୍ଯ୍ୟଙ୍କ ଚାରିପଟେ

ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତକୁ ନେଇ ଜୋର୍‌ ଧରିଲା ରାଜନୀତି: କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ କଲେ ମନୀଷ ତିୱାରୀ, ପଚାରିଲେ ଏହି ପ୍ରଶ୍ନ…

ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ପରେ ସମାଲୋଚନାମୂଳକ ପ୍ରଶ୍ନ କରିଛି କଂଗ୍ରେସ । ଟ୍ୱିଟ କରି କଂଗ୍ରେସ ନେତା ମନୀଷ ତିୱାରୀ ପ୍ରଶ୍ନ କରିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ଲେହ ଗସ୍ତ ପରେ ପାକିସ୍ତାନ ଦୁଇ ଭାଗ ହୋଇଥିଲା, ଏବେ ଦେଖିବା କଣ

ଜୟପୁରରେ ନିର୍ମାଣ ହେବ ବିଶ୍ୱର ତୃତୀୟ ବୃହତମ କ୍ରିକେଟ୍‌ ଷ୍ଟାଡିୟମ

ରାଜସ୍ଥାନର ଜୟପୁରରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ତୃତୀୟ ବୃହତ୍ତମ କ୍ରିକେଟ୍‌ ଷ୍ଟାଡିୟମ୍‌, ଯେଉଁଠାରେ ୭୫୦୦୦ ହଜାର ଲୋକ ଏକକାଳୀନ ବସିବାର କ୍ଷମତା ରହିଛି ବୋଲି ରାଜସ୍ଥାନ କ୍ରିକେଟ ଆସୋସିଏସନର ସେକ୍ରେଟେରୀ ମହେନ୍ଦ୍ର ଶର୍ମା କହିଛନ୍ତି । ମୋଟେରା ଓ ମେଲବୋର୍ଣ୍ଣ